• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Golden Temple

Golden Temple Attack Attempt by Pakistan Foiled by Indian Forces Using Akash Missile, L-70 Gun
ପାକିସ୍ତାନର ନିଶାନାରେ ଥିଲା ଗୋଲଡେନ୍ ଟେମ୍ପଲ

ମେ ୭-୮ ରାତିରେ ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବ ଅମୃତସରରେ ଥିବା ଶିଖ୍ ସଂପ୍ରଦାୟର ଏହି ପ୍ରମୁଖ ଧର୍ମସ୍ଥଳୀକୁ ମିଜାଇଲ୍ ଓ ଡ୍ରୋନ୍ ଆଟାକ୍ କରିଥିଲା ପାକିସ୍ତାନ । ଅପରେସନ୍ ସିନ୍ଦୂରର ବଦଲା ଭାବେ ଭାରତରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚକ୍ରାନ୍ତ କରିଥିଲା ଶତ୍ରୁ। ତେବେ ଗୋଲଡେନ ଟେମ୍ପଲକୁ ଅଭେଦ୍ୟ କବଚରେ ଘୋଡ଼ାଇ, ପାକିସ୍ତାନର ସବୁ ଚାଲ୍ କୁ କେମିତି ପଣ୍ଡ କରିଥିଲା L-70 ଗନ୍ ଓ ଆକାଶ ମିଜାଇଲ୍, ତାର ଡେମୋ ଦେଖାଇଛି ଭାରତୀୟ ସେନା ।

swarna mandir
Golden Temple Defensive Measures: ୫୪ବର୍ଷ ପରେ ଅନ୍ଧାର ହୋଇଥିଲା ସ୍ବର୍ଣ୍ଣ ମନ୍ଦିର, ମିସାଇଲ୍ ଓ ଡ୍ରୋନ୍ ଆଟାକକୁ ପଣ୍ଡ କରିଥିଲା ଭାରତୀୟ ସେନା

ପାକିସ୍ତାନ ୫୪ ବର୍ଷ ପରେ ସ୍ବର୍ଣ୍ଣମନ୍ଦିରକୁ ରାତି ଅନ୍ଧାର କରି ଆକ୍ରମଣ ଚେଷ୍ଟା କରିଥିଲା। ୭ ଓ ୮ ମେ ରାତିରେ ଏହି ଆକ୍ରମଣ କରାଯାଇଥିଲା ଯାହାକୁ ଭାରତୀୟ ସେନାର L-70 ଗନ୍ ଓ ଆକାଶ ମିଜାଇଲ୍ ସିଷ୍ଟମ୍ ବ୍ୟବହାର କରି ପ୍ରତିହତ କରାଯାଇଥିଲା। ୧୯୬୫ ଓ ୭୧ରେ ପ୍ରଥମେ ସେହି ପରିସ୍ଥିତି ଜଣାଗଲା। ପିଓକେର ଆତଙ୍କୀ ଆକ୍ରମଣ ପରେ ସେନା ପକ୍ଷରୁ ସତର୍କତାର ଭାଗ ହେଲା। ମେଜର୍ ଜେନେରାଲ୍ କାର୍ତ୍ତିକ ସି. ଶେଷାଦ୍ରି ପବିତ୍ର ସ୍ଥଳୀକୁ ସୁରକ୍ଷା ଦେବାକୁ ବଢା ମାତ୍ରାରେ ସିଷ୍ଟମ୍ ମୁତୟନ କଲେ।

ଟାର୍ଗେଟ ଥିଲା ସ୍ୱର୍ଣ୍ଣ ମନ୍ଦିର
ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର

ଅମୃତସର ଗୋଲଡେନ୍ ଟେମ୍ପଲକୁ ଟାର୍ଗେଟ କରିଥିଲା ପାକିସ୍ତାନ। ମେ ୬-୭ ତାରିଖରେ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ କରିଥିଲା। କିନ୍ତୁ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା।

ଟାର୍ଗେଟ ଥିଲା ସ୍ୱର୍ଣ୍ଣ ମନ୍ଦିର
Pakistan Targets with Missiles: ପାକିସ୍ତାନ ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଆତଙ୍କୀସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିଥିଲା ଭାରତୀୟ ସେନା

କେମିତି ପାକିସ୍ତାନ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରକୁ ଅକାମୀ କରିଥିଲା ସେନା । ସ୍ବର୍ଣ୍ଣମନ୍ଦିର ଓ ଅମୃତସର ସହରକୁ ସୁରକ୍ଷା ଯୋଗାଇଥିଲେ ତା’ର ଡେମୋ ପ୍ରଦର୍ଶନ କରାଯାଇଛି ।

Sukhbir Singh Badal Firing
Sukhbir Singh Badal Firing: ସ୍ୱର୍ଣ୍ଣ ମନ୍ଦିରରେ ଫୁଟିଲା ଗୁଳି; ଅଳ୍ପକେ ବର୍ତ୍ତିଲେ SAD ମୁଖ୍ୟ ସୁଖବୀର ସିଂ ବାଦଲ

ଆଜି ସ୍ୱର୍ଣ୍ଣ ମନ୍ଦିର ପ୍ରବେଶ ଦ୍ୱାରରେ ବାବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ପୂର୍ବତନ ଆତଙ୍କବାଦୀ ନାରାୟଣ ସିଂ ଚୌରା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ କରିଥିଲା। ନାରାୟଣ ସିଂ ଚୌରାକୁ ଉପସ୍ଥିତ ଥିବା ଲୋକଙ୍କୁ ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ।

Elderly man sells lemonsoda
ମୋର କେହି ନାହାନ୍ତି...ନିଜେ ଖଟିଲେ ସଂସାର ଚାଲିବ

ବାବୁ ମୋର କେହି ନାହାନ୍ତି । ୮୦ ବର୍ଷ ହେଲାଣି କିନ୍ତୁ ମୁଁ କାମ କରୁଛି...ନିଜେ ନଖଟିଲେ ଖାଇବି କଣ?