• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Migrant Labourer

ସଂଚିଥିଲେ ଝାଳବୁହା ଅର୍ଥ, ସବୁ ଚାଲିଗଲା
Cyber Fraud: ଦାଦନ ଖଟି ସଞ୍ଚିଥିଲେ ଟଙ୍କା, ଚାହୁଁ ଚାହୁଁ ଗୋଲ୍ କରିଦେଲେ ସାଇବର ଅପରାଧୀ

ପେଟରୁ କାଟି ଓ ପକେଟ୍ ଖର୍ଚ୍ଚକୁ ବଞ୍ଚାଇ ଟଙ୍କା ସଂଚିଥିବା ଯୁବକ ଏବେ ସ୍ତ୍ରୀ, ପିଲାଛୁଆ ଏବଂ ବାପ ମା'ଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ, ସେଇ କଥା ଚିନ୍ତାର କାରଣ ହୋଇଛି। ସବୁ ସ୍ଵପ୍ନ ଏବେ ଧୂଳିସାତ ହୋଇଯାଇଛି । ବିନା ସ୍କାନ ଏବଂ ବିନା ଓଟିପିରେ ଟଙ୍କା କେମିତି ଗାଏବ ହୋଇ ଗଲା,ଏଇ କଥା ଭାବି ଭାବି ନିରାଶ ହୋଇ ପଡ଼ିଛନ୍ତି ଯୁବକ।

return 6 odia
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ ୬ ଓଡ଼ିଆ

ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।

Migrant labourer's Body Returns
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ: ମୁମ୍ବାଇରୁ ଆସିଲା ମରଶରୀର

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା ।

Migrant Labourer
ପୁଣି ଦାଦନ ଦୁଃଖ; ମୁମ୍ବାଇରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ଆଖିବୁଜିଲେ ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ଅଜୟ ସିଂ। ମହାରାଷ୍ଟ୍ରର ଥାନେ ଥାନା ଅନ୍ତର୍ଗତ ଦେବା ନିକଟସ୍ଥ ରେଳ ଧାରଣାରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

Migrant labourer
ଦାଦନ ଦୁଃଖର କରୁଣ ଚିତ୍ର, ସୁଦୂର ଦୁବାଇରେ କୋମାରେ ଅଛନ୍ତି ରାଜୁ

ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ ।

helpless sister
ଜଣ ଜଣ କରି ସବୁ ଚାଲିଗଲେ.. ଏକା ହୋଇଗଲେ ଦୁଇ ଭଉଣୀ

ଆଜି ଯଦି ସାନଭାଇ କଥା ମାନିଥାନ୍ତା.. ଦାଦନ ଖଟିବାକୁ ଯାଇ ନଥାନ୍ତା..ହୁଏତ ବଞ୍ଚିଯାଇଥାନ୍ତା.. ତାରି ମୁହଁକୁ ଚାହିଁ ଦୁଇ ଭଉଣୀ ଆଗକୁ ବଢିଥାନ୍ତେ.. ହେଲେ ବିଧାତା ବଇରି ସାଜିଲା..

Migrant labourer, Migrant Death
ଭେଣ୍ଡା ପୁଅ ଯାଇଥିଲା ଦାଦନ ଖଟି...ଚାଲିଗଲା ପ୍ରାଣ : ପାଗେଳି ହେଲାଣି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Migrant labourer
ପୁଅକୁ ହରାଇ ପାଗେଳି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Migrant labourer
ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !

ଶରତଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇଥିଲା ପୋଲିସ୍‌ । କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି ସେନେଇ ଆରମ୍ଭ କରିଥିଲା ତଦନ୍ତ । ପ୍ରଥମେ ଶରତଙ୍କ ମୋବାଇଲକୁ ଟ୍ରାକ୍‌ କରିବା ପରେ ଜଣାପଡିଥିଲା କି, ଶରତ ତାମିଲନାଡୁରେ ନୁହେଁ ବରଂ ମୁମ୍ବାଇରେ ଅଛନ୍ତି । ଆଉ ମୁମ୍ବାଇରେ ପହଞ୍ଚିବା ପରେ ଶରତଙ୍କୁ ଉଦ୍ଧାର କରିବା ସହିତ ସେ କାହିଁକି ଏମିତି ମିଛ ଫଟୋ ଘରକୁ ପଠାଇଥିଲେ ସେନେଇ ପଚରାଉଚରା କରୁଛି ପୋଲିସ୍‌ ।

