• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nuapada

Man Killed Father
Man Killed Father: ପିତୃହନ୍ତା ପୁଅ, ସାମାନ୍ୟ ବଚସାରୁ ପିଟି ପିଟି ମାରିଦେଲା...

ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ନିଜ ବାପାକୁ ପିଟି ପିଟି ନିର୍ମମ ହତ୍ୟା କଲା ପୁଅ । ଅଭିଯୁକ୍ତ ପୁଅ ଗିରଫ ।

Accident
Rukmini Sahu Road Accident: ଉଜୁଡ଼ିଗଲା ସୁନାର ସଂସାର; ସ୍ୱାମୀ ଆଗରେ ଚାଲିଗଲା ସ୍ତ୍ରୀ ଜୀବନ

ଆଉ କିଛି ଦିନ ପରେ ପଡ଼ିବ ସାବିତ୍ରୀ ବ୍ରତ। ହେଲେ ତାହା ପୂର୍ବରୁ ସତ୍ୟବାନଙ୍କୁ ଛାଡ଼ି ଚାଲିଯାଇଛନ୍ତି ସାବିତ୍ରୀ । ନିଜ ସ୍ତ୍ରୀ କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ସତ୍ୟବାନ। ହେଲେ ସେ ଜାଣିଛନ୍ତି ତାଙ୍କ ସ୍ତ୍ରୀ ଆଉ ଫେରିବନି ଅଫେରା ରାଇଜରୁ...। ତାଙ୍କ ପାଖରେ ଆଉ ଶାଢ଼ି, ଚୁଡ଼ି ଆଣିଦେବା ପାଇଁ ଅଳି ବି କରିବନି।

Nuapada
Matriculation Examination: ଦାଦନରୁ ଫେରି ମାଟ୍ରିକ ପରୀକ୍ଷା ଦେଲେ ଧନମତୀ

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ପୂର୍ବରୁ ଧନମତୀଙ୍କ ମାଆଙ୍କ ପାଖକୁ ହାଇସ୍କୁଲ ପ୍ରଧାନଶିକ୍ଷକ ଫୋନ୍‌ କରିଥିଲେ। ଆଉ ଫୋନ୍‌ କଲ ପାଇବା ପରେ ଧନମତୀଙ୍କୁ ଧରି ତାଙ୍କ ମାଆ ଗାଁକୁ ଫେରିଲେ। ଏବେ ଘରେ ରହି ପାଠ ପଢ଼ୁଛନ୍ତି ଧନମତୀ। ଆଉ ମାଟ୍ରିକ୍‌ ପରୀକ୍ଷା ଦେଉଛନ୍ତି।

ଇଏ ମୋର ଦେବତା
Temple Built In Memory: ମନ୍ଦିର ତୋଳି ଉଦାହରଣ ସୃଷ୍ଟି କଲେ ମନୀଷା, ପୂଜା କରୁଛନ୍ତି ସ୍ୱାମୀ ଓ ପୁଅକୁ

ଅନାବିଳ ଭଲ ପାଇବାର ନିଦର୍ଶନ । ଏହି ମନ୍ଦିରରେ କୌଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ, ପୂଜା ପାଆନ୍ତି ପରଲୋକଗତ ଜଣେ ଯବାନ ଓ ତାଙ୍କ ପୁଅ l ମୃତ ଯବାନଙ୍କ ବିଧବା ପତ୍ନୀ ନିଜ ସ୍ବାମୀ ଓ ପୁଅଙ୍କ ସ୍ମୃତି ରକ୍ଷା ପାଇଁ ତିଆରି କରିଛନ୍ତି ଏକ ମନ୍ଦିର । କେବଳ ମନ୍ଦିର ତିଆରି କରିନାହାନ୍ତି ଏହି ମହିଳା ଜଣକ ମନ୍ଦିରର ପୂଜାରିଣୀ ପାଲଟି ଯାଇଛନ୍ତି ।

Nuapada
ଦାନ କରିଦେଲେ ୫ ଏକର ଜାଗା

ଏ ଚେହେରା ମଳିନ ପଡ଼ିଗଲାଣି । ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସର ଅପରାହ୍ଣରେ ସିନା ସେ ପହଞ୍ଚିଛନ୍ତି । ହେଲେ ଆଜି ବି ତାଙ୍କ ହୃଦୟ ସେମିତି ନିର୍ମଳ । ଖାଲି ମଣିଷ ନୁହଁନ୍ତି, ତାଙ୍କୁ ଜଣେ ମହାନ ମଣିଷ କହିଲେ ହୁଏ ତ ଭୁଲ ହେବ ନାହିଁ । କାରଣ ଗାଁର ପିଲାମାନଙ୍କ ପାଇଁ ସେ ଦାନ କରିଛନ୍ତି ନିଜର ୫ ଏକର ପତୃକ ସମ୍ପତ୍ତି ।

