ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ ।
ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ ।
ଏ ସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆଶକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ ।
ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍ ହେବ । ଏ ସହୃଦୟ ବ୍ୟକ୍ତି ଜଣକ ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ ।
ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।
ଛାତିକୁ ଥରାଇ ଦେବା ଭଳି ଏ ଘଟଣା । ଘରେ ପଶିଲା...ଲୁଟ ପାଇଁ ହତ୍ୟା ଉଦ୍ୟମ କଲା । ସୁନା ଚେନ ଲୁଟିବା ପାଇଁ ହତ୍ୟା ଉଦ୍ୟମ । ବେକରେ ଗାମୁଛା ଗୁଡ଼ାଇ ଜଣେ ବୟସ୍କା ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।