ସମସ୍ତେ ଏଇ ସୁଖ ଟିକିଏ ପାଇବା ଆଶାରେ ଟଙ୍କା ପଛରେ ଗୋଡେଇ ଚାଲିଛନ୍ତି । ଖୁସି ଯେ ବହୁତ ସହଜରେ, ମାଗଣାରେ ମିଳିଯାଏ, ଏକଥା କିନ୍ତୁ କେହି ବୁଝି ପାରନ୍ତିନି, ଏଇ ସରଳ କଥାଟି ସମସ୍ତଙ୍କୁ ବହୁତ ଜଟିଳ ଲାଗେ ।
ଏକ ପଡକାଷ୍ଟରେ ବିଲ ଗେଟ୍ସ କହିଥିଲେ, ତାଙ୍କର ପିଲା ଖୁବ ଉଚ୍ଚ ଶିକ୍ଷିତ । ଖୁବ ଉତ୍ତମ ସଂସ୍କାର ମଧ୍ୟ ପାଇଛନ୍ତି । ହେଲେ ଏବେ ତାଙ୍କୁ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେ ଆହୁରି କହିଥିଲେ, ‘ଏହା କୌଣସି ରାଜବଂଶ ନୁହେଁ । ମୁଁ ସେମାନଙ୍କୁ ମାଇକ୍ରୋସଫ୍ଟ ଚଲାଇବାକୁ କହୁନି । ମୁଁ ତାଙ୍କୁ ରୋଜଗାର କରିବା ପାଇଁ ଏବଂ ସଫଳତା ପାଇବା ଲାଗି ଏକ ସୁଯୋଗ ଦେବାକୁ ଚାହୁଁଛୁ । ପିଲାମାନଙ୍କୁ ଖୁବ ପରିଶ୍ରମ କରି ଆଗକୁ ଯିବାକୁ ପଡିବ ।’
ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।
ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ ।
ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍ । ବିନା ସିଭିଲ୍ ସ୍କୋର୍ରେ ଯୋଗାଇ ଦିଅନ୍ତି ଲୋନ୍ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।
ସମ୍ବଲପୁର ଗୋପାଳମାଳର ମହିଳାଙ୍କ ମହାନତା। ଲଣ୍ଡା ହୋଇ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା।