• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Valentines Week

The love stories of these stars were written on the sets of films
Valentines Day: ଫିଲ୍ମ ସେଟ୍‌ରୁ ଲେଖା ଏହି ତାରକାଙ୍କ ପ୍ରେମ କାହାଣୀ; କିଏ ସଫଳ, କିଏ ବିଫଳ

ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍‌ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।

Valentines day agreement
Valentine Agreement: ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ: କିଏ ବାଥରୁମ୍ ସଫା କରିବ, କିଏ ସଉଦା ଆଣିବ...

ପ୍ରେମ ଦିବସରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍ୱାମୀ-ସ୍ତ୍ରୀଙ୍କ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ହସି ହସି ବେଦମ୍ ହେଲେ ୟୁଜର୍ସ ।

Effective tips to impress your crush
Relationship Tips: କାହାକୁ ଭଲ ପାଉଛନ୍ତି କି... ଜାଣନ୍ତୁ ଭାଲେଣ୍ଟାଇନ୍ ଡେ'ରେ ପ୍ରଭାବିତ କରିବାର ୮ ଉପାୟ

କିଛି ଛୋଟ ଛୋଟ ଜିନିଷ କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ବଢାଏ ନାହିଁ ବରଂ ଲୋକମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରେ। ଯଦି ଆପଣ ଏହି ଭାଲେଣ୍ଟାଇନ୍ ସପ୍ତାହରେ କାହାକୁ ପ୍ରଭାବିତ କରିବାକୁ ଚାହାଁନ୍ତି, ତେବେ ଏହି ଅଭ୍ୟାସଗୁଡିକ ଗ୍ରହଣ କରିବା ଜରୁରୀ।

What is that hing that makes a girl fall in love
Relationship Tips: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।

Valentines Day 2024 In this day enjoy these 5 films with your beloved
Valentines Day 2024: ଆପଣ ଯଦି ସଚ୍ଚା ଯୋଡ଼ି, ଭାଲେଣ୍ଟାଇନ୍ସ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ

ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହ ଏହି ୫ଟି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ।

why valentines day celebrating on 14 february story behind it
Valentines Day 2024: ପ୍ରେମ ପାଇଁ ଲଢି ଫାଶିରେ ଲଟକି ଯାଇଥିଲେ ଏହି ସନ୍ଥ; ପ୍ରେମକୁ କରିଦେଲେ ଚିର ସବୁଜ

ଭାଲେଣ୍ଟାଇନ୍ସ ଡେ’ ଆସିଗଲେ ସବୁ ପ୍ରେମୀଙ୍କ ମନ ଉତ୍ସାହରେ ଭରିଯାଏ। ଏହିଦିନ ସେମାନେ ନିଜ ମନ କଥାକୁ ମନର ମଣିଷ ଆଗରେ କହିବେ ବୋଲି ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

Do not give this gift to your partner even by mistake on valentines day
Valentines Day 2024: ଆପଣଙ୍କ ସାଥୀଙ୍କୁ କେବେ ବି ଦିଅନ୍ତୁ ନାହିଁ ଏହି ୬ଟି ଉପହାର; ସଂପର୍କରେ ଆସିବ ଫାଟ

ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି। କିଛି ଲୋକ ନିଜ ସାଥୀମାନଙ୍କୁ କିଛି ବିଶେଷ ଉପହାର ମଧ୍ୟ ଦିଅନ୍ତି, କିନ୍ତୁ ବେଳେବେଳେ ଲୋକମାନେ ଜାଣିଶୁଣି ହେଉ କିମ୍ବା ଅଜାଣତରେ ଏମିତି କିଛି ଉପହାର ବାଛନ୍ତି ଯାହା ଶୁଭ ନ ହୋଇ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଉପହାର ଅଶୁଭ ହୁଏ।

Love
ଭାଲେଣ୍ଟାଇନ ୱିକରେ ଅନନ୍ୟ ପ୍ରେମ କାହାଣୀ... ଦିବ୍ୟାଙ୍ଗ ପ୍ରେମିକାଙ୍କୁ ଇଂଜିନିୟର କଲେ ଜୀବନ ସାଥୀ

ଇସାରା ଇସାରାରେ ପ୍ରେମ... ଠରାଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ।

How to Build Trust in a Relationship
Valentines Day 2024: ଭରସା ଜିତିବାକୁ ୫ଟି ଟିପ୍ସ; ସଂପର୍କରେ ଭୁଲ୍ ହେଲେ କ୍ଷମା ମାଗିବା ଜରୁରୀ କି…

