• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyber Crime

Cyber Crime Scam in Bhubaneswar
Cyber Crime Scam in Bhubaneswar: ଦେହରେ ଖାକିବର୍ଦ୍ଦି, ମନରେ ସୈତାନୀ ଫଣ୍ଡା; ଲୁଟିନେଲେ ୮ ଲକ୍ଷ...

ସୋସିଆଲ୍ ମିଡ଼ିଆ ବନ୍ଧୁ ବାନ୍ଧି ଆପଣ କେବେ ହରଡ଼ଘଣାରେ ପଡ଼ିଛନ୍ତି କି ? କେବେ କାହା ପାଲରେ ପଡ଼ି ହରାଇଛନ୍ତି କି ସର୍ବସ୍ବ ? ଯଦି ନା ତେବେ ସାବଧାନ୍। 

cyber
ଚାକିରି କରି ବି ଫସିଗଲି

#ମୁଁ_ଚାକିରି_କରି_ବି_ଫସିଗଲି କମିଶନରେଟ ପୋଲିସର \'ମୋନି ରିଟର୍ଣ୍ଣ ମେଳା\'ରେ ଅନୁଭୂତି ବଖାଣିଲେ ସାଇବର କ୍ରାଇମର ଶିକାର ହୋଇଥିବା ଜଣେ ମହିଳା। କର୍ପୋରେଟ୍ ସଂସ୍ଥାରେ ଚାକିରି କରିବି କିପରି ଠକାମିର ଶିକାର ହୋଇଥିଲେ ଶୁଣନ୍ତୁ ତାଙ୍କ ମୁହଁରୁ...

AI Chat GPT
AI Chat GPT: ଆଖି ପିଛୁଳାକେ ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ କରିଦେଉଛି ଚାଟ୍ ଜିପିଟି

ଘିବଲି ଷ୍ଟାଇଲ୍ ଫଟୋ ପରେ ପୁଣି ଚର୍ଚ୍ଚାରେ AIର ଆଉ ଏକ କାରନାମା । ଆଖି ପିଛୁଳାକେ ତିଆରି କରିଦେଉଛି ଫେକ୍ ଆଧାର କାର୍ଡ ଓ ପାନ୍ କାର୍ଡ । ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ପ୍ଲାଟଫର୍ମ ଚାଟ୍ ଜିପିଟି ବ୍ୟବହାର କରି, ଗୋଟିଏ ପ୍ରମ୍ପଟରେ ନକଲି ଆଧାର କାର୍ଡ ଓ ପାନ୍ କାର୍ଡ ଆଦି ଜେନେରେଟ୍ କରିହେଉଛି ।

Interstate Cyber Fraudsters Arrested
Cyber Fraud: ସାଇବର ଠକେଇର ଶିକାର ହେଲେ ପୂର୍ବତନ IT ମନ୍ତ୍ରୀ ତୁଷାରକାନ୍ତି; ଠକି ନେଲେ ୧ କୋଟି ୪୦ ଲକ୍ଷ...

୧ କୋଟି ୪୦ ଲକ୍ଷ ସାଇବର ଠକେଇ ଅଭିଯୋଗରେ ୭ ଆନ୍ତଃରାଜ୍ୟ ସାଇବର ଠକ ଗିରଫ । କର୍ଣ୍ଣାଟକ ଓ ତାମିଲନାଡୁର ବିଭିନ୍ନ ସ୍ଥାନରୁ ୭ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ । 

ଫୋନ୍‌ ଆସିଲା ପ୍ରାଣ ବାୟୁ ଉଡ଼ିଗଲା
ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି

ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସ୍ୱମା ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ।

ଡିଜିଟାଲ୍ ଆରେଷ୍ଟ
Digital Arrest: ଡିଜିଟାଲ ଆରେଷ୍ଟ ଏକ ମନଗଢ଼ା ଶବ୍ଦ...ଏଭଳି ଠକେଇର ମୂଳଫଣ୍ଡା ମାଇଣ୍ଡ ଗେମ୍

ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ। ଲୋକଙ୍କୁ ଲୁଟିବା ପାଇଁ ଏହା ଏକ ମନଗଢ଼ା ଶବ୍ଦ। ସୂଚନାର ଅଭାବ, ଅନଲାଇନ୍ କଥାବାର୍ତ୍ତା ଉପରେ ବିଶ୍ୱାସ କରି ଲୋକମାନେ ଠକାମିର ଶିକାର ହୁଅନ୍ତି। ସରଳ ଭାଷାରେ କହିବାକୁ ଗଲେ, ଡିଜିଟାଲ୍ ଆରେଷ୍ଟ ଏପରି ଏକ ଠକେଇ ଯେଉଁଥିରେ ଠକମାନେ ପୋଲିସ କିମ୍ବା ଅନ୍ୟାନ୍ୟ ସରକାରୀ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି। ସେମାନେ ସେମାନଙ୍କର ପୀଡିତଙ୍କୁ ଫସାଇବା ପାଇଁ ମନସ୍ତାତ୍ତ୍ୱିକ କୌଶଳ, ମିଥ୍ୟା କାହାଣୀ ଏବଂ କୌଶଳ ବ୍ୟବହାର କରନ୍ତି ।

Cyber Fraudster
ମୋବାଇଲରେ ବାନ୍ଧିଲେ ୨୦କୋଟି ଲୁଟିନେଲେ

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ମୁମ୍ବାଇର ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ। ୨ ମାସ ଧରି ଡିଜାଟାଲ ଆରେଷ୍ଟ କରି ଡରାଇ, ଧମକାଇ ଚଳୁ କରି ଦେଇଛନ୍ତି ୨୦ କୋଟି ଟଙ୍କା।

ମୋବାଇଲରେ ବାନ୍ଧିଲେ ୨୦ କୋଟି ଲୁଟିନେଲେ
ସାଇବର ଠକଙ୍କ ଟାର୍ଗେଟରେ ୮୬ ବର୍ଷୀୟା ବୃଦ୍ଧା

ସାଇବର ଠକଙ୍କ ବୁଢ଼ିଆଣୀ ଜାଲରେ ଫଶିଛନ୍ତି ଏଥର ଜଣେ ୮୬ ବର୍ଷୀୟା ବୃଦ୍ଧା। ସିବିଆଇ ଅଫିସର ସାଜି ଖାଲି କରିଦେଇଛନ୍ତି ତାଙ୍କ ଆକାଉଣ୍ଟ।

vc
କୁଳପତିଙ୍କ ଠାରୁ ସାଇବର ଠକ ଲୁଟିନେଲେ ୧୪ ଲକ୍ଷ 

ସାଇବର ଠକେଇର ଶିକାର ହେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ। ଡିଜିଟାଲ ଆରେଷ୍ଟ କହି କୁଳପତିଙ୍କଠାରୁ ସାଇବର ଠକ ନେଇଗଲେ ୧୪ ଲକ୍ଷ ଟଙ୍କା !

Gujurat Hospital Horror
Gujurat Horror: ହସ୍ପିଟାଲରେ ବି ଅସୁରକ୍ଷିତ ମହିଳା ! ଭାଇରାଲ ହେଲା ପ୍ରାଇଭେଟ ଭିଡିଓ

ଗୁଜୁରାଟ ରାଜକୋଟରେ ଲଜ୍ଜାଜନକ ଘଟଣା । ଗାଇନାକୋଲୋଜିକାଲ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ମହିଳାଙ୍କ ଭିଡିଓ ଭାଇରାଲ ।

Crime
Cyber Fraud: ୪କୋଟିର ସାଇବର ଠକେଇ, ବନ୍ଧା ହେଲେ ୭

କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍‌ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା।

Bengaluru Techie Duped of Rs 11 Crore by Fraudsters
Fake Ed Officer loots Techie In Bengaluru: ଫୋନ କଲ୍ ମାଧ୍ୟମରେ ୧୧ କୋଟି ଲୁଟିନେଲେ ସାଇବର ଲୁଟେରା...

ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ ।

know how to be safe from deepfake
Technology: ଡିପ୍ ଫେକ୍ ପାଇଁ ଆପଣଙ୍କ ଫଟୋ/ଭିଡିଓ ହେଉନି ତ ଚୋରି… ଏମିତି କରନ୍ତୁ ସୁରକ୍ଷା

ବିଶେଷ ଭାବରେ, ମହିଳାମାନଙ୍କର ଫଟୋ ଏବଂ ଭିଡିଓଗୁଡିକ ଡିପ୍ ଫେକ୍‌ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ଅପବ୍ୟବହାର କରାଯାଉଛି। ଅନେକ ସମୟରେ ଏହି କୌଶଳ ବ୍ଲାକ୍‌ମେଲିଂ, ବଦନାମ ଏବଂ ମିଥ୍ୟା ଖବର ବିସ୍ତାର ପାଇଁ ବ୍ୟବହୃତ ହେଉଛି। ଜାଣନ୍ତୁ କିପରି କରିବେ ସୁରକ୍ଷା?

ଅନଲାଇନରେ ଲଟୁଥିଲେ, ଚେକ୍‌ରେ ଟଙ୍କା ଫେରାଇଲେ
OTV Impact: ବାଜିଲା ଖବର, ଆକାଉଣ୍ଟରେ କ୍ରେଡିଟ ହେଲା ୮୦ ହଜାର

୨୬ ଡିସେମ୍ବର ୨୦୨୪। ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟ ନଗର ଗାଁର ପଦ୍ମଲୋଚନ ସାହାଣୀଙ୍କ ୨ଟି ଆକାଉଣ୍ଟରୁ ହଠାତ କଟିଯାଇଥିଲା ୮୫ ହଜାର ଟଙ୍କା ।

Digital Arrest
Digital Arrest: ୪୦ ଘଣ୍ଟା ଧରି ଡିଜିଟାଲ୍ ଆରେଷ୍ଟରେ ରହିଲେ ୟୁଟ୍ୟୁବର; ମୁକୁଳିବା ପରେ କହିଲେ...

ବାହ୍ୟ ଜଗତ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର ଭିଡିଓ କଲରେ ରଖାଯାଇଥିଲା। ଠକମାନେ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟାଙ୍କକୁ ପଠାଇଥିଲେ, କିନ୍ତୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଟ୍ରାନ୍ସଫର ହୋଇପାରି ନଥିଲା। ଏହା ପରେ ତାଙ୍କୁ ଏକ ହୋଟେଲରେ ରହିବାକୁ କୁହାଯାଇଥିଲା। ଅବଶ୍ୟ, ଯେତେବେଳେ ଜଣେ ବନ୍ଧୁ ତାଙ୍କୁ ମେସେଜ୍ କଲେ, ତାଙ୍କୁ ଅନୁଭବ ହେଲା ଯେ ବୋଧହୁଏ ସେ ଠକାମୀର ଶିକାର ହୋଇଛନ୍ତି ।

Cyber Slave
Cyber Slave: ଆପଣଙ୍କ ପାଖକୁ ଆସୁଛି କି ଏହିପରି କଲ୍? ତାହେଲେ ହୋଇଯିବେ ସାଇବର୍ ସ୍ଲେଭ୍

ଆପଣଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ସେମାନେ ନେଇଯାଆନ୍ତି ଅନ୍ୟଏକ ଦେଶକୁ, ଯେଉଁଠିକୁ ଆପଣ କେବେ ଯାଇନଥିବେ। ଆଖିରୁ ଅନ୍ଧପୁଟୁଳି ଖୋଲିଲା ବେଳକୁ ଆପଣଙ୍କ ଠିକଣା ବଦଳି ସାରିଥିବ। ପଦାକୁ ବାହାରିଲେ ଆରେଷ୍ଟ ହେବେ। ତା ପରେ ଆପଣ ପାଲଟି ଗଲେ ସ୍ଲେଭ୍ ଚା ଦାସ। ଆଉ ତା ପରେ କଣ ହୁଏ ଶୁଣନ୍ତୁ ସାଇବର ଏକ୍ସପର୍ଟଙ୍କଠାରୁ।

ସାଇବର ଠକଙ୍କ ଟାର୍ଗେଟ୍‌ରେ ମମତା ହିତାଧିକାରୀ
Cyber Crime: ଟଙ୍କା ଦେବେ କହି, ଖାଲି କରି ଦେଉଛନ୍ତି ଆକାଉଣ୍ଟ !

ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ।

Digital Arrest
Digital Arrest: ବୃଦ୍ଧାଙ୍କୁ ଡିଜିଟାଲ୍ ଆରେଷ୍ଟ କଲେ ସାଇବର ଲୁଟେରା; ଠକିନେଲେ ୩.୮ କୋଟି

ନକଲି ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଭୟ ଦେଖାଇ ମହିଳାଙ୍କଠାରୁ ଠକିନେଲେ ୩.୮କୋଟି ଟଙ୍କା। ମାସେରୁ ଅଧିକ ସମୟ ଧରି ଧରି ଠକ କରୁଥିଲା ବ୍ଲାକମେଲ୍।

Cyber Fraud
Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା

ମହଙ୍ଗା ପଡ଼ିଲା ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବାକୁ ବ୍ଲୁ ପ୍ରିଣ୍ଟ ବି ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡିଗଲା।

ସତ ପୋଲିସକୁ ମିଛ ପୋଲିସର ଭିଡିଓ କଲ
Cyber Crime: ସତ ପୋଲିସ ପାଖରେ ଲାଗିଲା ମିଛ ପୋଲିସର ଭିଡିଓ କଲ୍‌ ! ତା’ପରେ... Video

ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍‌ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍‌ କରୁଛନ୍ତି ।

New scam Callers are now impersonating relatives to ask for money
New Scam: ଲୁଟେରାଙ୍କ ନୂଆ ଗେମ୍‌; ସମ୍ପର୍କୀୟଙ୍କ ପରିଚୟ ଦେଇ ମାଗୁଛନ୍ତି ଟଙ୍କା; ଜାଣନ୍ତୁ କେମିତି ରହିବେ ସୁରକ୍ଷିତ...

ଆପଣଙ୍କୁ ଅଜଣା ନମ୍ବରରୁ କଲ୍‌ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର । 

ମ୍ୟାରେଜ ସିଜିନରେ ସାଇବର ଲୁଟେରାଙ୍କ ନୂଆ ଖେଳ
E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ ।

Fake Wedding Card Scam On WhatsApp 
Wedding Invitation Scam Alert: ସାବଧାନ ! ହ୍ବାଟ୍ସଆପ୍‌କୁ ବିବାହ ନିମନ୍ତ୍ରଣ ଆସୁଛି କି ? କ୍ଲିକ୍ କଲେ ହୋଇପାରନ୍ତି ଠକାମୀର ଶିକାର...

ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।

ସାଇବର ଅପରାଧୀଙ୍କୁ ଆମନ୍ତ୍ରଣ କରେ ଗୁଗୁଲରେ ଟାଇପ୍‌ କଲେ ଏହି ୬ ଶବ୍ଦ
Cyber Crime: ଏହି ୬ଟି ଶବ୍ଦ ଟାଇପ୍‌ କଲେ ଆପଣ ହେବେ ସାଇବର ଶିକାର !

ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯଦି ଆପଣ ଗୁଗୁଲ୍‌ରେ ଅଷ୍ଟ୍ରେଲିଆ ଟାଇପ୍‌ କରନ୍ତି ତା’ହେଲେ ଆପଣ ସାଇବର ଅପରାଧୀଙ୍କ ନଜରକୁ ଆସନ୍ତି । ଅର୍ଥାତ୍‌ ଏଥିରୁ ଆମେ ବୁଝିପାରିବା ଯେ ଅଷ୍ଟ୍ରେଲିଆବାସୀ ଅଧିକ ସାଇବର ଆଟାକ୍‌ର ଶିକାର ହୋଇଥାନ୍ତି ।

Cyber fraud
Cyber fraud: ସାଇବର ଠକେଇର ଶିକାର ହେଲେ ଯୁବତୀ, ରିଚାର୍ଜ କରୁ କରୁ କଟିଗଲା ୪ ଲକ୍ଷ

୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି।