• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Sandip Ghosh
କୋଲକାତା ଲଜ୍ଜା: ବନ୍ଧା ହେବେ ସନ୍ଦୀପ ଘୋଷ ! ଘରେ ପଶିଲା CBI

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ।ତାଙ୍କ ଘରେ ଆଜି ରେଡ୍ କରିଛି ସିବିଆଇ।

Dr Sandeep Mishra
ILS ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଆଇଏଲ୍‌ଏସ୍‌ ବୈଜ୍ଞାନିକ ଡାକ୍ତର ସନ୍ଦୀପ ମିଶ୍ରଙ୍କ ସନ୍ଦେହଜନନ ମୃତ୍ୟୁ। ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। 

Kolkata Murder Case
କୋଲକାତା ଲଜ୍ଜା: ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଂଜୟର ଆଜି ପଲିଗ୍ରାଫ ଟେଷ୍ଟ । ପ୍ରେସିଡେନ୍ସି ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ସିବିଆଇ ।

 Liquor
ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି

ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି । 

Kolkata Murder Case
କୋଲକାତା ଲଜ୍ଜା: ୨ ସପ୍ତାହ ପରେ ବି ଥମୁନି ଆକ୍ରୋଶ, ଢୁ ଢୁ ବର୍ଷାରେ ଚାଲିଛି ଆନ୍ଦୋଳନ

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଚାଲିଛି ଅନବରତ ଆନ୍ଦୋଳନ । ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି ।

Kolkata murder case
ସନ୍ଦୀପ ଘୋଷଙ୍କ ନାଁରେ CBIର ଏତଲା, ବଢ଼ିଲା ଗିରଫ ସମ୍ଭାବନା

କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।

Country Liquor Seized
ସାଲିଆ ସାହିରେ ଦେଶୀ ମଦ କାରଖାନା, ସିକ୍ରେଟ୍‌ ଚାମ୍ବରରେ ତିଆରି ହେଉଥିଲା ମଦ

ସବୁଠାରୁ ବଡ଼ କଥା ହେଉଛି ଏହି ଦେଶୀ ମଦ କାରଖାନାରେ ରେଡ୍ ବେଳେ ଘର ଭିତରୁ ମିଳିଥିଲା ସିକ୍ରେଟ ଚାମ୍ବର । ଘର କାନ୍ଥ ଖୋଳି ଅଣ୍ଡରଗ୍ରାଉଣ୍ଡ କରାଯାଇଥିଲା । ଆଉ ତା’ ଭିତରେ ଚାଲିଥିଲା ଦେଶୀ ମଦ କାରବାର ।

Assam gang-rape accused drowns in pond
ଆସାମ ଲଜ୍ଜା: ଖସିବାକୁ ଚେଷ୍ଟା କରୁଥିଲା ଦୁଷ୍କର୍ମ ଅଭିଯୁକ୍ତ; ପୋଖରୀରେ ବୁଡ଼ି ଜୀବନ ଗଲା

ଆସାମ ଢିଙ୍ଗ ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାପଜୁଲ ଇସ୍‌ଲାମର ମୃତ୍ୟୁ ହୋଇଥିବା ଜଣାପଡିଛି।

Drowning
ସ୍କୁଲ ଯାଉଛି କହି ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ; ସର୍ଚ୍ଚ ଅପରେସନ୍‌ ଜାରି

ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁ ପଡିଥିବା ସୂଚନା। ଛାତ୍ରୀଜଣକ ହାଇସ୍କୁଲରେ ପଢୁଥିବା ସୂଚନା ମିଳିଛି।

Sanjay Roy
ଜେଲରେ ରାକ୍ଷସ ହସ ହସୁଛି ସଞ୍ଜୟ! ପିଶାଚର ଗୁମର ଖୋଲୁଛି ସିବିଆଇ

ସଞ୍ଜୟ ରାୟ... ଚେହେରା ସିନା ମଣିଷ... ହେଲେ ୟାର ପ୍ରକୃତି ରାକ୍ଷସ । ଏ ନର ପିଶାଚର ଗୁମର ଏବେ ଧୀରେ ଧୀରେ ସିବିଆଇ ଖୋଲିବାରେ ଲାଗିଛି ।

CCTV
କୋଲକାତା ଲଜ୍ଜାର ବଡ଼ ପ୍ରମାଣ: ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍

ଦିନ ଯେତେ ଗଡୁଛି ପ୍ରତିବାଦ ସେତେ ବଢୁଛି । ନ୍ୟାୟ ଦାବିରେ କି ଦିନ କି ରାତି ପ୍ରତିବାଦ ଦିନକୁ ଦିନ ବ୍ୟାପକ ହେଉଛି । କୋଲକାତା ଆରଜି କର ମେଡିକାଲ କାଣ୍ଡର ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଏବଂ ପୀଡିତାଙ୍କୁ ନ୍ୟାୟ ଦାବିରେ କୋଲକାତା ରାଜରାସ୍ତାରେ ଅଭୟା ପାଇଁ ନ୍ୟାୟ ଯାତ୍ରା କରାଯାଇଛି ।

Kolkata Case accused Sanjay Roy
କୋଲକାତା ଲଜ୍ଜା: ଅଭିଯୁକ୍ତ ସଞ୍ଜୟର ନିଶା ଥିଲା ପର୍ଣ୍ଣ ଭିଡିଓ, ପଶୁ ଭଳି ଥିଲା ଆଚରଣ

କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।

Sim Box
ସାମ୍ନାକୁ ଆସିଲା ସିମ୍ ବକ୍ସ ମାଷ୍ଟର ମାଇଣ୍ଡ ଅସାଦ୍ଦୁର ଜମାନର ଫଟୋ !

