କ୍ୟାମେରାରେ ସାଉଥ୍ ସୁପରଷ୍ଟାର। ମାସି ଲୁକ୍ରେ ମହେଶ ବାବୁ। ଚାଲିଛି ହାଇ ଆକ୍ସନ ପ୍ୟାକଡ୍ ଫିଲ୍ମର ସୁଟିଂ। ପଛରୁ ଧକ୍କା ଦେବା ପରେ ଆଣ୍ଠେଇ ପଡୁଛନ୍ତି ହିରୋ, ସାମ୍ନାରେ ମେନ୍ ଭିଲେନ୍। ପାନ୍ ଇଣ୍ଡିଆ ଡିରେକ୍ଟର ଏସ.ଏସ୍. ରାଜାମୌଲିଙ୍କ ଏହି ବହୁ ପ୍ରତୀକ୍ଷିତ ସିନେମାର ସୁଟିଂ ଆଗେଇ ଚାଲିଛି କୋରାପୁଟ ସେମିଳିଗୁଡାର ତଳମାଳି ପାହାଡରେ।
ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।
ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସରକାର ଯାଚିଲେ ବଡ଼ ଚାକିରି । ମନା କରିଦେଲେ ଯୁବ ସୁଟର ସରବଜୋତ ।
ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟ ଫାଇନାଲରେ ମନୁ ଭାକର ୨୮ ପଏଣ୍ଟ ସ୍କୋର କରିଥିଲେ । ତେବେ ସୁଟ୍ ଅଫରେ ହେଙ୍ଗରୀର ବ୍ରୋଞ୍ଜ ପଦକ ବିଜେତା ଭେରୋନିକେ ମେଜରଙ୍କଠାରୁ ସେ ପରାଜିତ ହୋଇଥିଲେ ।
ନିଜର ପ୍ରଥମ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଲେ ଭାରତର ସ୍ୱପ୍ନିଲ କୁସାଲେ ।
ଆଜି ଅର୍ଥାତ ଜୁଲାଇ ୨୯ରେ ଭାରତ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନୋଟି ଗୋଲ୍ଡ ମେଡାଲ ଜିତିପାରିବ ।
ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା ।
ଇତିହାସ ରଚିଲେ ସୁଟର ମନୁ ଭାକର । ସୁଟିଂରେ ଜିଣିଲେ ବ୍ରୋଞ୍ଜ ମେଡାଲ୍ । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ଆଜି ସାରା ଦେଶର ନଜର ଥିଲା ମନୁ ଭାକରଙ୍କ ଉପରେ।
ସୁଟିଂରେ ବଢ଼ିଲା ଆଉ ଏକ ପଦକ ଆଶା । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସୁଟର ଅର୍ଜୁନ ବବୁତା ।
ପ୍ୟାରିସ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ୍ ମେଡାଲ ।
୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।
ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।
ମେସିନ କୁକୁର! ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ.. କେବଳ ମେସିନ ।
ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।
ଆମେରିକାର ଲେବିଷ୍ଟନ୍ରେ ବଡ଼ଧରଣର ଗୁଳିକାଣ୍ଡ...ଅଭିଯୁକ୍ତ ଫେରାର...
ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି । ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ୍ ପଦକ ଭାରତ ଖାତାକୁ ଆସିଛି ।
Florida Shooting : ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି
ଦୁଇ ପୋଷା କୁକୁରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଭୟଙ୍କର ରୂପ ନେଇଛି । ଦୁଇ କୁକୁର ପରସ୍ପରକୁ ଭୁକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ପାଟିତୁଣ୍ତ ଲାଗିଲା । ଶେଷରେ କୁକୁର ଲଢ଼େଇକୁ ନେଇ ଗୁଳିମାଡ଼ ମଧ୍ୟ ହୋଇଛି । ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଛି ।
ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। RPF କନଷ୍ଟେବଲ୍ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ।
ଅଭିଯୁକ୍ତକୁ ମଧ୍ୟ ଗୁଳି କରାଯାଇଛି । ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍ ଆରମ୍ଭ ନେଇ ସରକାରଙ୍କ ଘୋଷଣା ।
ଟେକ୍ସାସ୍ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍ର ଏକ ଶପିଂ ମଲ୍ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।
ବାଇକ୍ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଗୁଳିରେ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।