ବିଜୁଙ୍କ ନାଁରେ ବିଜୁ ଜନତା ଦଳ ଗଢି ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଚଳାଇଲେ ପୁତ୍ର ନବୀନ ପଟ୍ଟନାୟକ, ହେଲେ ବିଜୁଙ୍କ ପୈତୃକ ଗ୍ରାମରେ ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିଲେନି ନବୀନ । ବିଜୁଜନତା ଦଳ ତ କଲାନି,ବର୍ତ୍ତମାନର ସରକାର ଏଥି ପ୍ରତି ନଜର ଦିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
ନିଜେ ଜଣେ ଦିବ୍ୟାଙ୍ଗ । କିନ୍ତୁ ସେ କେବେ ନିଜକୁ ଅକ୍ଷମ ମନେ କରି ନାହାନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ମନରେ ଭରି ରହିଛି ଅନେକ ଉତ୍କଣ୍ଠା । ଘରକୁ ଘର ବୁଲି ଲୋକଙ୍କ ନିକଟରେ ସେବା ପହଞ୍ଚାଇବାକୁ ଦେଖିଥିଲେ ସ୍ୱପ୍ନ ।
ଦିନଥିଲା ଏଠାରେ ପଥୁରିଆ ଜମି ରହିଥିଲା । ହେଲେ ଏହି ଗାଁର ମହିଳାମାନେ ସେଠାରେ ବୃକ୍ଷ ରୋପଣ କରିଛନ୍ତି । ଆଉ ପାଳି କରି ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି ।
ଦିନଥିଲା ଏଠାରେ ପଥୁରିଆ ଜମି ରହିଥିଲା । ହେଲେ ଏହି ଗାଁର ମହିଳାମାନେ ସେଠାରେ ବୃକ୍ଷ ରୋପଣ କରିଛନ୍ତି । ଆଉ ପାଳି କରି ଜଙ୍ଗଲର ଦାୟିତ୍ୱ ଓ ଯତ୍ନ ନେଇ ଆସୁଛନ୍ତି ।
ତନରଡା ନିକଟରେ ପୋଲିସ ଗାଡି ଚେକିଂ ଚାଲିଥିଲା। ଏହି ସମୟରେ ଆସୁଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ । ହେଲେ ମନ୍ତ୍ରୀ ଆରୁଖ ହଠାତ୍ ଗାଡ଼ିରୁ ଓହ୍ଲାଇ ପୋଲିସକୁ ଚଢ଼ା ଗଳାରେ ଗାଡି ଚେକ୍ କର ବୋଲି କହିଥିଲେ ।
ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।
ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ ।
୧୦୦ ବର୍ଷ ହେଲା...ସ୍କୁଲର ଉନ୍ନତି ହେଲାନି । ଅସରେ ବର୍ଷାରେ କାନ୍ଥ ବତୁରିଯାଉଛି...ଟିଣରୁ ପାଣି ପଡୁଛି । କଳା ଧୂଆଁରେ ଆକ୍ତାମାକ୍ତ ପିଲା । ପୁଣି ଗୋଟିଏ ଶ୍ରେଣୀରେ ଦୁଇଟି କ୍ଲାସ୍ର ପିଲା । ଏମିତି ସ୍ଥିତିରେ ପାଠ ପଢା ହେବ କେମିତି ?
ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍ ପୂରା କାର୍ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍
ଲେମ୍ବୁ ଚାଷ କରିଛି ଲକ୍ଷପତି, ଚାକିରି ପଛରେ ନଧାଇଁ ପିଢି ପରେ ପିଢି ଚାଷ କରୁଛନ୍ତି ଲେମ୍ବୁ
ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଇ ଅବସ୍ଥା.. ବାରଣ୍ଡାରେ ଚାଲିଛି ଦେଶର ଭବିଷ୍ୟତ ଗଢା.. ହାୟ କହିବା ନା ସମଲୋଚନା କରିବା ନା ବ୍ୟବସ୍ଥାକୁ ନେଇ ଦୁଃଖପ୍ରକାଶ କରିବା !
ସଂଘର୍ଷମୟ ଜୀବନରୁ ସଫଳତାର ସ୍ୱାଦ ଚାଖିଥିବା ମଣିଷଟେ ହେଉଛନ୍ତି ମିତାଞ୍ଜଳି ବିଷୋୟୀ.. ଆସନ୍ତୁ ଜାଣିବା ତାଙ୍କ କାହାଣୀ..
ସଫଳ ହେଲା ପ୍ରେମ। ମଝି ରାସ୍ତାରେ ପଡିଲା ହାତଗଣ୍ଠି...ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କଲେ ପ୍ରେମିକ। ଶହଶହ ଲୋକଙ୍କ ଉପସ୍ଥିତିରେ ସଂପନ୍ନ ହେଲା ବାହାଘର
ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।