• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Fraud Rahul Sahu
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲୁଟୁଥିଲା ଲୋକଙ୍କୁ..!

ତାଳଚେର, ଅନୁଗୁଳଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ଠକେଇ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ରାହୁଲ ପାଖରୁ ଆଶାୟୀଙ୍କ ସାଟିଫିକେଟ, ବାୟୋଡାଟା ଏବଂ ଚେକକୁ ଜବତ କରିଛି।

Jharpada Jail
ପୁଣି ଚର୍ଚ୍ଚାରେ ଝାରପଡା ଜେଲ୍, ଅଡିଓ ଜାରିକଲେ ଆକ୍ରମଣର ଶିକାର ସୌମ୍ୟ

ଝାରପଡା ଜେଲ କଏଦୀ ଆକ୍ରମଣ ଘଟଣାରେ ତଦନ୍ତ ରିପୋର୍ଟ ହୋଇଛି ଦାଖଲ। ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ଡିଆଇଜି ଅନୁସୂୟା ଜେନା।

UP Woman Molested In Ambulance
ଆମ୍ୱୁଲାନ୍ସ ଭିତରେ ମହିଳାଙ୍କୁ ଅସାଦାଚରଣ, ବିରୋଧ କରିବାରୁ...

ଆମ୍ୱୁଲାନ୍ସ ଭିତରେ ମହିଳାଙ୍କୁ ଅସାଦାଚରଣ । ବିରୋଧ କରିବାରୁ ଅକ୍ସିଜେନ ସପୋର୍ଟ କାଢ଼ି ଅସୁସ୍ଥ ସ୍ୱାମୀଙ୍କୁ ଗାଡ଼ିରୁ ଫିଙ୍ଗିଦେଲେ ।

Jharpada Jail Attack
ଡିଆଇଜିଙ୍କ ତଦନ୍ତ ନିରପେକ୍ଷ ନୁହେଁ: ପ୍ରଶ୍ନ ଉଠାଇଲେ ଆହତ ସୌମ୍ୟକାନ୍ତ ମହାନ୍ତି

ଝାରପଡ଼ା ଜେଲ୍ ରେ ବନ୍ଦୀଙ୍କୁ ହାଇଦର ପୁଅ ଓ ସାଥୀଙ୍କ ଆକ୍ରମଣ ଘଟଣା । ଆକ୍ରମଣ ପରେ ହେଉଥିବା ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆହତ। ଜେଲରୁ ଅଡିଓ ଜାରି କଲେ ଆହତ ବନ୍ଦୀ ସୌମ୍ୟକାନ୍ତ ମହାନ୍ତି ।

Student Found
ଦୁଇ ଦିନ ପରେ ମିଳିଲା ଦୁଇ ଛାତ୍ରଙ୍କ ମୃତଦେହ, ଖୋଳତାଡ଼ କରୁଛି ପୋଲିସ

ଯାଜପୁର ଧର୍ମଶାଳା ଥାନା ରଥିଆ ଗାଁ ନିକଟ ନାଳରୁ ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ୩ ତାରିଖରୁ ନିଖୋଜ ଥିଲେ ଅଭୟପୁରର ରୁଦ୍ର ପ୍ରସାଦ ବେହେରା। ରୁଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

Stolen
Special Story: ଚାହୁଁ ଚାହୁଁ ଲୁଟ୍‌ ହୋଇଗଲା ୫ ଲକ୍ଷ ଟଙ୍କା; ଦେଖିଲେ କରିପାରିବେନି ବିଶ୍ବାସ...

ଜଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍‌ କରିନେଇଛି । ଯାହାର ଦୃଶ୍ୟ ଦେଖିଲେ ଆପଣ ବିଶ୍ବାସ କରିପାରିବେନି ।

Jewelry Worth 5 Lakh Rupees Stolen
ଆଖି ପିଛୁଳାକେ ଗହଣା ନେଇ ଛୁ'

ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍‌ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍‌ କରୁଛନ୍ତି ।

  • Thursday, 05 September 2024
  • Loot
Fake Currency Racket
ୟୁପି ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ ରାକେଟ୍ ସହ ଦେଶଦ୍ରୋହୀ ମାମଲାରେ ଓଡ଼ିଶା ଲିଙ୍କ୍

ଓଡ଼ିଆ ମୌଲବୀ ସହ ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ୟୁପି ପୋଲିସର ଆଖି ଏବେ ଓଡ଼ିଶା ଉପରେ।...

  • Wednesday, 04 September 2024
Fake Currency Racket
ଛାପୁଥିଲେ ନକଲି ନୋଟ୍, ପଢ଼ାଉଥିଲେ RSS ବିରୋଧୀ ପାଠ; ଭଦ୍ରକ ଜିଲ୍ଲାର ମୌଲବୀ ଗିରଫ...

ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ । 

Fake Note Racket
ଉତ୍ତର ପ୍ରଦେଶ ଜାଲ୍‌ ନୋଟ୍‌ କାରବାର ପଛରେ ଓଡ଼ିଶା ଲିଙ୍କ୍ !