Collector Takes This Step
Migration: ଦିନ ମଜୁରିଆରୁ ଲକ୍ଷପତି କରାଇଲା ସରକାରୀ ଯୋଜନା

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଜିଲ୍ଲାପାଳ ମଧ୍ୟ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ଜାଣନ୍ତୁ ।

ଜିଲ୍ଲାପାଳ ଖୋଲିଲେ ଶ୍ରମିକ ହେଲେ ଲକ୍ଷପତି
ଦିନ ମଜୁରିଆରୁ ଲକ୍ଷପତି କରାଇଲା ସରକାରୀ ଯୋଜନା

ସରକାରୀ ଯୋଜନା କରାଇଛି ଲକ୍ଷପତି। କୋଡି କୋଦାଳରେ ମାଟି ଖୋଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏମାନେ। ଜିଲ୍ଲାପାଳ ମଧ୍ୟ କୋଡି କୋଦାଳ ଧରି ମାଟି ହାଣୁଛନ୍ତି। ଏହା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ, ଜାଣନ୍ତୁ ।

ଅଙ୍ଗନବାଡ଼ି ଦିଦିଙ୍କ କିଚେନ୍‌ ଗାର୍ଡେନ୍
ଅଙ୍ଗନବାଡ଼ି ଦିଦିଙ୍କ କିଚେନ୍ ଗାର୍ଡେନ୍

ଏବେ ଚର୍ଚ୍ଚାରେ ନୂଆପଡା ଜିଲ୍ଲାର ଏହି ଅଙ୍ଗନବାଡ଼ି କର୍ମୀ। ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସବୁଜ ପରିବା ଦେବା ପାଇଁ ହାତରେ ଧରିଲେ କୋଦାଳ।

Nuapadas 3 Rebati
ଚର୍ଚ୍ଚାରେ ନୂଆପଡ଼ାର ତିନି ରେବତୀ

ଚାନ୍ଦିନୀ, ଜୟଶ୍ରୀ, ତ୍ରିବେଣୀ ତିନି ଚେହେରା ହେଲେ ଗୋଟିଏ କାହାଣୀ । ରକ୍ଷଣଶୀଳ ସମାଜରେ ଜଣେ ଜଣେ ବୁଦ୍ଧିମତୀ, ଜଣେ ଜଣେ ରେବତୀ । ଏମାନେ ସେଇ ଅଖ୍ୟାତପଲ୍ଲୀର ରେବତୀ ।

Naxal
Two Naxals Killed In Encounter: ଘଞ୍ଚ ଜଙ୍ଗଲରେ ମେଳି କରୁଥିଲେ ନକ୍ସଲ

ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇଥିଲା। ସେହି ସୂଚନା ଆଧାରରେ ରବିବାହ ବିଳମ୍ବିତ ରାତିରେ ଛତିଶଗଡ଼, ଓଡ଼ିଶା ପୋଲିସ୍ ଓ ସିଆରପିଏଫ୍ ଯବାନମାନେ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ।

Rath Yatra
ପୁଣି ଅଦିନରେ ଅନୁଷ୍ଠିତ ହେଲା ରଥଯାତ୍ରା

ଆମେରିକାର ହ୍ୟୁଷ୍ଟନ ପରେ ଏଥର ଖୋଦ୍ ଆମ ରାଜ୍ୟରେ ଅଦିନରେ ଗଡିଛି ରଥ । ନୂଆପଡ଼ା ଜିଲ୍ଲା କୋନାବିରା ଗାଁରେ ଅଦିନ ରଥଯାତ୍ରା ।

Paddy Farming
ଜମିରେ ହସୁଛି ଓବାମା

ଚାଷୀଙ୍କ ମୁହଁରେ ହସ ଆଣିଛି ଓବାମାl ବିଲରେ ହସୁଛିl ଓବାମାର ଉଚ୍ଚତା ପ୍ରାୟ ସାଢେ଼ ପଞ୍ଚ ଫୁଟ୍l ଝଡ ବାତ୍ୟା ତୋଫାନ ହେଲେ ବି ଭାଙ୍ଗେ ନାହିଁ। ତେବେ କ’ଣ ଏହି ଓବାମା? କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ ।

