• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Old Couple

Brazil's Epic Love Story
Epic Love Story: ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ସୁଖୀ ପରିବାର

ବ୍ରାଜିଲରେ ଏହି ଦମ୍ପତି ପ୍ରେମ ବିବାହ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ବି ନିଆରା। ୧୯୩୬ ମସିହାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ମନ ଦିଆନିଆ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରେମରେ ପଡ଼ିଯାଇଥିଲେ।

Old couple asks for justice
ରାତି ଅଧରେ ବାପା-ମାଆଙ୍କୁ ତଡିଦେଲେ ପୁଅ-ବୋହୂ...

ଏମିତିକା ପୁଅ ଥାଇ ଲାଭ କଣ? ଶୀତ ରାତିରେ ବାପା-ମାଆଙ୍କୁ ଧକ୍କା ଦେଇ ଘରୁ ଦେଲେ ତଡି। ନାତି ଟୋକା ବୁଢାବାପା ଉପରେ ସାଇକେଲ ମଡାଇ ଦେଲା...ପରିଣତ ବୟସରେ ଅଧ ରାତିରେ ଥାନାରେ ପହଞ୍ଚିଲେ ବାପା-ମାଆ...

love story of a old couple
ଅଳ୍ପ ଶବ୍ଦ, ଅଳ୍ପ ଦୃଶ୍ୟ..ତଥାପି ମନକୁ ଭିଜେଇ ଦେଲା ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ

କିଏ କହେ ପ୍ରେମ ତ୍ୟାଗରେ। କିଏ କହେ ଭୋଗରେ। କିଏ ପ୍ରେମ ପାଇଁ ଜୀବନ ଦେଇଦିଏ , କିଏ ପ୍ରେମ ପାଇଁ ଜୀବନ ନେଇଯାଏ। ପୁରାଣରୁ ଇତିହାସ ଯାଏ, ଇତିହାସରୁ ବର୍ତ୍ତମାନ ଯାଏ ଅନେକ କାହାଣୀ ପ୍ରେମର ଏମିତି ଭିନ୍ନ ଭିନ୍ନ ସଂଜ୍ଞା ନିର୍ଦ୍ଧାରଣ କରି ଆସିଛନ୍ତି। ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ କାହାଣୀ ଏକ ଭିନ୍ନ ପ୍ରେମର କାହାଣୀ କୁହେ ।

Old Couple In West Bengal Remarry, Set An Example Of Cherishing Love
୧୦୦ ବର୍ଷ ବୟସରେ ପୁଣି ଥରେ ହାତକୁ ଦି’ହାତ ହେଲେ ବୃଦ୍ଧ, ସହଯୋଗ କଲେ ପରିବାର

୭୦ ବର୍ଷ ପୂର୍ବେ ପ୍ରଥମ ବିବାହ ହୋଇଥିଲା। ୬ ପୁ‌ଅ, ତିନି ଝିଅ ହୋଇଥିଲେ। ସେମାନେ ସମସ୍ତେ ବିବାହ ହୋଇ ପିଲାଛୁଆ କରି ସାରିଲେଣି। ବୃଦ୍ଧ କାଳେ ନାତିନାତୁଣୀମାନଙ୍କୁ ଦେଖିବା ପରେ ପୁଣି ବାଜିଲା ସାହାନାଇ। ଆଉ ପଡିଲା ହାତ ଗଣ୍ଠି...