ଫେବୃଆରୀ ଆସିଗଲେ ସବୁ ପ୍ରେମୀ ଯୁଗଳ ଉତ୍ସାହିତ ହୋଇଯାଆନ୍ତି। ଏବେ ଏହି ସମୟ। ଭାଲେଣ୍ଟାଇନ୍ସ ଡେ'କୁ ନେଇ ପ୍ରେମିକ-ପ୍ରେମିକାଙ୍କ ମନ ଏବେ ଗଗନ ଛୁଉଁଛି। କିନ୍ତୁ ଏକ ସୁସ୍ଥ, ରୋମାଣ୍ଟିକ ଏବଂ ସୁଖମୟ ଜୀବନ ପାଇଁ ଏକ ସମ୍ପର୍କ ଉପରେ ବିଶ୍ୱାସ ଜରୁରୀ। ତେବେ ଆସନ୍ତୁ ଜାଣିବା ସମ୍ପର୍କ ଉପରେ କାହିଁକି ବିଶ୍ୱାସ ରହିବା ଜରୁରୀ ଏବଂ ଏହାକୁ ହାସଲ କରିବାର ଉପାୟ କ’ଣ?

5 tips for you how to maintain long distance relationship
Valentines Day 2024: ଆପଣଙ୍କ ପାର୍ଟନର୍ ଦୂରରେ ରହୁଛନ୍ତି କି… ସଂପର୍କକୁ ଦୃଢ କରିବା ପାଇଁ କ’ଣ କରିବେ

କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍‌ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ଏହି ୫ଟି ଟିପ୍ସକୁ ପାଳନ କରନ୍ତୁ।

3 love story
ଅନନ୍ୟ ୩ ପ୍ରେମ କାହାଣୀ; ଦେଖନ୍ତୁ ଭାଲେଣ୍ଟାଇନ୍‌ ସ୍ପେଶାଲ୍‌

ଅଢ଼େଇ ଅକ୍ଷର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ

Happy Hug Day
ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ୱିକର ଆଜିର ଦିନ ଆଣି ଦେଇଥାଏ ଅନେକ ରୋମାଞ୍ଚ

ଆଜି ରବିବାର, ହଲିଡେ ଆଉ ଏହି ହଲିଡେକୁ ଖାସ୍ କରୁଛି ହଗ୍ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ୱିକର ଆଜିର ଆଣି ଦେଇଥାଏ ଅନେକ ରୋମାଞ୍ଚ । ଆଲିଙ୍ଗନ ଦିବସରେ ଆପଣାର ମଣିଷ ସହ ଆଲିଙ୍ଗନର ଅନୁଭୂତି ସ୍ୱର୍ଗୀୟ ଓ ସୁଖଦ..

Happy Teddy Day
ପ୍ରେମ ସପ୍ତାହରେ ଆଜି ପାଳନ ହେଉଛି ଟେଡି ଡେ’ ....ନିଜ ପାର୍ଟନରଙ୍କୁ ଦିଅନ୍ତୁ ଏହି ସ୍ପେଶାଲ ଗିଫ୍ଟ...

ଆଜି ଟେଡି ଡେ, ଖାସ୍ କରି ପ୍ରେମିକମାନଙ୍କ ପାଇଁ ଆଜିର ଦିନ ବେଶ୍ ସ୍ୱତନ୍ତ୍ର । ନିଜ ପ୍ରେମିକାକୁ କଣ୍ଢେଇ ଭାବୁଥିବା ପ୍ରେମିକମାନେ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନର କଣ୍ଢେଇ ଦେଇ ମନ ଜିଣିଥାନ୍ତି…

6 most romantic cities in India to celebrate love
Valentine's Day: ଭାରତରେ ଅଛି ଏମିତି ୬ ଜାଗା ଯାହା ଆପଣଙ୍କ ଦିନକୁ କରିଦେବ ପ୍ରେମମୟ

ଭାଲେଣ୍ଟାଇନ୍ସ ଡେ’ ସବୁ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ଦିନ। ସମସ୍ତେ ଏହାକୁ ନିଜ ନିଜ ଢଙ୍ଗରେ ସ୍ମରଣୀୟ କରିବାକୁ ଚାହାନ୍ତି। ଭାରତ ହେଉଛି ବିବିଧତାର ଦେଶ, ଏବଂ ଏଠି ପ୍ରେମୀମାନଙ୍କ ପାଇଁ ସେମାନଙ୍କର ବିଶେଷ ଦିନ ବିତାଇବା ପାଇଁ ଅନେକ ସହର ରହିଛି। ଆସନ୍ତୁ ଏହି ୬ଟି ସହର ଉପରେ ନଜର ପକେଇବା।