ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ....ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ...କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ...
ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନୂଆ ରାଜଧାନୀ ସମ୍ପର୍କରେ ଘୋଷଣା କରିଛନ୍ତି
କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା କରାଯାଇଛି । ବିରାଟକାୟ ତୋରଣ ବନ୍ଧା ସରିଛି । ମାଆଙ୍କୁ ସାଜସଜ୍ଜା ମଧ୍ୟ ସରିଛି ।
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ ଭୁଶୁଡ଼ି ପଡିଲା କାହାର ସ୍ୱପ୍ନର ଘର..
ରାଷ୍ଟ୍ରୀୟ ବିପର୍ଯ୍ୟୟ ମୁକାବିଲା ସମୟରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ, ସମସ୍ତ ଫ୍ରଣ୍ଟଲାଇନ ସେବା ଗୁଡିକ ସମ୍ପର୍କରେ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ଏହାର ଆୟୋଜନ କରାଯାଇଥିଲା।
ଲଘୁଚାପ ପ୍ରଭାବରେ ଉପକୂଳ ଆନ୍ଧ୍ରରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରୁ ମନ୍ଦିର ନଗରୀ ତିରୁପତିର ରାସ୍ତା ଉପରେ ୫ରୁ ୭ ଫୁଟ ଉଚ୍ଚର ପାଣି ଚାଲୁଛି। ପାଣି ସୁଅରେ ଭାସିଯାଇଛି ଅନେକ ଗାଡ଼ି ମୋଟର । ଦେଖନ୍ତୁ ଏହାର ଚିତ୍ର ।