Bonded Labor
ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।

Migrant Labour
ଦାଦନ ଖଟିବାର ୧୦ ଦିନ ପରେ ଗାଁକୁ ଶବ ହୋଇ ଫେରିଲା ପୁଅ

ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।

Migrant Labour
ଦାନା ପାଇଁ ଦାଦନ ଯାଇଥିଲେ...ଶବ ହୋଇ ଫେରିଲେ

ଦାନା ପାଇଁ ଦାଦନ ଯାଇଥିଲେ, ୧୦ ଦିନ ହୋଇନି ଶବ ହୋଇ ଫେରିଲେ। ଗାଁ ଭିତରକୁ ଆମ୍ବୁଲାନ୍ସ ପଶୁଛି, କାନ୍ଦବୋବାଳିରେ ଏରିଆ ଫାଟୁଛି। ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ, ଛାତି ବାଡେଇ କାନ୍ଦୁଛି ବାପା ।

Special story
ଦାଦନ ନିର୍ଯାତନାର ବର୍ବର କାହାଣୀ : ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼

ଅସହାୟ ଅବସ୍ଥାରେ ୪ ଦିନ ଧରି ପଡ଼ି ରହିଲେ, ଓଟିଭିରୁ ଖବର ଦେଖି ହସ୍ପିଟାଲ୍ ନେଲା ପ୍ରଶାସନ

Leg And Palm Of A Migrant Labourer From Gajapati Area Chopped Off
କାମ ଦେବାକୁ କହି ଘରୁ ଡାକି ନେଲେ; ପରେ ପାପୁଲି, ଗୋଡ଼ କାଟି ଦେଲେ

ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଟିଏ ଗୋଡ଼ କାଟି ଦେଲା ଦଲାଲ।  ଏତିକି ମାତ୍ର ଦୋଷ, କାମ କରିବା ପରେ ମଜୁରି ମାଗିଥିଲେ ଶ୍ରମିକ ଜଣକ।

Migrant Labourer Shot Dead In Jammu And Kashmir
ପୁଣି ଟାର୍ଗେଟ୍‌ କିଲିଂ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଧ୍ୟରାତ୍ରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Odia Migrant Labour Die
ବିବାହ ବେଦୀରେ ବସିବା ପୂର୍ବରୁ ଉଠିଲା କୋକେଇ, ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ଯୁବତୀ

ଆସନ୍ତା ବର୍ଷ ବିବାହ ବେଦୀରେ ବସିଥାନ୍ତେ ଓ ନୂଆ କରି ସଂସାର ଆରମ୍ଭ କରିଥାନ୍ତେ। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ସଂସାର କରିବା ପୂର୍ବରୁ ସବୁଦିନ ପାଇଁ ସଂସାର ଛାଡ଼ି ଆରପାରିକୁ ଚାଲିଗଲେ।

Migrant Labourer beaten in chattisgarh
‘ମୋ ଭାଇକୁ ମାର୍‌ପିଟ୍‌ କରୁଛନ୍ତି, ଖାଇବାକୁ ଦେଉ ନାହାନ୍ତି...ତାକୁ ଫେରାଇ ଆଣ’

କାମ ନମିଳିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରେ ମିଳିଲା ନିର୍ଯାତନା। ୪ ଜଣ ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଫସି ରହିଛନ୍ତି।

 Migrant Labourer
ପେଟ ପାଇଁ ନାଟ; ଚାଖଣ୍ତେ ପେଟ ପାଇଁ ଦାଦନ ଖଟୁଛନ୍ତି ବ୍ଲକ୍ ଉପାଧ୍ୟକ୍ଷ

ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍‌ଙ୍କ ଅସହାୟତାର କାହାଣୀ । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ବ୍ଳକ୍ ଉପାଧ୍ୟକ୍ଷ ହୋଇଥିଲେ ରାଜୁ ବାଗ୍ ।

Block Vice-Chairman
ନେତାରୁ ଦାଦନ ପାଲଟି ଯାଇଛନ୍ତି ରାଜୁ ବାଗ୍

ଥିଲେ ନେତା ହେଲେ ପେଟପାଟଣା ପାଇଁ ପାଲଟି ଯାଇଛନ୍ତି ଦାଦନ...