ସଫ୍ଟୱେର କମ୍ପାନୀ କରି ସ୍ମାର୍ଟ ସୁଇଚ ସହାୟତାରେ ସେ କିଭଳି ଚଳାଇଥିଲା ଆତଙ୍କୀ କାରବାର, ତା ଉପରେ ଖୋଳତାଡ଼ କରିବ ପୋଲିସ ।

  • Thursday, 22 August 2024
Vigilance Raid
ଢେଙ୍କାନାଳ, ଆଠଗଡ଼, ଭୁବନେଶ୍ୱର ସମେତ ଏକସଙ୍ଗରେ ୮ଟି ସ୍ଥାନରେ ରେ

ଆୟ ବହିର୍ଭୁତ ଅସତ୍ ଅର୍ଜନ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବନ ବିଭାଗ ଅଧିକାରୀ-ଢେଙ୍କାନାଳର ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ର।

  • Thursday, 22 August 2024
Vigilance Raid
ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

Kolkata Case
ପୁଅର କୁକର୍ମ ପାଇଁ ମୁଣ୍ଡ ଟେକିପାରୁନି ବିଧବା ମାଆ, ବାଟ ଚାଲିପାରୁନି ଭଉଣୀ !

ଅଭିଯୁକ୍ତ ସଞ୍ଜୟର ପରିବାର ବି ଛାରଖାର । ଦୋଷୀକୁ ଫାଶି ଦେବାକୁ ଦାବି କଲେ ସୋନାଗାଛି ଦେହଜୀବୀ ।

  • Thursday, 22 August 2024
Sim Box
ସାମ୍ନାକୁ ଆସିଲା ସିମ୍‌ ବକ୍ସ ମାଷ୍ଟର ମାଇଣ୍ଡର ଫଟୋ, ଢାକାରେ ରହି କରୁଥିଲା ଅପରେଟ୍‌

ବାଂଲାଦେଶରେ ରିମୋଟ୍, ଭୁବନେଶ୍ୱର ଓ ରାଞ୍ଚିରେ କଣ୍ଟ୍ରୋଲ । ସ୍ମାର୍ଟ ସୁଇଚ ଧରି ସିମ୍‌ ବକ୍ସ ଚଳାଉଥିଲା ଅସାଦ୍ଦୁର । NIA ସହ CBI ଓ ଇଣ୍ଟରପୋଲ କରିବ ତଦନ୍ତ ।

Illegal Tree Felling
ନିଧଡ଼କ ଗଛ କାଟୁଛନ୍ତି କାଠମାଫିଆ, ନିଘୋଡ଼ ନିଦରେ ବନ ବିଭାଗ...

ବେଆଇନ ଭାବରେ କାଠ ମାଫିଆ ମାନେ ନିକଟରେ ଥିବା ଜଙ୍ଗଲ କାଟି ସଫା କରିଦେଉଛନ୍ତି । ଆଉ ବନବିଭାଗ କାଠ ମାଫିଆମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ  । 

Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ; ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ପୁଳା ପୁଳା ଟଙ୍କା !

ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି। 

Kolkata Crime
ନ୍ୟାୟ ପାଇଁ ଲଢ଼େଇ ! ୧୩ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ

କୋଲକାତା ଯାଇ ଗ୍ରାଉଣ୍ଡରୁ ଆକ୍ରୋଶ ପରଖିଲା ଓଟିଭି । ଲାଗିଲା ଅଭିଯୁକ୍ତ ସଂଜୟ ସୈତାନୀକାଣ୍ଡର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

Kolkata Crime
୫ ଦିନରେ ୬୦ ଘଣ୍ଟା ଜେରା ! ମୃତଦେହ ବିକ୍ରି-ଅଙ୍ଗ ଚାଲାଣ କରୁଥିଲେ କଲେଜ ଅଧ୍ୟକ୍ଷ

ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଘାଣ୍ଟୁଛି ସିବିଆଇ । ସନ୍ଦୀପଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଲେ ସନ୍ଦୀପଙ୍କ ପୂର୍ବତନ ସହଯୋଗୀ ।

  • Wednesday, 21 August 2024
Liquor Death
ଚିକିଟି ବିଷାକ୍ତ ମଦ ମୃତ୍ୟୁକୁ ନେଇ ହଇଚଇ, ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ

ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।

Accident
Video: ଅମାନବୀୟ କାଣ୍ତ ; ସ୍ତ୍ରୀ ବସିଥିବା କାର୍‌କୁ ଏମିତି ପିଟିଲା ସ୍ୱାମୀ, ଦେଖିଲେ କହିବେ...

ଅମ୍ବରନାଥରେ ଭୟଙ୍କର ଦୃଶ୍ୟ । କାର୍‌କୁ ପିଟିଲା କାର୍ । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । 

suicide
ସିବିଆଇ ସ୍କାନରରେ ଥିଲେ ଇଡି ଅଧିକାରୀ; ଗିରଫ ଭୟରେ ହାରିଲେ ଜୀବନ !

ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

 Maharashtra teacher
ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ ।