Defrauding People In Odisha
ରାଜଧାନୀରେ ଠକେଇ ପାଇଁ ହାଇପ୍ରୋଫାଇଲ୍ ଯୋଡ଼ିଙ୍କ ହାଇପ୍ରୋଫାଇଲ୍ ଡ୍ରାମା। ନିଜକୁ ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁର ମିଛିମିଛିକା ପରିଚୟ ଦେଇ ବଡ଼ ବଡ଼ିଆଙ୍କୁ ଚୁନା ଲଗାଉଥିଲେ । ଏପରିକି ପ୍ରଭାବଶାଳୀ ଅଫିସରଙ୍କ ଫଟୋ ସହ ନିଜ ଫଟୋକୁ ଯୋଡ଼ି ବିଛାଇଥିଲେ ମହାଠକେଇର ଜାଲ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)