• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Salman Khan

Salman Khan is suffering from life threatening diseases
Salman Khan: ସାଂଘାତିକ ଖୁଲାସା କଲେ ସଲମାନ୍ ଖାନ୍; ଏହି ଭୟଙ୍କର ରୋଗରେ ପୀଡିତ ଭାଇଜାନ୍

ସଲମାନ ଖାନ ପୁଣିଥରେ ତାଙ୍କ ଅସୁସ୍ଥତା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ବ୍ରେନ୍‌ ଆନ୍ୟୁରିଜିମ୍ ସହିତ ମୁକାବିଲା କରିବାକୁ ପଡୁଛି ବୋଲି ଭାଇଜାନ କହିଛନ୍ତି। ଜାଣନ୍ତୁ ଏହି ରୋଗ କ’ଣ…

Abhishek Bachchan
Abhishek Bachchan : ଅଭିଷେକ ବଚ୍ଚନଙ୍କ ନାଁରେ ରହିଛି ଏହି ରେକର୍ଡ, ପଛରେ ଅନେକ ବିଗ ଷ୍ଟାର

ଧୂମ୍ ଥ୍ରୀ ହେଉଛି ଧୂମ୍ ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ । ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା । ଫିଲ୍ଟର କାହାଣୀ, ଆକ୍ସନ ଓ ଗୀତ ସବୁକିଛି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।

Salman Khan fans angry on his bodyguard
Salman Khan Fans Angry: ଆମିର ଖାନଙ୍କ ପୁଅଙ୍କୁ ଠେଲିଦେଲେ ସଲମାନ ଖାନଙ୍କ ସିକ୍ୟୁରିଟି

ସଲମାନ ଖାନଙ୍କ ସୁରକ୍ଷା କର୍ମୀ ଆମିର ଖାନଙ୍କ ପୁଅ ଜୁନୈଦଙ୍କୁ ଠେଲିଦେଲେ। ଯେତେବେଳେ ସେ ତାଙ୍କୁ ଭେଟିବାକୁ ଆସୁଥିଲେ, ସୁରକ୍ଷା କର୍ମୀ ଜୁନୈଦଙ୍କୁ ଏକ ସାଇଡ୍‌କୁ ଠେଲି ଦେଇଥିଲେ।

Kajol shares working experience with shahrukh salman and aamir khan
Kajol: ଥ୍ରୀ-ଖାନ୍‌ଙ୍କୁ ନେଇ କାଜୋଲଙ୍କ ମତ; କହିଲେ ଆମିର୍-ଶାହରୁଖ ବହୁତ ପ୍ରଫେସନାଲ୍, ହେଲେ ସଲମାନ୍…

ସେ ତିନି ଖାନ୍‌ ଷ୍ଟାର୍‌ - ଶାହରୁଖ, ଆମିର ଏବଂ ସଲମାନଙ୍କ ସହ କାମ କରିଛନ୍ତି କାଜୋଲ। ନିକଟରେ, ଅଭିନେତ୍ରୀ ସେମାନଙ୍କ ସହିତ କାମ କରିବାର ଅଭିଜ୍ଞତା ଶେୟାର କରିଛି। ଏହି ସମୟରେ, ସେ ଆମିର ଏବଂ ଶାହରୁଖ ଖାନଙ୍କ କାମକୁ ପ୍ରଶଂସା କରୁଥିବା ଦେଖାଯାଇଛି।

Deepika Padukone proposed to salman khan for marriage
Deepika Padukone Proposed: ସଲମାନ୍ ଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଦୀପିକା ପାଦୁକୋନ୍; ଏମିତି ଜବାବ ଦେଲେ ଭାଇଜାନ୍

ସଲମାନ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଦୀପିକା ପାଦୁକୋନ୍। ଏହା ଶୁଣି ସଲମାନ ଖାନ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଗଲେ ଏବଂ ହସିଥିଲେ। ଏହି ଭିଡିଓଟି ବହୁତ ଭାଇରାଲ ହୋଇଥିଲା।

Salman khan comments on divorce and alimony
Salman Khan: ପୂର୍ବରୁ ଲୋକମାନେ ପରସ୍ପର ପାଇଁ ତ୍ୟାଗ କରୁଥିଲେ, ଏବେ ଗୋଡ ବାଜିଗଲେ ଛାଡପତ୍ର; ସଲମାନ୍ ଖାନ୍

ଭାଇରାଲ୍ ହେଉଛି ସଲମାନ୍ ଖାନ୍‌ଙ୍କ ଏକ ଭିଡିଓ। ଏହି ଭିଡିଓରେ, ଅଭିନେତା ଆଜିକାଲି ସାଧାରଣତଃ ସମ୍ପର୍କ ମଧ୍ୟରେ ଛାଡପତ୍ର ଏବଂ କଳହ ଉପରେ ମନ୍ତବ୍ୟ ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

Salman on rumours
Salman on rumours : ସୁଟିଂ ସେଟକୁ କାହିଁକି ଡେରିରେ ଆସନ୍ତି ସଲମାନ, ସାକ୍ଷାତକାରରେ କହୁ କହୁ କହିଦେଲେ

ସଲମାନ କହିଛନ୍ତି ସବୁ ଷ୍ଟାରଙ୍କ କାମ କରିବାର ସମୟ ଅଲଗା । ମୁଁ ୧୨ଟା ପରେ ସୁଟିଂ କାମ ଆରମ୍ଭ କରେ । ଦବଙ୍ଗ ଖାନ ଆହୁରି କହିଛନ୍ତି ଫିଲ୍ମର ସଫଳତା ପାଇଁ ମୁଁ କେବେ ପ୍ରାର୍ଥନା କରେନି ।

Salman khan look at 59 goes viral
Salman Khan: ଆଉ ନାହିଁ ସେହି ଚମକ; ପାଚିଗଲାଣି ଦାଢ଼ି, ମଳିନ ପଡ଼ିଗଲାଣି ଚେହେରା

ବର୍ତ୍ତମାନ ସଲମାନ ଖାନଙ୍କର କିଛି ଏପରି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇ ପଡିଛନ୍ତି। ଏହି ଫଟୋଗୁଡ଼ିକ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

salman
Arbaaz khan Become Father: ଶୌରା ଦେଲେ ଖୁସି ଖବର; ପୁଣି ବାପା ହେବେ ଅରବାଜ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଦାଦା ହେବାକୁ ଯାଉଛନ୍ତି। କାହିଁକି ନା ତାଙ୍କ ବଡ଼ ଭାଇ ଅରବାଜ ଖାନ୍‌ ବାପା ହେବାକୁ ଯାଉଛନ୍ତି। ଅରବାଜଙ୍କ ପତ୍ନୀ ଶୌରା ମା’ ହେବାକୁ ଯାଉଛନ୍ତି। ଶୌରା ଗର୍ଭବତୀ ଥିବା ଖବର ନିଜେ ଅରବାଜ ନିଶ୍ଚିତ କରିଛନ୍ତି।

Shehnaaz Gill shared sizzling pictures in white shirt shimmery skirt
Shehnaaz Gill: ଶହନାଜ ଗିଲ୍‌ ଶେୟାର କଲେ ଏମିତି ଫଟୋ; ଲୋକେ କହିଲେ ‘ନିଆଁ ଲଗାଇ ଦେଲେ’

ସଲମାନ ଖାନଙ୍କ ଶୋ 'ବିଗ୍ ବସ୍ ୧୩'ରୁ ପ୍ରସିଦ୍ଧି ହାସଲ କରିଥିବା ଶହନାଜ ଗିଲ୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ପ୍ରତିଦିନ କୌଣସି ନା କୌଣସି କାରଣରୁ ଖବରରେ ରହିଥାଆନ୍ତି। ନିକଟରେ ସେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଅପଲୋଡ୍ ହେବା ମାତ୍ରେ ଭାଇରାଲ ହେବାରେ ଲାଗିଛି।

Man Stabs Wife
Man Stabs Wife: ବିଚ୍ ରାସ୍ତାରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଛୁରାମାଡ଼, ଆଉ ତା ପରେ...

