• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mkcg Hospital

Berhampurs MKCG Hospital
MKCG Hospital: MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

ପ୍ରଥମ ବର୍ଷର ଛାତ୍ରଙ୍କୁ ଦ୍ବିତୀୟ ବର୍ଷର କିଛି ଛାତ୍ର ରାଗିଂ କରୁଥିବା ଅଭିଯୋଗ । ସିନିୟରମାନେ ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । 

Gajapati ADM
ଡାକ ଶୁଣିଲେଣି ଭଗବାନ; ଟଳି ପଡ଼ିଲେ ADM...

ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା।

Gajapati ADM
ଏମିତି ବି ଆସେ ମୃତ୍ୟୁ: ଭଗବାନଙ୍କ ନାଁ ନେଇ ଗୀତ ଗାଉ ଗାଉ ଟଳି ପଡ଼ିଲେ ADM...

ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା।

Diphtheria Disease
ଡିପଥେରିଆ ନେଲା ଆଉ ଏକ ଜୀବନ, ମୃତକ ୧୦ ବର୍ଷର ବାଳକ

ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।

MKCG Hospital
ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ; ହୁତୁହୁତୁ ଜ୍ୱଳାରେ ହନ୍ତସନ୍ତ ରୋଗୀ

ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।

MKCG
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ

ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।

MKCG hospital
ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ବଡ ମେଡିକାଲରେ ବଡ଼ ଅବ୍ୟବସ୍ଥା । ରକ୍ତ ନେବାକୁ ହେଲେ ଅପେକ୍ଷା କରିବାକୁ ପଡୁଛି ୩ ଦିନ...ଛୁଆକୁ ଛାଡି ମାଆ କାନ୍ଦୁଛି ତ ମାଆକୁ ଛାଡି ପୁଅ କାନ୍ଦୁଛି...

MKCG hospital
ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ

Blood Bank
ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ।

Berhampur people annoyed over parking fee collection in MKCG hospital premises
ଏଠି ଚିକିତ୍ସା, ଔଷଧ ମାଗଣା...ହେଲେ ମେଡିକାଲ୍‌ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ

ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ ଦିଅ। ଏମ୍‌କେସିଜି ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ। 

MKCG
ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଦୋକାନୀ.. ରୋଗୀ ଡାକୁଛନ୍ତି ଭାଇ ଟିକେ ଶୁଣ..

ଏମରଜେନ୍ସି ଡ୍ୟୁଟିରେ ବାବୁ ଅଛନ୍ତି.. ତଥାପି ନା ଚିନ୍ତା ନା ଫିକର.. ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଯେ, ଯେତେ ଡାକିଲେ ବି ବାବୁଙ୍କ ନିଦ ଭାଙ୍ଗୁନି..

MKCG
ଏମରଜେନ୍ସି ଡ୍ୟୁଟିରେ ଅଛନ୍ତି...ଅଚିନ୍ତା ନିଦରେ ଘୁଙ୍ଗୁଡି ମାରୁଛନ୍ତି

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

MKCG Hospital
ଖସିପଡିଲା ବ୍ରହ୍ମପୁର MKCG ମେଡିକାଲର ସିଲିଂ 

ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।

MKCG Hospital
MKCG ରେ ହନ୍ତସନ୍ତ ରୋଗୀ; ଅଧିକାଂଶ ବିଭାଗରେ ଝୁଲୁଛି ତାଲା

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ ।