• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Patnagarh

ParcelBomb
Patnagarh Parcel Bomb Case: ପାଟଣାଗଡର ପାର୍ସଲବୋମା ଘଟଣାକୁ ପୁରିଲା ୭ବର୍ଷ, କ୍ଷଣିକରେ ଲୁହରେ ଭିଜିଥିଲା ବିବାହ ଉତ୍ସବ

ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ଇଞ୍ଜିନିୟର ସୌମ୍ୟଶେଖର ସାହୁଙ୍କ ବିବାହ ଉତ୍ସବରେ ଛାରଖାର ହୋଇ ଯାଇଥିଲା ପରିବାର। ରିସପସନ୍ ପାର୍ଟିକୁ ଆସିଥିବା ପାର୍ସଲରେ ଥିଲା ବୋମା, ଯାହାକୁ ଖୋଲିବା ମାତ୍ରେ ଘଟିଥିଲା ବିସ୍ଫୋରଣ। ଯେଉଁଥିରେ ଇଞ୍ଜିନିୟର ସୌମ୍ୟଶେଖର ସାହୁ, ନବବୋହୂ ରିମାରାଣୀ ଓ ଜେଜେମା ଗୁରୁତର ହୋଇଥିଲେ ।

Patnagarh Parcel Bomb Case
Patnagarh Parcel Bomb Case: ପାଟଣାଗଡ ପାର୍ସଲ ବୋମା ଘଟଣାକୁ ପୂରିଲା ୭ ବର୍ଷ; ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି...

ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ଆସିଛି । ଆଉ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ବି ଜେଲ ଭିତରେ ଥାଇ ସାମ୍ବାଦିକତା ପାଠ ପଢିସାରିଛି । କିନ୍ତୁ ଏସବୁ ଭିତରେ ଆଗକୁ ବଢିଛି ନ୍ୟାୟିକ ପ୍ରକ୍ରିୟା । 

Patnagarh Wedding Gift Blast
Patnagarh Parcel Bomb Case: ପାଟଣାଗଡ଼ ପାର୍ସଲ ବୋମା ମାମଲା; ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Ganda baja artists
ଛାତି ଦୁଲୁକାଇ ଦିଏ ଗଣ୍ଡାବାଜା

ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ

Samiti member appeals BDO
ବିଡିଓ ସାର୍, ଅନୁମତି ଦିଅ.. ମୁଁ ଦାଦନ ଖଟିବାକୁ ଯିବି

ଦର୍ଶକବନ୍ଧୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛି ଜଣେ ନାଚାର ଜନପ୍ରତିନିଧିଙ୍କ କଥା.. ପଦବୀ ଅଛି, କାମ କରିବାକୁ ଇଚ୍ଛାଶକ୍ତି ଅଛି ଆଉ କ୍ଷମତା ବି ଅଛି କିନ୍ତୁ ସେ ଅସହାୟ..

jawan death
ଭେଣ୍ଡିଆ ପୁଅ ଚାଲିଗଲା, ମାଆ ପାଗଳି

ସୀମାରେ ସୈନିକ ଥିଲେ, ପରିବାର ଚଳାଉଥିଲେ । ଅଧା ରାସ୍ତାରେ ସ୍ତ୍ରୀ, ପିଲା..ମାଆଙ୍କୁ ଛାଡ଼ି ଚାଲିଗଲେ । ଭେଣ୍ଡିଆ ପୁଅକୁ ହରାଇ ପାଗଳି ପ୍ରାୟ ମାଆ । ଭୂଇଁରେ ମୁଣ୍ଡ ବାଡ଼େଇ କାନ୍ଦୁଛି ସ୍ତ୍ରୀ

Special Story | 8 years in termite mound - OTV Special Story from Patnagarh
୮ ବର୍ଷ ହେଲାଣି ଉଇ ହୁଙ୍କା ଘରେ ବିତୁଛି ଜୀବନ...

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୮ ବର୍ଷ ହେଲାଣି ଉଇ ହୁଙ୍କା ପରି ଘରେ ବିତୁଛି ଜୀବନ। ବଡ଼ବାବୁଙ୍କୁ ଗୁହାରି କରି କରି କେହି ଶୁଣିଲେନି କି ବୁଝିଲେନି। ଭିକ୍ଷାବୃତ୍ତି କରି କୋଉଦିନ ଦୁଇ ମୁଠା ଖାଉଛନ୍ତି ତ ଆଉ କୋଉଦିନ ଉପାସ ରହୁଛନ୍ତି....ଭୋଟ୍‌ ନେବାକୁ ସମସ୍ତେ ଆସିଲେ ହେଲେ ଘର ଖଣ୍ଡିଏ ବେଳକୁ ମୁହଁ ମୋଡ଼ିଲେ....ଦୁଃଖୀ ଦୁଃଖ ଶୁଣିବାକୁ କେହି ନାହାନ୍ତି....

wedding gift blast
ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଧୀରେ ଧରେ ହେବାରେ ଲାଗିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି  ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ। ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍‌ଙ୍କୁ ଘରୁ ଉଠାଇ ନେଇ ମାରାଥନ୍‌ ଜେରା […]

wedding gift blast
କ୍ରାଇମବ୍ରାଞ୍ଚର ତନାଘନା

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍‌। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି […]

wedding gift
ପାଟଣାଗଡ଼ ପାର୍ସଲ ବୋମା ଘଟଣା : କ୍ରାଇମବ୍ରାଞ୍ଚ SIT ତଦନ୍ତ ଆରମ୍ଭ

କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍‌ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି। ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର […]