ଜଣେ ବ୍ରେନ୍ ଡେଡ୍ ଘୋଷିତ ରୋଗୀ ଅଂଗଦାନ ପ୍ରସ୍ତୁତି ଚାଲିଥିବା ବେଳେ ଉଠି ଚାଲିବାକୁ ଲାଗିଲେ। ଏହି ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।
ମୃତ୍ୟୁ ପରେ ବି ଅମର। ବ୍ରେନ୍ ଷ୍ଟ୍ରୋକରେ ମୃତ ପୁଅର ଅଙ୍ଗଦାନ କଲେ ପରିବାର ଲୋକେ। ୩୧ ବର୍ଷୀୟ ପୁଅର ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଓ ଯକୃତ ଦାନ କଲେ।
କାନ୍ଦ ବୋବାଳିରେ ଫାଟିପଡୁଛି ପୂରା ପରିବେଶ l ସମସ୍ତଙ୍କ ଆଖିରେ ଆଖିଏ ଲୁହ l ଭେଣ୍ଡିଆ ପୁଅକୁ ହରାଇ କାହା ମନରେ ବା ହରଷ ଥାଆନ୍ତା l ସେ ସିନା ଚାଲିଗଲା ହେଲେ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l
ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।
ଅଙ୍ଗଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଲା ୧୯ ମାସର ଶିଶୁ । ମହତ କାମ ପାଇଁ ଆଜି ବାପା ମା'ଙ୍କୁ ସାଲ୍ୟୁଟ୍ କରୁଛି ସମାଜ ।
ମାଆ ସାଇଶରଣ ସାଇଶରଣ ଗୀତ ଗାଇ ଆଉଁସି ଦେଉଥିଲେ । ମୁଁ କାନ୍ଦୁଥିଲେ ଚୁପ ହୋଇ ଯାଉଥିଲି । ତେଣୁ ଏବେ ମଧ୍ୟ ତାଙ୍କ ପାଖରେ ଶୋଇଛି ।
ପ୍ରତ୍ୟୁଷର ମୃତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଦାନ କରିଛନ୍ତି ପରିବାର। ଛାତିକୁ ପଥର କରି ନିଜ ମୃତ କୁନିପୁଅର ଅଙ୍ଗଦାନ କରିଛନ୍ତି।
ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର।
ଗୋଟିଏ ପଟେ କୃଷ୍ଣଚନ୍ଦ୍ରଙ୍କ ଶରୀରରୁ ଅଙ୍ଗ କଢ଼ା ଯାଉଥିଲା ତ ଅନ୍ୟପଟେ ଶୋକାକୁଳ ପରିବେଶରେ ଫାଟି ପଡୁଥିଲା ହସ୍ପିଟାଲ ପରିସର।
ନା ସେ ଥିଲା ଦେଶର କୌଣସି ସୈନିକ...ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ। ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ, ସାବାସୀ ଦେଉଛନ୍ତି ୮ ବର୍ଷର ପୁଅ ଶୁଭଜିତକୁ ସମସ୍ତେ ।
ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ ।
ସତ୍ୟନଗର ଶ୍ମଶାନରେ ଆଜି ଶୁଭଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।
ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।
ଜୀବନ ଯିବା ପୂର୍ବରୁ ଅନ୍ୟକୁ ଜୀବନ ଦାନ। ନିଜ ଅଙ୍ଗରେ ଆଉ ଜଣେ ପାଇବେ ନୂଆ ଜୀବନ। ମହତ ଏ ଦାନ, ମହତ ଏ ଉଦ୍ଦେଶ୍ୟ। ରାଜ୍ୟରେ ଅଙ୍ଗଦାନ କ୍ଷେତ୍ରରେ ସାମିଲ ହୋଇଛି ଆଉ ଦୁଇଟି କାହାଣୀ। ଗୋଟିଏ କେନ୍ଦ୍ରାପଡା ଆଉ ଗୋଟିଏ ମୟୂରଭଂଜର। ଦୁଇ ଜଣ ଯାକ ଯୁକ୍ତ ଦୁଇ ଛାତ୍ର। ଜଣଙ୍କର ଦୁଇଟି କିଡନୀ ଦାନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ଆଖି ଦାନ କରାଯାଇଛି...
ଅଙ୍ଗଦାନ ପ୍ରତି ବଢୁଛି ଆଗ୍ରହ । ମରି ବି ପୁଣି ଅମର ଦୁଇ +2 ଛାତ୍ର । ଓମ୍ ଶିବୁ ଓ ରାଜେନ୍ଦ୍ରଙ୍କ ମହତ ଦାନ । ପୁଅର ଅଙ୍ଗଦାନ କରି ପ୍ରେରଣା ସାଜିଲେ ପରିବାର ।
ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣ...ବ୍ରେନଡେଡ୍ ଘୋଷଣା ପରେ ଦାନ କଲେ ଝିଅର ଅଙ୍ଗ...ପ୍ରତ୍ୟାରୋପଣ ପାଇଁ ନୂଆଦିଲ୍ଲୀ ILBS ଗଲା ଲିଭର୍...
ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ।
ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି।
ମାତ୍ର ଦିନ ୪ଟା ପାଇଁ ଦୁନିଆକୁ ଆସି ସେ ଏମିତି କାମ କରିଗଲା ଯେ, ତା ପାଇଁ ନୂଆ ଜୀବନ ପାଇଲେ ଛଅ ଛଅଟି ଶିଶୁ। ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ ।
ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ ଘଟଣା ସାରା ଦେଶରେ ଅଙ୍ଗଦାନ କ୍ଷେତ୍ରରେ ସୃଷ୍ଟି କରିଛି ବିରଳ ଉଦାହରଣ।
ରାଜ୍ୟର ଅଙ୍ଗଦାନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ଭୁବନେଶ୍ୱର ରେଣ୍ଟାଲ କଲୋନୀର ପ୍ରସନଜିତ ମହାନ୍ତି। ମୃତ୍ୟୁ ପୂର୍ବରୁ ସମସ୍ତ ପ୍ରତ୍ୟାରୋପଣ ଯୋଗ୍ୟ ଅଙ୍ଗକୁ ଦାନ କରିଦେଇଛନ୍ତି ପ୍ରସନ୍ନଜିତ୍ ।
ଏକାଧିକ ଅଙ୍ଗଦାନ କରିଗଲେ ଭୁବନେଶ୍ୱରର ପ୍ରସନ୍ନଜିତ ମହାନ୍ତି । ଦୁର୍ଘଟଣାରେ ବ୍ରେନ୍ ଡେଡ୍ ପରେ ଶେଷ ଇଚ୍ଛା ପୂରଣ କଲେ ପତ୍ନୀ ।
ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।
ଜଣେ ଅଜଣା ବ୍ୟକ୍ତି ତାଙ୍କୁ କିଡ୍ନୀ ଦାନ କରି ତାଙ୍କ ଜୀବନ ବଞ୍ଚେଇଦେଲେ। କିନ୍ତୁ ଯେତେବେଳେ ସେ ବ୍ୟକ୍ତି ଜାଣିଲେ ଯେ ସେ ତାଙ୍କ ନିଜ ଝିଅ ଆଉ ସେ ତାଙ୍କୁ କିଡ୍ନୀ ଦେଇଛନ୍ତି, ସେତେବେଳେ ସେ କାନ୍ଦି ପକେଇଲେ।