ବେଙ୍ଗାଲୁରରେ ଲଗାତାର ଦୁଗ୍ଧ ଦର ବୃଦ୍ଧି ପାଉଥିବା ବେଳେ ଏବେ ଦୁଗ୍ଧ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରମାନେ ଲୋକଙ୍କ ଗେଟ୍ରେ ଟଙ୍ଗାଯାଇଥିବା କ୍ଷୀର ଓ ଦୁଗ୍ଧ କ୍ରେଟକୁ ଟାର୍ଗେଟ କରୁଛନ୍ତି। ସିସିଟିଭି ଫୁଟେଜରେ ଏହି ଭିଡିଓ ରେକର୍ଡ ହୋଇଛି।
ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଅଣଓଡ଼ିଆଙ୍କ ଆଗ୍ରହ ବଢ଼ୁଛି । ଓଡ଼ିଶା ଦୁଗ୍ଧ ଚାଷୀ ପ୍ରଭାବିତ ହେବାର ଆଶଙ୍କା ।