• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Baba

Baba Arrest
Medicine Baba Arrest: ଆଶ୍ରମରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ! ବନ୍ଧା ହେଲା ରଂଗିଲା ବାବା ପ୍ରଫୁଲ୍ଲ

ରେଢାଖୋଲ ଥାନା ବୌଷ୍ଣବଝୁଲୀ ଗାଁରେ ଏକ ଆଶ୍ରମରେ ପ୍ରଫୁଲ୍ଲ ବାବା ପରିଚୟ ଦେଇ ଦୀର୍ଘ ୮ମାସ ହେଲା ରହୁଥିଲା ଏହି ଭଣ୍ଡ ବାବା। ଗରିବ ଅସୁସ୍ଥ ଯୁବତୀ ଓ ମହିଳାମାନଙ୍କୁ ଟାର୍ଗେଟ କରୁଥିଲା ।

Kalki Avatar
Odisha Kalki Avatar Puja Incident: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ତଥାକଥିତ କଳକୀ ବାବାଙ୍କ ସଂପର୍କରେ ଅନେକ ପୁସ୍ତକ ଲେଖାଯାଇଥିବା ବେଳେ ସେଥିରେ ବାବା ଅନେକ ଚମତ୍କାର କରିଥିବା ନେଇ ଲେଖିଛନ୍ତି ଅନେକ ଶ୍ରଦ୍ଧାଳୁ । ଅନୁଭୂତିରେ ଭଗବାନ ସତ୍ୟ ଅନନ୍ତ ବହିରେ ଅନେକ ଶ୍ରଦ୍ଧାଳୁ ନିଜ ନିଜର ଅନୁଭୂତି ସଂପର୍କରେ ଲେଖିଛନ୍ତି ।

ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ
Fake Baba: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ

ଲୋକେ ତାଲା ଭାଙ୍ଗି ପଶିବା ପରେ ଆଶ୍ରମରେ ଉତ୍ତେଜନା । ତଥାକଥିତ କଲକୀ ଅବତାରୀ ନାବାଳକଙ୍କୁ ନେଇ ଥମୁନି ବିବାଦ ।

Kalki Avatar Puja Incident
Odisha Kalki Avatar Puja Incident: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

ଆଶ୍ରମରୁ ବାବା କୁହାଯାଉଥିବା ନାବାଳକ ଗାଏବ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । କହିଛନ୍ତି ...

Controversy At Vaikunthdham Ashram
Controversy At Vaikunthdham Ashram: ଶିଶୁକୁ ବାବା କରି ପୂଜାରୁ ଉତ୍ତେଜନା; ଆଶ୍ରମରେ ପଶିଲେ କିଛି ଲୋକ, ଅଶ୍ରାବ୍ୟ ଭାଷାରେ କରୁଛନ୍ତି ଗାଳି ଗୁଲଜ 

ଖଣ୍ଡଗିରି ସ୍ଥିତ ଆଶ୍ରମ ଭିତରକୁ ପଶିଲେ କିଛି ଲୋକ । ଆଶ୍ରମ ସାମ୍ନାରେ ଉତ୍ତେଜନା ପରିସ୍ଥିତି । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି କିଛି ଯୁବକ । 

ଭକ୍ତି ନା ଭାଣ୍ଡାମୀ ?
Video: ନାବାଳକର ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।

ଭକ୍ତି ନା ଭାଣ୍ଡାମୀ ?
Controversy At Vaikunthdham Ashram: ଭକ୍ତି ନା ଭାଣ୍ଡାମୀ ? ନାବାଳକର ବେକରେ ଫୁଲ ମାଳ, ପାଦ ତଳେ ତୁଳସୀ

ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ ।

Baba Satyanarayan
୧୩ ବର୍ଷ ବୟସରେ ଜିଭ କାଟି ଧ୍ୟାନରେ ବସିଥିଲେ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ

ବର୍ଷେ କି ଦୁଇବର୍ଷ ନୁହେଁ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ। ଗୋଟିଏ ସ୍ଥାନରେ ଧ୍ୟାନ ମୁଦ୍ରାରେ ବସି କରୁଛନ୍ତି ଭଗବାନ ଶିବଙ୍କ ଆରାଧନା।

Real story of controversial Baba Ram Rahim
ପିଲାଟି ଦିନରୁ ବିଛୁଆତି ; ରାମ ରହିମଙ୍କ ପୂରା କାହାଣୀ

ରଣଜିତ ସିଂ ହତ୍ୟା ମାମଲାରେ ୫ ଜଣଙ୍କ ସହ ବାବା ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାପୂର୍ବରୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସହିତ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ତାଙ୍କୁ ବିଭିନ୍ନ ଦଣ୍ଡ ମିଳିସାରିଛି। ରାମ ରହୀମଙ୍କ ବାବା ହେବାର କାହାଣୀ ମଧ୍ୟ କମ କୌତୁହଳପୂର୍ଣ୍ଣ ନୁହେଁ। ସ୍କୁଲ ସମୟରେ ଜଣେ ନଷ୍ଟ ଛାତ୍ରଙ୍କ ତାଲିକାରେ ତାଙ୍କୁ ଗଣାଯାଉଥିଲା। ନାରୀ ଦୁଷ୍କର୍ମ ମାମଲାରେ ତାଙ୍କୁ ଦଣ୍ଡ ଦିଆଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ସେ ଷ୍ଟାର୍‌ ବାବା ହୋଇଯାଇଥିଲେ।