• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Hitech Tragedy
ହାଇଟେକ୍ ଟ୍ରାଜେଡି: ‘DNA ଟେଷ୍ଟ ରିପୋର୍ଟ ଆସିବା ପରେ ହେବ ଶବ ହସ୍ତାନ୍ତର’

DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍‌ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି ।

Fake Medicine
ପେନ୍‌କିଲର ବଦଳରେ ସିରିଞ୍ଜ୍‌ରେ ଟ୍ୟାପ୍‌ ପାଣି ପୂରାଇ ଦେଲେ ରୋଗୀଙ୍କୁ, ଚାଲିଗଲା ୧୦ ଜୀବନ

ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

Bangladesh Train Fire
ଜଳିପୋଡ଼ି ପାଉଁଶ ହେଲା ୪ ବଗି, ଅନେକ ଭାରତୀୟ ଗୁରୁତର...

ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ୪ ଜୀବନ୍ତ ଦଗ୍ଧ । ଢାକା ଯାଉଥିବା ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।

Youth Death Mystery
‘ମୋ ପୁଅ ଭଲ ହୋଇଆସୁଥିଲା, ତାକୁ ମେଡିକାଲବାଲା ଜାଣିଶୁଣି ମାରିଦେଲେ’

ଦିଲ୍ଲୀପଙ୍କ ମାଆ କହିଛନ୍ତି, ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡ଼ି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା । ୨ଟା ରାତିରେ ହଠାତ କହିଲେ ତମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତମ ପୁଅ ଆଉ ନାହିଁ ବୋଲି ।

Hi-Tech Medical
ହାଇଟେକ୍‌ ଡେଡ୍‌ବଡି ଦ୍ୱନ୍ଦ୍ୱ: କଥା ଚାପିବାକୁ ୧୦ ଲକ୍ଷ ଯାଚୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ !

ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିସିପି । ହାଇଟେକ୍ ଯାଚୁଛି ୧୦ ଲକ୍ଷ ଲାଂଚ କହିଲେ ଜ୍ୟୋତିଙ୍କ ମାମୁ ।

  • Friday, 05 January 2024
ED Raid
EDକୁ ବଡ଼ ସଫଳତା ! ନଗଦ ୫ କୋଟି ସହ ୫ କିଲୋ ସୁନା, ଏକାଧିକ ବନ୍ଧୁକ ଓ ୩୦୦ ଗୁଳି ଜବତ

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।

Enforcement Directorate
ରେଡ୍‌ ପାଇଁ ଯାଇଥିଲା ED; ଆକ୍ରମଣ କଲେ ୨ଶହ ଲୋକ, ଭାଙ୍ଗିଲେ ଗାଡ଼ି

୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍‌କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।

Laxmi Death Case
ବିତି ଗଲାଣି ୧୫ ଦିନ, ତଥାପି ପୋଲିସ ହାତ ଖାଲି; ପ୍ରତିବାଦରେ ରାୟଗଡ଼ା ବନ୍ଦ

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ।

Road mishap
ତୁହାକୁ ତୁହା ଉତ୍ତେଜନା... ପୋଲିସ ଜନତା ମୁହାଁମୁହିଁ

ବୁଝାସୁଝା ପରେ ଆନ୍ଦୋଳନ ଥମୁଥିଲା କିଛି କ୍ଷଣ ପରେ ପୁଣି ତେଜୁଥିଲା ।

Deep fake
ନେତାଙ୍କୁ ଘାରିଛି ଡିପ୍ ଫେକ୍ ଆଶଙ୍କା

କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିହତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।

  • Thursday, 04 January 2024
Kidnap
କାରରେ ଆସିଲେ, ଉଠାଇନେଲେ ! ଚନ୍ଦକା ଅଞ୍ଚଳରୁ ଯୁବକଙ୍କୁ ଅପହରଣ

ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି। 

Deep fake
ନିର୍ବାଚନ ପୂର୍ବରୁ ଡିପ୍ ଫେକ୍ ଚିନ୍ତା; ଅପଦସ୍ତ ହୋଇପାରନ୍ତି ନେତା, ଅଣ୍ଟାଭିଡ଼ିଲା କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ ।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Gangster
ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ

ହୋଟେଲ ମାଲିକ ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି ।

Crime
ବନ୍ଧାହେଲେ ପାହାଡ଼ି ଗ୍ୟାଙ୍ଗ ଲୁଟେରା, ୟୁପିଆଇ ମାଧ୍ୟମରେ ଖାଲି କରୁଥିଲେ ଆକାଉଣ୍ଟ

ପାହାଡି ଗ୍ୟାଙ୍ଗକୁ ଧରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ । ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ ।

Pahadi gang
୮ ଜଣଙ୍କୁ ବାନ୍ଧିଲା ପୋଲିସ, ସମସ୍ତ ଡକାୟତ ଝାଡ଼ଖଣ୍ଡର

ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ।

  • Wednesday, 03 January 2024
  • Theif
Crime
ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ଅଧ ରାତିରେ ନିଶାରେ କରିଥିଲେ ଚେକ୍‌ଇନ୍‌

ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।

Odia Labour Died
ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ

ପରିବାର ପୋଷିବାକୁ ସର୍ଦ୍ଦାର କଥାରେ ଦାଦନ ଖଟି ଯାଇଥିଲେ । ଆଉ ଫେରିଲେନି । ଆଉ ଫେରିଲା ତ କେବଳ ତାଙ୍କର ମୃତଦେହ ।

Murder
କୋଟିଏ ଟଙ୍କାର ଇନସୁରାନ୍ସ ପାଇଁ ସାଙ୍ଗକୁ ହତ୍ୟା, ପୋଲିସ୍‌ କଲା ଭୟଙ୍କର ଖୁଲାସା

ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

Crime In Bhubaneswar
କ୍ରାଇମ୍‌ ସିଟି ପାଲଟିଛି ଭୁବନେଶ୍ୱର ! ମାତିଲେଣି ଲୁଟେରା, ଟାର୍ଗେଟରେ ଜନତା

ବର୍ଷ ଆରମ୍ଭରୁ ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା । ଟଙ୍କା ପାଇଁ ବେକ କାଟିଲେ । କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଏବଂ ଘର ଭିତରକୁ ବୋମା ମାଡ଼ କଲେ । ଭୋର ୩ ଟା, ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଲୁଟେରା ଆରମ୍ଭ କରିଛନ୍ତି ବର୍ଷର ପ୍ରଥମ ଶୀକାର ।

Rape
ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ନାବାଳିକା, ୧୩ ଜଣ କଲେ ଦୁଷ୍କର୍ମ...

ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । 

Bomb Blast
ରାଜଧାନୀରେ ସନ୍ଦେହଜନକ ବିସ୍ଫୋରଣ; ଭୁଶୁଡ଼ିଲା ଘରର କାନ୍ଥ

ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟିଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଥାନାରେ ଏତଲା ଦିଆଯାଇଛି ।

Crime
ଖେଳୁ ଖେଳୁ ହଜି ଯାଇଥିଲା, ମିଳିଲା ମୃତଦେହ

ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି ।

Murder Case
ସ୍ତ୍ରୀ ପୁଅର ମୁଣ୍ଡକୁ ପଥରରେ ଛେଚିଲା, ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା...

ପ୍ରଥମେ ନିଜ ପତ୍ନୀକୁ ମାରିଲା, ପରେ ନିଜର ଦୁଇ ବର୍ଷର ପୁଅର ମୁଣ୍ତକୁ ପଥରରେ ଛେଚିଲା .. ଏହା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଶେଷ କରି ଦେଇଛି ।

Balasore Case
କୁଆଡ଼େ ଗଲା ୩ ବର୍ଷୀୟ ଶିଶୁ, ଦିନକ ପରେ ବି ମିଳୁନି ପତ୍ତା

ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।