ବିଚ୍ ରାସ୍ତାରେ କାହାକୁ ଖାତିର କଲାନି । ଦିନ ଦ୍ୱିପ୍ରହରରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଛୁରାମାଡ଼ କଲା ସ୍ୱାମୀ । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ମହିଳା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନ୍ତାନ୍ତର କରାଯାଇଛି ।

Who is isha chhabria she reached illegally to salman khan flat
Salman Khan: Y+ ସୁରକ୍ଷା ପରେ ବି ଜଣେ ଯୁବତୀ ସଲମାନ ଖାନଙ୍କ ଫ୍ଲାଟ୍‌କୁ ପଶିଲେ; ପଚାରିବାରୁ କହିଲେ ଏମିତି

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ଦ୍ୱାରା ଗୁଳିଚାଳନା ପରେ ଅ ସଲମାନ ଖାନଙ୍କୁ Y+ ସୁରକ୍ଷା ଦିଆଯାଇଛି। କିନ୍ତୁ ଏହା ପରେ ମଧ୍ୟ ଦୁଇଜଣ ଅଜଣା ଲୋକ ପୁଣିଥରେ ସଲମାନଙ୍କ ଘରେ ପଶିଛନ୍ତି। ଏହା ପରେ ତାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି।

ସଲମାନଙ୍କ ଘରେ ପଶିଗଲେ ଯୁବକ
Salman Khan Security Breach: ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି, ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପଶିଗଲେ ୨ ଅଜଣା ବ୍ୟକ୍ତି

ସଲମାନ ଖାନ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି, ଏପରି ପରିସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ ।

Salman khan reaction on india Pakistan ceasefire
Salman Khan: ଅସ୍ତ୍ରବିରତିକୁ ନେଇ ସଲମାନ ଖାନ କହିଲେ ଏମିତି; ଲୋକେ ତାତିଲେ, ଟ୍ରୋଲ୍ କଲେ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉପରେ ଆଶ୍ୱସ୍ତି ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ସଲମାନ ଖାନ। ଏହାକୁ ନେଇ ଲୋକେ ରାଗିଯାଇଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

India-Pakistan Conflict
India-Pakistan Conflict: ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ମୁହଁ ଖୋଲୁ ନାହାନ୍ତି ଏହି ମହାନାୟକମାନେ

'ଅପରେସନ ସିନ୍ଦୂର' ଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ସଲମାନ ଖାନ କିଛି କହୁ ନାହାଁନ୍ତି। ଏହି କାରଣରୁ ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି।

Salman Khan postpones uk tour after pahalgam terror attack
Salman Khan: ପହଲଗାମ ଆକ୍ରମଣ ପରେ ଦୁଃଖରେ ସଲମାନ ଖାନ; ନେଲେ ଏହି ବଡ଼ ପଦକ୍ଷେପ

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସଲମାନ ଖାନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ସୋମବାର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଏହା ପୋଷ୍ଟ୍‌ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଃଖର ସମୟରେ ଅଟକି ଯିବା ଠିକ୍। ସେ ଏହା ମଧ୍ୟ କହିଛନ୍ତି ଯେ ଶୋ’ର ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ।

Salman Khan
Salman Khan Car Bomb Threat : ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର WhatsAppରେ ଆସିଛି ମେସେଜ୍।

Salman Khans bodyguard shera loses his temper at paparazzi
Salman Khan: ଲୋକଙ୍କ ଉପରେ ରାଗିଲେ ସଲମାନ ଖାନଙ୍କ ବଡିଗାର୍ଡ୍, କହିଲେ ସବୁ ଏଠୁ ଚାଲିଯାଅ

ସଲମାନ ଖାନଙ୍କ ଦୀର୍ଘଦିନର ସୁରକ୍ଷା କର୍ମୀ ଶେରାଙ୍କ ଯୋଗୁଁ ଅନ୍‌ଲାଇନ୍‌ରେ ଝଡ଼ ସୃଷ୍ଟି ହୋଇଛି। ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି, ଯେଉଁଥିରେ ଶେରା କ୍ରୋଧର ସହ ସଲମାନଙ୍କ ପାଇଁ ରାସ୍ତା କାଢୁଛନ୍ତି। ଏହି ସମୟରେ ସେ ଫଟୋଗ୍ରାଫରଙ୍କ ଉପରେ ପାଟିକରିବା ଏବଂ କିଛି ଲୋକଙ୍କୁ ଠେଲାପେଲା କରୁଥିବାର ନଜର ଆସନ୍ତି।

Salman Khan
Salman Khan receives new death threats: ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ଉଡ଼ାଇଦେବୁ କାର୍

