• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raid

Excise Department
ସାଙ୍ଘାତିକ !! ବାର୍‌ରେ ମିଳୁଥିଲା ନକଲି ମଦ, ଚଢ଼ାଉ ପରେ ମିଳିଲା ପ୍ରମାଣ

ବାର୍ ଉପରେ ଅବକାରୀ ଟିମ୍‌ର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର୍ ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

Food Safety Department
କ୍ଷୀରରେ ମିଶୁଛି ସୋଡ଼ା, କେମିକାଲ, ଦୂଷିତ ଜଳ ! ଚଢ଼ାଉ ବେଳେ ମିଳିଲା ସୁରାକ୍

ନକଲି ...ନକଲି...ଆଉ ନକଲି... ଯେଉଁଠି ହାତ ରଖିବେ ବାହାରିବ ପୁଳା ପୁଳା ନକଲି ସାମଗ୍ରୀ । କେତେବେଳେ ଖାଇବା ତେଲ, ହଳଦୀ ଗୁଣ୍ଡ ତ ପୁଣି କେତେବେଳେ ମସଲା ଗୁଣ୍ଡ ଠୁ ନେଇ ନଡ଼ିଆ ତେଲ, ରାଶିତେଲ ଯାଏ । ସବୁଠି ଅପମିଶ୍ରଣ...ଶସ୍ତା ପାଇଁ ହିନସ୍ତା ହେଉଛନ୍ତି ଲୋକେ ।

Vigilance Raid
ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

Vigilance Raid
ଅବସରକୁ ଥିଲା ୮ ମାସ, ଜାଲ ପକାଇଦେଲା ଭିଜିଲାନ୍ସ, ୫୨ ପ୍ଲଟ୍ ସହ ୫ ଆଲିସାନ୍ କୋଠା ଠାବ

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ୪ ଦିନ ତଳେ ଜଣେ ବରିଷ୍ଠ ଯନ୍ତ୍ରୀ ସୁନୀଲ ରାଉତଙ୍କ ଆଖି ତରାଟିଲା ଭଳି ଧନସଂପତ୍ତି ମିଳିଥିଲା ।

Vigilance Raid
ଇଞ୍ଜିନିୟରଙ୍କ ଅମାପ ସଂପତ୍ତି ! ଯନ୍ତ୍ରୀଙ୍କ ଘର ଦ୍ୱାର ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।

ED Office
ପ୍ରୟାସକାନ୍ତିଙ୍କୁ ରାତିସାରା ଘାଣ୍ଟିଲା ଇଡି; ୧୮ ଘଣ୍ଟାର ମାରାଥନ ଜେରା, ଗୁଡ଼ାଇତୁଡ଼ାଇ ପ୍ରଶ୍ନ

ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି ।

Enforcement Directorate
ଆକ୍ସନ ମୋଡ୍‌ରେ ଇଡି; ଚିଟଫଣ୍ଡ ସଂସ୍ଥାରେ କରୁଛି ବଡ଼ଧରଣର ଚଢ଼ାଉ

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

Anti-Corruption Bureau Raid
କୁବେର ସରକାରୀ ବାବୁ...ମିଳିଲା ଶହେ କୋଟିର ସମ୍ପତ୍ତି, ନଗଦ ୪୦ ଲକ୍ଷ ଓ ଟଙ୍କାଗଣା ମେସିନ

ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍‌ ବାଲକୃଷ୍ଣଙ୍କ ୪ଟି ଲକର୍‌ ଠାବ କରିଛନ୍ତି ।

ED Raid
EDକୁ ବଡ଼ ସଫଳତା ! ନଗଦ ୫ କୋଟି ସହ ୫ କିଲୋ ସୁନା, ଏକାଧିକ ବନ୍ଧୁକ ଓ ୩୦୦ ଗୁଳି ଜବତ

ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖନନ କରାଯାଇଥିବାର ତଥ୍ୟ ପ୍ରମାଣ ମଧ୍ୟ ED ହାତରେ ଲାଗିଛି ।

Desi Liquor
ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ?

ଓଡ଼ିଶାରେ ଦେଶୀ ମଦର ସାମ୍ରାଜ୍ୟ କେତେ ବଡ଼ ? ରାଜ୍ୟରେ କେତେ ଲୋକ ପିଉଛନ୍ତି ଦେଶୀ ? ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ? ଅସାଧୁ ମଦ ବେପାରୀଙ୍କ ସାମ୍ରାଜ୍ୟ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ, ନା ଏହା କବଳରେ ସାରା ଓଡ଼ିଶା ? କେମିତି ଅସାଧୁ ଉପାୟରେ କୋଟି କୋଟି କମାଉଛନ୍ତି ମଦ ବେପାରୀ ?

Sunil Padhi
ଧରା ପଡ଼ିଲେ ଜେଇ, ଛାତରୁ ହୋଇଥିଲେ ଚମ୍ପଟ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ ।

Vigilance
ଭିଜିଲାନ୍ସ ଛାଟ ଡର; ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ ।

Night Clubs Raid
ରାତି ତମାମ ଚାଲୁଛି ବାର୍‌ ଆଉ ପବ୍‌; ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ..

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାତି ଅଧିଆ ରାଜଧାନୀର ବିଭିନ୍ନ ବାରରେ ରେଡ୍ କଲା ପୋଲିସ ।

Bar Raid
ଆଗରୁ ଶୋଇଥିଲା, ଏବେ ଉଠିଲା ! ଅଧ ରାତିରେ ବାର ଉପରେ ରେଡ୍‌ ମାରୁଛି ଅବକାରୀ ଟିମ୍‌

ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ପଶିଲା ଚେତା । ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକାଙ୍କ ନିୟୋଜନ ନେଇ ରାଜଧାନୀରେ ଘନ ଘନ ଚଢ଼ାଉ ।

DN Group
DN Groupରେ ୩୬ ଘଣ୍ଟା ହେଲା ଚାଲିଛି ରେଡ୍, ତଥାପି ସରିବାର ନାଁ ଧରୁନି...!

୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ ।

Padmapur politics
ପଦ୍ମପୁର ଉପନିର୍ବାଚନ: ବଢୁଛି ଚର୍ଚ୍ଚା...ଦଳ ନୁହେଁ ଦୁଇ କଳ କରୁଛନ୍ତି ଫାଇଟ୍‌..!

ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍‌ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।

Central Team Raids In Padampur
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ !

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।

Note Bundle
ଗଞ୍ଜେଇ ଧରିବାକୁ ହୋଇଥିଲା ଚଢ଼ାଉ, ମିଳିଲା ପୁଳା ପୁଳା ଟଙ୍କା ବିଡ଼ା

ସଂପୃକ୍ତ ବ୍ୟକ୍ତି ବସ୍‌ରେ ବ୍ରହ୍ମପୁରରୁ କଟକ ଯାଉଥିଲା ବୋଲି ପୋଲିସ ଆଗରେ କହିଛି ।

NIA
ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ ଲିଙ୍କ ମାମଲରେ ୫ ରାଜ୍ୟର ୬୦ଟି ସ୍ଥାନରେ NIA ର ଚଢ଼ାଉ

ବହୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେଶ ସମେତ ବିଦେଶ ତଥା ଭାରତୀୟ ଜେଲରେ ଥାଇ ବି ବାହାରେ ନିଜ ଅପରେସନକୁ ଜୋରଦାର କରୁଛନ୍ତି । ଏହାକୁ ଦମନ କରିବାକୁ NIA ରେଡ କରିଛି ।

Gold Biscuit
ଗଞ୍ଜେଇ ରେଡ୍ ବେଳେ, ବାହାରିଲା ୨୩ ସୁନା ବିସ୍କୁଟ୍‌ ! ୧ କୋଟି ୨୨ ଲକ୍ଷ ନଗଦ ବି ଜବତ

ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍‌ଟି ବିଭାଗର ଖୋଳତାଡ଼ ।

Over Rs 3 Crore Cash Seized From Drug Official
ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍: ଖଟ ତଳେ ଲୁଚାଇ ରଖିଥିଲେ କୋଟି କୋଟି ଟଙ୍କା

ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍। ରେଡ୍‌ ବେଳେ କୋଟି କୋଟି ଟଙ୍କା ଜମିର କାଗଜପତ୍ର, ସୁନା ଓ ରୁପା ଅଳଙ୍କାର, ୪ଟି ଲକ୍‌ଜୁରି କାର୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି। 

Jitu Pattnaik
ED ରେଡ୍‌ ନେଇ ମୁହଁ ଖୋଲିଲେ ଖଣି ମାଲିକ ଜିତୁ ପଟ୍ଟନାୟକ

ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।

Nayagarh CDMO Raid
କି ସାହସ.. ମାନିବାକୁ ପଡ଼ିବ ! ସରକାରୀ ଘରେ ମେଡିକାଲ ପରିସରରେ ଡାକ୍ତର ଖୋଲିଥିଲେ କ୍ଲିନିକ୍‌

ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।

Bar In Bhubaneswar Raided For Flouting Covid Norms
ବାରରେ ରେଡ୍

ରାଜଧାନୀରେ ବାର୍ ଉପରେ ପୋଲିସର ଚଢାଉ। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବାରରେ ପୋଲିସ ରେଡ୍।