Attempt to murder
ଗୁଣି ସନ୍ଦେହରେ ଜିଅନ୍ତ ଜାଳିଦେଲେ, ପ୍ରଜାକୋର୍ଟରେ ଜୀବନ୍ତ ପୋଡ଼ି ମାରିଦେବାକୁ ଉଦ୍ୟମ

ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି

Need Help for Livelihood
ଜନ୍ମ ଦେଇ ଚାଲିଗଲେ ବାପା-ମା’: କିଏ ଦେବେ ଏମାନଙ୍କୁ ସାହାରା

ଏ ଦି‘ ଭଉଣୀଙ୍କ ଦୁଃଖ ଆପଣଙ୍କୁ ବି କନ୍ଦେଇ ଦେବ । ଆପଣ ବି ସେମାନଙ୍କ କାହାଣୀ ଶୁଣିଲେ କହିବେ, ଈଶ୍ବର ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏ କୁନି ଛୁଆ ଦି’ ଜଣ ହେଉଛନ୍ତି ପ୍ରମିଳା ଆଉ ଦମୟନ୍ତି ।

Plastic manufacturing
ରୋଜଗାର ଦେଉଛି ପ୍ଲାଷ୍ଟିକ କମ୍ପାନୀ

ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।

Farmers get benefits
ଏମିତି ଚାଷୀ ପାଲଟିଲେ ଦାଦନ ଶ୍ରମିକ

ଆଉ ଦାଦନ ଯିବେନି କି ଶ୍ରମିକ ସର୍ଦ୍ଦାରଠୁ ମାଡ ଗାଳି ଖାଇବେନି.. ନିଜ ହାତରେ ମାଟି ତାଡିବେ ଆଉ ନିଜ ଗାଁ ମାଟିରେ ସୁନା ଫଳାଇବେ.. ଏହି ଶପଥ ନେଇଛନ୍ତି ହଲଦିଖୋଲ ଗାଁର ଦାଦନମାନେ..

Nuapada
ଭଙ୍ଗା ଘର, ଜରି ପାଲ ତଳେ ଜୀବନ

ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।

Kukra Tula
ନିଆରା ପର୍ବ କୁକୁରା ତୁଲା: ଷ୍ଟ୍ରିପ୍ ଯେଉଁ ଗାଁକୁ ଗଲେ ମିଳେ କୁକୁଡା

ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା

Nuapada Farmer
ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

Nuapada Tiger
ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। ସାଥୀକୁ ହରାଇ ଜଙ୍ଗଲରେ ଗର୍ଜନ କରୁଥିବା କହିଛନ୍ତି ଲୋକେ। ଏପଟେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବାଘ ଦେଖାଦେଲେ ତୁରନ୍ତ ଖବର ଦେବାକୁ କୁହାଯାଇଛି । ଏସବୁ ଭିତରେ ଯନ୍ତାରେ ଥିବା କଲରାପତରିଆର ଚିକିତ୍ସା କରାଯାଉଥିବା ବେଳେ, ମଣିଷ ମରା ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।

Leopard on Terrace
ଘର ଛାତ ଉପରେ ଛକି ବସିଛି କଲରା ପତରିଆ

ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।

Tiger Terror
ନୂଆପଡ଼ାରେ ଥମୁନି କଲରାପତରିଆ ବାଘର ଆତଙ୍କରାଜ, ପୁଣି ଗାଁରେ ପଶି ନାବାଳକକୁ ଝାମ୍ପିନେଲା

ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।

Accident
ନୂ‍ଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା।

Locals allege corruption in road construction in Nuapada
କାଦୁଅ ପଚପଚ ରାସ୍ତା ପାଇଁ ୫ ଲକ୍ଷ ବିଲ୍‌

ମୂଳରୁ ରାସ୍ତା କାମ ହୋଇନି, ନାଁକୁ ମୋରମ ପଡିଛି । ହେଲେ ବିଲ୍‌ ହୋଇଛି ୫ ଲକ୍ଷ ଟଙ୍କା..ଶ୍ରମିକଙ୍କୁ ପୁଣି ୩୪୫ ବଦଳରେ ମିଳିଛି ମାତ୍ର ୨୦୦ ଟଙ୍କା

crocodile
ଅଜବ ବିଶ୍ୱାସ: ଏଇ ନଈରେ ହଳଦୀ ଲଗାଇ ଗାଧୋଇଲେ କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।