ମଦ୍ରାସାରେ ଜାଲ୍‌ ନୋଟ୍‌ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍‌ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି।

Crime Against Women
ନାରୀଙ୍କୁ ସମ୍ମାନ ଦେବାକୁ ଅନେକ ସ୍ଲୋଗାନ, ହେଲେ କମୁଛି କି ଦୁଷ୍କର୍ମ ?

ନାରୀଟିଏ କେଉଁଠି ସୁରକ୍ଷିତ ? ଅଫିସ, ଘର, ରାଜରାସ୍ତା ଆଉ ମା’ର ଜରାୟୁ। ସୃଷ୍ଟି ଆରମ୍ଭ ଦିନରୁ ଏ ନେଇ ଚାଲିଛି କେତେ ତର୍ଜମା। ନାରୀ ନିଜକୁ ଏ ପ୍ରଶ୍ନ ପଚାରେ, ସେ କେଉଁଠି ସୁରକ୍ଷିତ !

  • Tuesday, 03 September 2024
Victim’s Family Demands Accused's Expulsion
୩ ଦିନ ପରେ ବି ଯୁବତୀଙ୍କ ମୃତଦେହ ନେଉନାହାନ୍ତି ପରିବାର

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ ।

Murder case
ଗୋଚାଲାଣକାରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ଗୁଳି ମାରିଦେଲେ

ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟ ଗିରଫ । ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ଗୋରକ୍ଷକ ।

Hindu Teachers Targeted
Special Story: ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଶୋଚନୀୟ; ବଳି ପଡ଼ୁଛନ୍ତି ଶିକ୍ଷକ... 

କଡ଼ା ଦାଗିଦ୍‌ । ଶୀଘ୍ର ଚାକିରି ଛାଡ଼ନ୍ତୁ । ସ୍ଥାନୀୟ ଲୋକ ଓ ସରକାରଙ୍କ ନାଲି ଆଖିକୁ ଦେଖି ଅଗଷ୍ଟ ୫ ତାରିଖରୁ ବର୍ତ୍ତମାନ ସୁଦ୍ଧା ୫୦ ଜଣ ଶିକ୍ଷକ ଚାକିରି ଛାଡ଼ି ସାରିଲେଣି ।

Sanjay
କୋଲକାତା କାଣ୍ଡ: ସଞ୍ଜୟର ବଡ଼ ବୟାନ...

ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସପେନ୍ସ । ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି ।

Naveen- Hinjili
ଖୋଦ୍ ନବୀନଙ୍କ ଗଡ଼ ହିଞ୍ଜିଳିରେ ୨୪ ବର୍ଷ ଭିତରେ ଗଡ଼ିଛି ଶହେ ଶହେଟି ମୁଣ୍ଡ

ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି। 

  • Monday, 02 September 2024
Vigilance Raid
ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।

  • Monday, 02 September 2024
Jharpada Jail
ଝାରପଡ଼ା ଜେଲରେ ଚାଲିଛି କି ଗୁଣ୍ଡାରାଜ ?

ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ସୁପରିଟେଣ୍ଡେଣ୍ଟଙ୍କ ଯାଏଁ ପଚରାଉଚରା କରିଥିବାବେଳେ କାଲି ଆକ୍ରମଣର ଶିକାର ସୌମ୍ୟକାନ୍ତ ମହାନ୍ତିଙ୍କ ହାତଲେଖା ଚିଠିକୁ ନେଇ ବଢ଼ିଛି ଚିନ୍ତା।

  • Monday, 02 September 2024
Sandeep ghosh
କୋଲକତା ଅଭୟାକାଣ୍ଡ; ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।

  • Monday, 02 September 2024
Jharpada Jail
ସେଇଟା ଜେଲ ନାଁ ହୋଟେଲ ? ଟଙ୍କା ଦେଲେ କଏଦୀଙ୍କୁ ମିଳୁଛି VIP ଟ୍ରିଟମେଣ୍ଟ..!

ବିଚାରାଧୀନ କଏଦୀଙ୍କୁ ହାଇଦର ପୁଅର ଆକ୍ରମଣର ଖୋଳତାଡ଼ । ସମସ୍ୟା ବଢ଼ାଇଛି ହାଉଜାଉ କଏଦୀ ।

 drunk man
ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

ଛୋଟ ଭୁଲ୍‌ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ  ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍‌ ।

Murder
ଏକାଠି ରହିବାକୁ କହିଲା ସ୍ତ୍ରୀ; ଛୁରି ଭୁସି କାର୍ ଭିତରେ ଜୀବନ ନେଲା ସଇତାନ୍ ସ୍ୱାମୀ

ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ।

  • Monday, 02 September 2024
  • Murder
Vigilance net
ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ; ୫ଟି ସ୍ଥାନରେ ଚାଲିଛି ରେଡ୍

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ ।

CBI
ଅଭୟା କାଣ୍ଡକୁ ୨୩ଦିନ; କ୍ରାଇମ୍ ସ୍ପଟରେ ସିବିଆଇର ତନାଘନା

କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ।

Fake Police
ଅସଲି ପୋଲିସ ହାତରେ ନକଲି ପୋଲିସ, ମିଛ ପରିଚୟ ଦେଇ ଯୁବତୀଙ୍କୁ କରୁଥିଲା ବିବାହ

ଫେସବୁକରେ ନିଜକୁ ଇନ୍ସପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ।