• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Firing

ବୋମା ଫିଙ୍ଗିଲେ, ହାଣିଲେ
Miscreant Hurls Bomb : ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ

ଭବାନୀପାଟଣାରେ ଚାଞ୍ଚଲ୍ୟ । ଚଳନ୍ତା ସ୍କୁଟି ଉପରେ ବୋମାମାଡ଼ । ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ।

ସ୍ତ୍ରୀ ଆଗରେ ସ୍ୱାମୀକୁ ଗୁଳି
ମୋ ଆଖି ଆଗରେ ମୋ ସ୍ୱାମୀକୁ ମାରିଦେଲ

ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢ଼େଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

love
ପ୍ରେମ ପାଇଁ ମହାଭାରତ!

ପ୍ରେମ_ପାଇଁ_ମହାଭାରତ! ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଗୁଳିମାଡ଼ ଘଟଣାରେ ଟ୍ୱିଷ୍ଟ। ପ୍ରେମିକା ଘର ଆଗରେ ପୁଅର ଫାୟାରିଂ ପରେ ମାଆ କଲେ ଆତ୍ମାହୂତି ଉଦ୍ୟମ।

Jajpur Firing
Firing During Marriage: ମହାବିନାୟକ ମନ୍ଦିରରେ ଫୁଟିଲା ଗୁଳି, ୨ ଆହତ

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ପୀଠରେ ଫୁଟିଲା ଗୁଳି । ବିବାହ ଭୋଜି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଥିଲା ସୂଚନା । ଏଥିରେ ୨ ଜଣ ଯୁବକ ଆହତ ହୋଇଛନ୍ତି ।

Subarnapur Firing
Firing in Subarnapur: ରାତିରେ ଘରକୁ ଫେରୁଥିଲେ, ଯୁବକଙ୍କୁ ଗୁଳି ମାରି ଲୁଟିନେଲେ

ଯୁବକଙ୍କୁ ଗୁଳି ମାରି ଲୁଟ୍ ଉଦ୍ୟମ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ନିକଟରେ ଏହି ଗୁଳି ଫୁଟିଛି । ଗୁଳିମାଡରେ ଜଣେ ଯୁବକ ଗୁରୁତର । ପଢନ୍ତୁ ପୁରା ଖବର

Shot Dead
Firing: ଗୁଳି କରି ଦୁର୍ଦ୍ଦାନ୍ତ ଅପରାଧୀକୁ ମାରିଦେଲେ

ବାଇକରେ ଘରକୁ ଫେରୁଥିଲେ । କୁକୁଡାଫାର୍ମ ନିକଟରେ ମୁଣ୍ଡକୁ ଗୁଳି କରିଦେଲେ ଦୁର୍ବୃତ୍ତ । ତୁରନ୍ତ ଡାକ୍ତରଖାନାକୁ ନିଆଗଲା । ମୃତ ଘୋଷଣା କଲେ ଡାକ୍ତର ।

Farmhouse Owner Shot Dead
Farm House Owner Murder: ଚାଞ୍ଚଲ୍ୟ ! ଶୋଇଥିବା ବେଳେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳରେ ଚାଞ୍ଚଲ୍ୟକର ଘଟଣା । ଶୋଇଥିବା ବେଳେ ଜଣେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ।

Rourkela Firing
Rourkela Firing: ରାଉଲକେଲାରେ ଫୁଟିଲା ଗୁଳି, ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଇସ୍ପାତ ନଗରୀ ରାଉଲକେଲାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସେ କାର୍‌ରେ ଆସୁଥିବାବେଳେ ଗୁଳିମାଡ଼ ହୋଇଥିବା ସୂଚନା ।

murder
UP Murder in Wedding: ଭୋଜି ପାଇଁ ଗଡ଼ିଲା ମୁଣ୍ଡ; ବର ପକ୍ଷର ଜଣଙ୍କୁ ଗୁଳି ମାରିଦେଲେ କନ୍ୟାଙ୍କ ଦାଦା

ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।

Firing
Angul Firing: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ନାବାଳକଙ୍କୁ ଗୁଳିମାଡ଼

ଗତକାଲି ରାତିରେ କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ଗୁଳିମାଡ଼ର ଶିକାର ନାବାଳକଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା।

Uttarakhand Violence
Uttarakhand Violence: ରାଇଫଲ୍ ଧରି ବିଧାୟକଙ୍କ ଘରେ ପଶିଲେ ପୂର୍ବତନ ବିଧାୟକ, ଫୁଟେଇ ଚାଲିଲେ ଗୁଳି

ଏହା କି ପ୍ରକାରର ରାଜନୀତି । କ୍ଷମତା ପାଇଁ ହିଂସାକୁ ଆପଣାଉଛନ୍ତି ରାଜନେତା । ଦେଶ ରବିବାର ଦିନ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଉତ୍ତରାଖଣ୍ଡର ଖାନପୁରରେ ଯାହା ଘଟିଗଲା, ତାହା ସଚେତନ ନାଗରିକଙ୍କ ମୁଣ୍ଡ ତଳକୁ କରିଦେଇଛି । ରାଜନୀତି ଯଦି ଏଇ ସ୍ତରକୁ ଯାଏ... ।

father shoots daughter
Father Shoots Daughter: ବାହା ହେବାକୁ ଅମଙ୍ଗ ହେଲା ଝିଅ; ଗାଁ ସଭାରେ ଗୁଳି ମାରିଦେଲେ ବାପା-ଭାଇ

