• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Son

Run On Treadmill
ଫିଟନେସ୍ ପାଇଁ ପୁଅକୁ ଦୌଡ଼ାଇ ଦୌଡ଼ାଇ ମାରିଲା ବାପା, ଭିଡିଓ ଦେଖି କୋର୍ଟରେ କାନ୍ଦିଲେ ମାଆ

ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ।

Crime
ସମ୍ପତ୍ତି ପାଇଁ ସୈତାନ ସାଜିଲା ପୁଅ, ପିଟି ପିଟି ମାରିଦେଲା ବାପାକୁ, ଛାତିଥରା ଭିଡିଓ ଭାଇରାଲ୍...

ସମ୍ପତ୍ତି ପାଇଁ ୬୫ ବର୍ଷୀୟ ବାପାଙ୍କୁ ପ୍ରବଳ ମାଡ଼ । ବୁଢ଼ା ବାପାଟାର ମୁହଁକୁ ମାରି ଚାଲିଲା କୁଳାଙ୍ଗାର ପୁଅ । ରକ୍ତରେ ଜୁଡୁବୁଡୁ ହେଲା ବାପା । ମେଡିକାଲରେ ଚାଲିଗଲା ଜୀବନ ।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Son takes abandoned mother home in Odisha’s Chandbali
ଖବର ବାଜିବା ପରେ...ବୁଢୀ ମାଆକୁ ଘରକୁ ନେଲେ..ସେବାର ପ୍ରତିଶ୍ରୁତି ଦେଲେ

ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ ।

Divyang man allegedly beaten to death by step-mother
ଦିବ୍ୟାଙ୍ଗ ପୁଅକୁ ପିଟିପିଟି ମାରିଦେଲା ସାବତ ମା’

ପଥରପୁଞ୍ଜା ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।

Apana Eka Nuhanti।  Parents Seek Financial Help To Cure Son Suffering From Kidney Ailment । Cuttack
ଦୁଇ ଦୁଇଟି କିଡ଼ନୀ ଖରାପ: ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି...ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ

ବାପା ରଙ୍ଗ ମଞ୍ଚରେ କାମ କରୁଛନ୍ତି। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ପରିବାର ଚଳିବା କଷ୍ଟ। ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସେପଟେ ବଞ୍ଚିବାକୁ ଚାହୁଁଛନ୍ତି ବିନୋଦ। ବାସ୍‌ ସରକାରଙ୍କ ସାହାଯ୍ୟ ମିଳିଲେ ବିନୋଦଙ୍କ ଚିକିତ୍ସା ହେବ...ପୁଣି ଥରେ ପରିବାର ହସିବ

Kendrapara Woman Denied Entry To In-Law\'s House To Attend Son\'s Thread Ceremony
ପୁଅର ବ୍ରତଘରେ ଯୋଗ ଦେବାକୁ ଆସିଥିଲା ମାଆ। ହେଲେ ପୂରାଇ ଦେଲେନି ଶାଶୂଘର ଲୋକ...

ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ...ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ...ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ...

Apana Eka Nuhanti | Son & Daughter Taking Care Of Father Suffering From Rare Disease In Bhadrak
କ୍ୟାନସର ରୋଗରେ ପଡ଼ିଛନ୍ତି ବାପା, କାନ୍ଦି କାନ୍ଦି ସେବା କରୁଛନ୍ତି ପୁଅ-ଝିଅ...

ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି

Padma Shri Nanda Sir Gets Attack Threat, His Son Thrashed Over Land Dispute
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।

OTV Special | Man, Son Build Bridge In 15 Days
ଶୁଣିଲାନି ପ୍ରଶାସନ, ଧାର କରଜ କରି ୧୫ ଦିନରେ ତିଆରି କଲେ ପୋଲ

ଗୁହାରି ପରେ ଶୁଣିଲାନି ପ୍ରଶାସନ। ଧାର କରଜ କରି ମାତ୍ର ୧୫ ଦିନରେ ନଦୀରେ ପୋଲ ତିଆରି କରିଦେଲେ ବାପା ଓ ପୁଅ। ଏହି ପୋଲ ଦେଇ ଯାଉଛନ୍ତି ୫୦ ଖଣ୍ଡର ଗାଁ ଲୋକେ। ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ...