ପ୍ରେମିକ ସହ ମିଶି ଘଟାଇଲା ଜଘନ୍ୟକାଣ୍ଡ। ସାଜିଲା ପିଶାଚିନି। ଯାହା ପାଇଁ ସିନ୍ଦୂର ପିନ୍ଧୁଥିଲା, ସାତ ଜନ୍ମର ସାଥୀ ହୋଇଥିଲା, ହାତ ଧରି ବାଟ ଚାଲିବ ବୋଲି କଥା ଦେଇଥିଲା, ତାକୁ ହିଁ ପ୍ରେମରେ ଅନ୍ଧ ହୋଇ ମାରିବାକୁ ପଛଇଲାନି।
ଗଞ୍ଜେଇ ସେବନ ଅଭିଯୋଗରେ NDPS ଆକ୍ଟରେ IIT ବାବାଙ୍କୁ ଗିରଫ କରିଛି ସିପ୍ରପଥ ପୋଲିସ । ଏକ ହୋଟେଲରୁ ତାଙ୍କୁ ଗିରଫ କରିଛି ପୋଲିସ ।
ଜିମରେ ପାୱାରଲିଫ୍ଟିଂ ପ୍ରାକ୍ଟିସ ବେଳେ ବେକରେ ଖସିପଡିଲା ୨୭୦ କେଜିର ରଡ୍ । ଅଘଟଣରେ ଗୋଲ୍ଡ ମେଡାଲିଷ୍ଟ ଆଥଲେଟ୍ ମୃତ ।
ଯୌତୁକରେ ସାଢେ ୫ ଲକ୍ଷ ଟଙ୍କା ଦେଇଥିଲେ ଶ୍ୱଶୁର ଘର । ସବୁତକ ଟଙ୍କା ଫେରାଇ ସମାଜରେ ଉଦାହରଣ ସୃଷ୍ଟି କରିଦେଲେ ଯୁବକ । ରାଜସ୍ଥାନ ଜୈସାଲମିରର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ।
ଷ୍ଟପେଜରେ ବସ୍ଟି ଅଟକିଥିଲା। ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ୍ ଭିତରେ ଷଣ୍ଢ ପଶିଯାଇଥିଲା। ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଜୋରରେ ଚିତ୍କାର କରିଥିଲେ ଲୋକେ।
ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ତେବେ ଆତ୍ମଘୋଷିତ ବାବା ଆଶାରାମ ବାପୁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୧୩ରୁ ଜେଲ୍ରେ ଥିବା ୮୬ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ରାଜସ୍ଥାନ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ଯାହା ପାଇଁ ଚାକିରି ଜୀବନରୁ ନେଲେ ଅବସର, ଭିଆରଏସ ନେବାର କିଛି ଘଣ୍ଟାରେ ଚାଲିଗଲା ତାଙ୍କର ଜୀବନ। ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା।
ଆଜି ସକାଳ ପ୍ରାୟ ୫ଟା ୩୦ରେ ଜୟପୁର ଭାନ୍କ୍ରୋଟା ସ୍ଥିତ ଏକ ପେଟ୍ରୋଲ୍ ପମ୍ପ ସାମ୍ନାରେ ଏକ LPG ବୋଝେଇ ଟ୍ରକ୍ ଓ CNG ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ରାତିରେ ପିଲାର ପାଟି ଶୁଣି ସଂପର୍କୀୟ ତା ନିକଟକୁ ଯାଇଥିଲେ, ସେତେବେଳେ ସେମାନେ ଆଙ୍ଗୁଠିରୁ ରକ୍ତସ୍ରାବ ହେଉଥିବା ଦେଖିଲେ। କମ୍ବଳ ଉଠାଇବା ପରେ ତଳେ ଏକ ମୂଷା ଚାଲୁଥିବାର ଦେଖିଲେ। ଶୁକ୍ରବାର ଭୋର୍ ୪ ଟାରେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।
ବାରମେର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ସେଡୱା ପଞ୍ଚାୟତ ସମିତିର ଗୁଲେ କି ବେରୀ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ସରପଞ୍ଚ ୨ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ପଞ୍ଚାୟତ ଅଫିସ୍ ନିର୍ମାଣ କରିଛନ୍ତି ।
ନୂଆ ପ୍ରେମିକକୁ ପ୍ରେମର ପ୍ରମାଣ ଦେବା ପାଇଁ ରାକ୍ଷସୀ ପାଲଟିଗଲା ପ୍ରେମିକା । ପୁରୁଣା ପ୍ରେମିକର ଛାତିରେ କଣ୍ଟା ଭୁସିବା ସହ ଏସିଡ୍ ଫିଙ୍ଗିଲା । ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ନୂଆ ପ୍ରେମିକ ମିଳିବା ପରେ ଏମିତି କାଣ୍ଡ କରି ବନ୍ଧା ହେଲା ପ୍ରେମିକା ।
ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା ।
କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ମାମଲା। ତେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି।
ମୃତ ଛାତ୍ରୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଛାତ୍ରୀ ଜଣକ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛି, ‘ମୁଁ ସବୁଠାରୁ ଖରାପ ଝିଅ... ମା’-ବାପା ମୁଁ ବହୁତ ଦୁଃଖିତ... ଆତ୍ମହତ୍ୟା ଛଡ଼ା ମୋ ପାଖରେ ଆଉ କିଛି ବାଟ ନାହିଁ ।’ ...
ଯୁବତୀଜଣକ ତାଙ୍କୁ ଖୋଜି ଖୋଜି ସେ କାମ କରୁଥିବା ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଗଲେ। ସେଠାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।
ଭଜନଲାଲ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି ।
କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ ।
ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି।
ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି ।
ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ସାରା ଦେଶରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍ ସିଟ୍ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।
ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍ରେ ଆଗୁଆ ରହିଛି ।
ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।