ତନୁଙ୍କ ବିବାହ ଜାନୁଆରୀ ୧୮ ରେ ହେବାର ଥିଲା । ଏହାର ମାତ୍ର ଚାରି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ମହେଶ ଗୁର୍ଜରଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରାଯାଇଛି। ରାହୁଲଙ୍କୁ ଖୋଜିବା ପାଇଁ ପୋଲିସ ତଦନ୍ତ ଆରମ୍ଭ ହୋଇଛି।

Gahiramatha Firing
Firing At Gahirmatha: ଅଶାନ୍ତ ଗହୀରମଥା; ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରେ ମାଛ ମାଫିଆଙ୍କ ଆଟାକ୍

ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍‌ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ ।

Haridwar Student Stunt Viral Video
Haridwar Student Stunt Viral Video: ସ୍କୁଲ ୟୁନିଫର୍ମରେ ଆତଙ୍କ ଖେଳାଇଲେ ଛାତ୍ର; ରାସ୍ତାରେ ଫୁଟାଇଲେ ଗୁଳି, କଲେ ଷ୍ଟଣ୍ଟ

ଏହି ମାମଲାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରିଦ୍ୱାର ଏସଏସପି ପ୍ରଶଂସା ସିଂ ଡୋଭାଲ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ଅନୁଯାୟୀ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାଇରାଲ ଭିଡିଓକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି।

Jajpur Firing Incident
Video: ଦିବାଲୋକରେ ଫିଲ୍ମ ଷ୍ଟାଇଲରେ ଲୁଟ୍

ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।

Loot Attempt In Jajpur
Loot Attempt In Jajpur: ପାଣିକୋଇଲିରେ ଲୁଟ୍ ପାଇଁ ଫାୟାରିଂ; ଜଣେ ମୃତ, ଆଉ ଜଣେ ଗୁରୁତର

ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ... ଫାୟାରିଂରେ ଜଣେ ମୃତ, ଆଉ ଜଣେ ଗୁରୁତର... ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼... 

Firing
Firing: ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ଗୁଳି; କାରଣ ଅସ୍ପଷ୍ଟ, ପୋଲିସର ତନାଘନା

ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି।

ଜିରୋ ନାଇଟରେ ଫୁଟିଲା ଗୁଳି
Zero Night Celebrations: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ

ଜିରୋ ନାଇଟ୍‌ରେ ଏମିତି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।

Firing
Policemen Shoot Dead: ପୋଲିସ ବସ୍‌ରେ ଫୁଟିଲା ଗୁଳି; ସାଥୀ ପୋଲିସଙ୍କୁ ମାରି ନିଜକୁ ଗୁଳି କଲେ କନଷ୍ଟେବଲ୍ !

ପୋଲିସ ଭ୍ୟାନ୍‌ଟି ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିଲା। ଏଥିରେ ଥିବା ୨ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Sukhbir Singh Badal Firing
Sukhbir Singh Badal Firing: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ

ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ।

ମର୍ଡର କରିବାକୁ ଯାଇଥିବା ବେଳେ ସୁପାରୀ କିଲରର ଫୁଟିଲାନି ଗୁଳି ।
Firing Viral Video: ଲକ୍ ହେଲା ସୁପାରି କିଲର ବନ୍ଧୁକ, ବାହାରିଲାନି ଗୁଳି ! ତା’ପରେ...

ଦୌଡ଼ି ପଳାଇବା ବେଳେ ସୁପାରି କିଲରକୁ ଧରିଲେ ଲୋକ । CCTVରେ ସମ୍ପୂର୍ଣ୍ଣ ଘଟଣା କଏଦ, ପୋଲିସର ତଦନ୍ତ ଆରମ୍ଭ ।

Train
Firing on Nandan Kanan Express: ସୀମା ଟପିଗଲେ ଦୁର୍ବୃତ୍ତ, ଚଳନ୍ତା ଟ୍ରେନକୁ କଲେ ଗୁଳିମାଡ଼; ହେଲେ କାହିଁକି

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ ।

Miscreants Fire at Nandan Kanan Express Train
Nandan Kanan Express Train Firing: ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼, ଭାଙ୍ଗିଲା ଗାର୍ଡ ବଗିର ୱିଣ୍ଡୋ କାଚ

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍‌ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍‌ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।

Firing
Firing: ରାସ୍ତାରେ ଠିଆ ହୋଇଥିଲେ ଯୁବକ, ମୁଣ୍ଡକୁ ଗୁଳି କଲେ ଦୁର୍ବୃତ୍ତ

ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର ।

Gun Shots
ଗର୍ଜିଲା ବନ୍ଧୁକ ! ମାତ୍ର କିଛି ଘଣ୍ଟାରେ ଅନେକ ଜୀବନ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ...

୨୦୧୫ରେ ପଡ଼ୋଶୀ ଦେଶ ମାଲିରୁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ବ୍ୟାପିଥିଲା । ଯାହାର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।