• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Student Suicide

KIIT Suicide Row
KIIT Suicide Row: ଖୋଲିବ ‘କିଟ୍’ କାଣ୍ଡର ଗୁମର, କମ୍ପାସରେ ପଶି ଉଚ୍ଚସ୍ତରୀୟ କମିଟିର ତନାଘନା

ନେପାଳୀ ଛାତ୍ରୀ ମୃତ୍ୟୁ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍, ବହିଷ୍କାର ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି । କିଟ୍ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚାରଉଚରା କଲା ।

KIIT Student Suicide Row
KIIT Student Suicide Row: କିଟ୍ କାଣ୍ଡକୁ ନେଇ ବଢୁଛି ତାତି; ମୁହଁ ଖୋଲୁନାହାନ୍ତି ମୁଖିଆ ଅଚ୍ୟୁତ

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି ।

ପାଟି ଖୋଲୁ ନାହାନ୍ତି ପ୍ରତିଷ୍ଠାତା
KIIT Student Death: କିଟ୍‌ ତାତି: ୩ ଦିନ ପରେ ବି କାହିଁକି ଚୁପ୍‌ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ?

ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ ଅଚ୍ୟୁତ ସାମନ୍ତ ।

ପୁଣି ଏକ ସାଂଘାତିକ ଭିଡିଓ ଭାଇରାଲ
KIIT University Viral Video: ସାମ୍ନାକୁ ଆସିଲା କିଟ୍‌ର ଆଉ ଏକ ଭାଇରାଲ ଭିଡିଓ, ଦେଖନ୍ତୁ...

ଏବେ ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ହଷ୍ଟେଲ ରୁମ୍‌ କବାଟ ଭାଙ୍ଗୁଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। କୁହାଯାଉଛି ଇଏ ହେଉଛି ନେପାଳୀ ଛାତ୍ରୀ ମୃତ୍ୟୁବରଣ କରୁଥିବା ହଷ୍ଟେଲ୍ ରୁମ୍‌ର ଭିଡିଓ ।

KIIT Student Death Case
KIIT Student Death Case: କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ୫ ଗିରଫ ହେଲେ। ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ ହୋଇଛନ୍ତି । 

KIIT
KIIT University: ବାପାଙ୍କ ଆଗରେ କିଟ୍‌ ଛାତ୍ରୀଙ୍କର ହେଲା ଶବ ବ୍ୟବଚ୍ଛେଦ

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ପିଲାମାନଙ୍କୁ ଫେରାଇ ଆଣିବା ପାଇଁ କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି।

KIIT Girl Student Suicide Issue
KIIT University Student Suicide Cases: କିଟ୍‌ରେ ଆତ୍ମହତ୍ୟା ନୂଆ ନୁହେଁ, ପୂର୍ବରୁ ବି ହୋଇଛି ଆତ୍ମହତ୍ୟା

ଏହା ପ୍ରଥମ ଥର ପାଇଁ ନୁହେଁ ଯେ କିଟ୍‌ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ଅନେକ ଥର କିଟ୍‌ ବିଶ୍ୱ ବିଦ୍ୟାଳୟ ପରିସରରେ ଆତ୍ମହତ୍ୟା ହୋଇଛି ।

ପ୍ରେମ ପାଇଁ କିଟ୍ ବଦନାମ୍
KIIT Campus Controversy: ସଞ୍ଜ ହେଲେ ଅସଞ୍ଜତ କିଟ୍ ଛକ ! କହି ହେଉନି କି ସହି ହେଉନି

ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଛନ୍ତି ନେପାଳର ଜଣେ ଛାତ୍ରୀ । ଧୋକାବାଜ୍‌ ପ୍ରେମିକ, ଛାତ୍ରୀଙ୍କ ସହ କିଛି ଅନ୍ତରଙ୍ଗ ସମୟ ବିତାଇବା ପରେ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି । ତେବେ ସାଧାରଣ ଲୋକଙ୍କ ପ୍ରଶ୍ନ, କାହିଁକି ସଞ୍ଜ ହେଲେ ଅସଞ୍ଜତ ହେଉଛି କିଟ୍ ଛକ ?

KIIT Suicide Row
KIIT Suicide Row: ବିଧାନସଭାରେ କିଟ୍ ତାତି, ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ

କିଟରେ ପଢ଼ୁଥିବା ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ । ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ବିଜେପି ବିଧାୟକ ବାବୁ ସିଂ ।

KIIT
'ଅଚ୍ୟୁତ ସାମନ୍ତଙ୍କୁ ଗିରଫ କର'

ଗୃହରେ କିଟ୍ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ ବାବୁ ସିଂ। କହିଲେ, କିଟ୍‌ର ଏଭଳି ଆଚରଣ ପାଇଁ ଓଡ଼ିଶା ଭାରତ ବର୍ଷରେ ଲଜ୍ଜିତ। ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ...

କିଟ୍‌ କେଳେଙ୍କାରୀ !
KIIT Controversy: KIIT ବିରୋଧରେ ଅଭିଯୋଗର ଫର୍ଦ୍ଦା ବହୁ ଲମ୍ବା, KISS ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ !

ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ ।

KIIT
ଲଗାମ ଛଡ଼ା କିଟ୍‌ ଛାତ୍ରଛାତ୍ରୀ

ଲଗାମ ଛଡ଼ା କିଟ୍‌ ଛାତ୍ରଛାତ୍ରୀ ! କର୍ତ୍ତୃପକ୍ଷଙ୍କ ବି ନାହିଁ ନିଘା ! ପିଲାଙ୍କୁ ଘାରୁଛି ପ୍ରେମ । ସଂଧ୍ୟା ହେଲେ ରାସ୍ତାଜାମ୍ । କିଟ୍‌ କ୍ୟାମ୍ପସ ନିକଟରେ ଛାତ୍ରଛାତ୍ରୀ ଖାଉଛନ୍ତି ନିଶା । ଏମିତିକି ରାସ୍ତାରେ ବି ଗଢ଼ୁଛନ୍ତି । ଏସବୁ କଥା ଯାହା ଆମେ କହିଲୁ ଏଠାରେ ଦୀର୍ଘଦିନ ଧରି ଚାଲି ଆସୁଛି ।

kiit-university-girl-student-s-death
KIIT Student Death: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଦ୍ଭିକଙ୍କ ସହ ବ୍ରେକ୍‌ଅପ୍‌ ପରେ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଏହାପରେ କଲେଜ୍‌ର ଅନ୍ୟ ସାଥୀ ଛାତ୍ରମାନେ ପ୍ରତିବାଦ ସ୍ୱରୂପ କ୍ୟାମ୍ପସ ନିକଟରେ ରାସ୍ତା ଅବରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିବା ସହିତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଆଗରେ ନାରା ବାଜି କରିଛନ୍ତି।

Class 12 student dies by suicide
UP Student Suicide: 'ମୋତେ କ୍ଷମା କରିଦେବ, ଆଦୌ କାନ୍ଦିବ ନାହିଁ ମମି-ପାପା'.. ଏମିତି ଲେଖି ଝୁଲିପଡ଼ିଲେ ଛାତ୍ରୀ

ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍‌ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।

Student
+2 Student Suicide in College Campus: କ୍ଲାସ୍‌ରୁ ଉଠି ଆସି ତୃତୀୟ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍‌ କରିବା ପାଇଁ ଯାଇଥିଲେ।

Student Shoots Himself
Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

Student Suicide
ଚାଷୀ ଆତ୍ମହତ୍ୟାକୁ ବଳିଗଲା ଷ୍ଟୁଡେଣ୍ଟ ସୁଇସାଇଡ୍ !

NCRBର ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ବାର୍ଷିକ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ମାମଲା ବଢ଼ିଛି ୪ ପ୍ରତିଶତ ।

Student suicides: An epidemic sweeping India
ଡରାଇଲା ଏନସିଆର୍‌ବି ରିପୋର୍ଟ; ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।

Plus Two Students
ସହିପାରିଲେନି ମାନସିକ ନିର୍ଯାତନା ! ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ ।

Seven Telangana students die
ରେଜଲ୍ଟ ବାହାରିବାର କିଛି ଘଣ୍ଟାରେ ଜୀବନ ହାରିଲେ ୭ଛାତ୍ରଛାତ୍ରୀ; ଫେଲ୍ ହୋଇଥିବାରୁ ଚରମ ନିଷ୍ପତ୍ତି !

ଏହି ଘଟଣା ସାମନାକୁ ଆସିବା ପରେ ତେଲେଙ୍ଗାନା ରାଜ୍ୟ ବୋର୍ଡ ପୁନଃ ମୂଲ୍ୟାୟନ ପାଇଁ ଆପ୍ଲିକେସନ ପ୍ରୋସେସ୍ ଆରମ୍ଭ କରିଛି। ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ସେମାନେ ଏଥିପାଇଁ ଆବେଦନ କରିପାରିବେ।

Crime
ମୁଁ ଆଉ ବଞ୍ଚିପାରିବିନି, କଲେଜର କିଛି ଛାତ୍ର ଓ ଶିକ୍ଷକ ମୋ ସହ...

ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

Schoolgirl Suicide
ଚୋରି ଅଭିଯୋଗ ଆଣିଲେ, ବିବସ୍ତ୍ର କରି ସର୍ଚ୍ଚ କଲେ; ଅପମାନ ସହି ନପାରି ଜୀବନ ହାରିଲେ ଛାତ୍ରୀ

ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।

Student Suicide
ପରୀକ୍ଷା ଚାପରେ ଛାତ୍ରଙ୍କ ଆତ୍ମହତ୍ୟା...୨୨ମହଲାରୁ ଡେଇଁ ପଡ଼ିଲେ

ଆଦିତ୍ୟ ଗତବର୍ଷ ପରୀକ୍ଷାରେ ପାସ କରିପାରିନଥିଲେ। ଚଳିତବର୍ଷ ପୁଣି ଥରେ ପରୀକ୍ଷା ଦେଇଥିଲେ। ଗତକାଲି ଇଂରାଜୀ ପରୀକ୍ଷାରେ ଭଲ କରିନଥିବାରୁ ମାନସିକ ଚାପରେ ଥିଲେ।

Medical Student
ରାଜଧାନୀରେ ମେଡିକାଲ ଛାତ୍ରୀଙ୍କ ଆତ୍ମହତ୍ୟା ! ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିବାର ମଧ୍ୟ ଆସି ପହଞ୍ଚିଛନ୍ତି।

Rajasthan Student Suicide
ବର୍ଷକରେ ୨୩ ଜଣଙ୍କ ଆତ୍ମହତ୍ୟା, ଗତ ୨୪ ଘଣ୍ଟାରେ ୨ ଜଣ ହାରିଲେଣି ଜୀବନ

ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।