Salman Khan: ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର ୱାଟସଆପରେ ଆସିଛି ମେସେଜ୍। ୱାଟସଆପରେ ମେସେଜ୍ ଲେଖି ଧମକ ଦେଇଛି ଦୁର୍ବୃତ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ।

Jaat Box Office Collection Day 01
Jaat Day 1 Collection: ଭାଇଜାନ୍‌ଙ୍କ ଉପରେ ଭାରି ପଢିଲେ ସନ୍ନି ଦେଓଲ; ପ୍ରଥମ ଦିନରେ Jaat କଲା ଏତେ ରୋଜଗାର

ସମଗ୍ର ଭାରତରେ 'ଜାଟ୍‌' ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍‌' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।

Muslim activists call for boycott of sikandar
Sikandar: ଫିଲ୍ମ 'ସିକନ୍ଦର'କୁ ବଏକଟ୍ କରନ୍ତୁ, ଗାଜାକୁ ଦାନ କରନ୍ତୁ: ମୁସଲମାନ ସାମାଜିକ କର୍ମୀ

ଫିଲ୍ମ ‘ସିକନ୍ଦର’କୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ଏବଂ ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।

l2 empuraan beats salman khan sikandar at box office
Sikandar: ‘ସିକନ୍ଦର’କୁ ପଛରେ ପକାଇଲା ସାଉଥ୍‌ର ଏହି ଫିଲ୍ମ; ଜାଣନ୍ତୁ କାହିଁକି…

ମୋହନଲାଲଙ୍କ ଫିଲ୍ମ ‘L2: ଏମ୍ପୁରାନ୍’ ଇଦ୍‌ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’କୁ ପଛରେ ପକାଇଦେଇଛି। ମାର୍ଚ୍ଚ ୩୦ ରବିବାର ଦିନ ଇଦ୍ ଛୁଟିଦିନରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ‘ସିକନ୍ଦର’ ସଲମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

Salman Khan movie sikandar close to 100 crore club in 2 days
Sikandar: 'ସିକନ୍ଦର' ପାଇଁ ରହିଛି କ୍ରେଜ୍; ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ କଲା ରୋଜଗାର

'ସିକନ୍ଦର' ପ୍ରଥମ ଦିନରେ ଆଶା ଠାରୁ କମ୍ ରୋଜଗାର କରିଥିଲା। ଦ୍ୱିତୀୟ ଦିନରେ କିନ୍ତୁ ଏହା ଦମ ଦେଖାଇଛି। ଏହାକୁ ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳୁଛି।

Salman Khan pathani look on eid 2025
Salman Khan: ଇଦ୍‌ରେ ପଠାନୀ ଲୁକ୍‌ରେ ନଜର ଆସିଲେ ସଲମାନ୍ ଖାନ୍

ବଲିଉଡର ସିକନ୍ଦର ଅର୍ଥାତ୍ ସଲମାନ୍ ଖାନ୍ ଇଦ୍‌ରେ ତାଙ୍କ ଘରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତାଙ୍କ ପୁରା ପରିବାର ତାଙ୍କ ସହ ନଜର ଆସିଛନ୍ତି। ପ୍ରତିବର୍ଷ ପରି ଏହି ଅଭିନେତା ତାଙ୍କ ଘରର ବାଲ୍‌କୋନୀରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ତାଙ୍କ କ୍ୟୁଟି ଭାଣିଜୀ ଆୟତ ଶର୍ମାଙ୍କ ସହ ଅନେକ ପୋଜ୍ ଦେଇଛନ୍ତି।

Sikandar box office collection day 1
Sikandar Collection Day 1: ଦମ୍‌ ଦେଖାଇଲା ‘ସିକନ୍ଦର’; ପ୍ରଥମ ଦିନରେ ରୋଜଗାର କଲା ୫୦ କୋଟିରୁ ଅଧିକ

ଇଦ୍‌ରେ ବଡ ପରଦାରେ ସଲମାନ ଖାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ତେବେ ‘ସିକନ୍ଦର’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାରକୁ ଦେଖି ଏହାର ପ୍ରଭାବ ଆକଳନ କରାଯାଇପାରେ। ଏହି ଫିଲ୍ମ ସଲମାନ ଖାନଙ୍କ ଅଭିନୀତ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ୮ ନମ୍ବରରେ ରହିଛି।