ମାତ୍ର ଦିନ ୪ଟା ପାଇଁ ଦୁନିଆକୁ ଆସି ସେ ଏମିତି କାମ କରିଗଲା ଯେ, ତା ପାଇଁ ନୂଆ ଜୀବନ ପାଇଲେ ଛଅ ଛଅଟି ଶିଶୁ। ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ ।
ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ।
ରାଜ୍ୟର ଅଙ୍ଗଦାନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଭୁବନେଶ୍ୱର ରେଣ୍ଟାଲ କଲୋନୀର ପ୍ରସନଜିତ ମହାନ୍ତି। ମୃତ୍ୟୁ ପୂର୍ବରୁ ସମସ୍ତ ପ୍ରତ୍ୟାରୋପଣ ଯୋଗ୍ୟ ଅଙ୍ଗକୁ ଦାନ କରିଦେଇଛନ୍ତି ପ୍ରସନ୍ନଜିତ୍ ।
ଏକାଧିକ ଅଙ୍ଗଦାନ କରିଗଲେ ଭୁବନେଶ୍ୱରର ପ୍ରସନ୍ନଜିତ ମହାନ୍ତି । ଦୁର୍ଘଟଣାରେ ବ୍ରେନ୍ ଡେଡ୍ ପରେ ଶେଷ ଇଚ୍ଛା ପୂରଣ କଲେ ପତ୍ନୀ ।
ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।
ଜଣେ ଅଜଣା ବ୍ୟକ୍ତି ତାଙ୍କୁ କିଡ୍ନୀ ଦାନ କରି ତାଙ୍କ ଜୀବନ ବଞ୍ଚେଇଦେଲେ। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଜାଣିଲେ ଯେ ସେ ତାଙ୍କ ନିଜ ଝିଅ ଆଉ ସେ ତାଙ୍କୁ କିଡ୍ନୀ ଦେଇଛନ୍ତି, ସେତେବେଳେ ସେ କାନ୍ଦି ପକେଇଲେ।
ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।
ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ
ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ବ୍ରେନ୍ ଡେଡ୍ ଘୋଷଣା ପରେ ଦାନ କରିଦେଲେ ୬ଟି ଅଙ୍ଗ । ହାତ, ଆଖି, ହୃତପିଣ୍ଡ ଓ ଯକୃତ ଭଳି ୬ଟି ଅଙ୍ଗ ଦାନ କଲେ । ଗ୍ରୀନ୍ କରିଡରରେ ବିଭିନ୍ନ ସହରକୁ ନିଆଗଲା ଅଙ୍ଗ।
ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।
ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ହୋଇ ଯାଇଛନ୍ତି ଅମର।