• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

mahavir jayanti 2023
Mahavir Jayanti: ‘ସୁଖ ଆମ ଭିତରେ ଅଛି, ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ’

୩୦ ବର୍ଷ ବୟସରେ ମହାବୀର ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ। ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହି ସାଧନାରୁ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ ତାକୁ ଜନସମାଜର କଲ୍ୟାଣ ପାଇଁ ପ୍ରଚାର କରିଥିଲେ।

Bhagwani Devi
୯୫ ବର୍ଷ ବୟସରେ ଗୋଲଡ ମେଡାଲ ଜିତିଲେ ଭଗବାନୀ ଦେବୀ

ବିଶ୍ୱ ମାଷ୍ଟର ଆଥଲେଟିକସ ଚାମ୍ପିୟନସିପରେ ପଦକ ଜିତିଲେ ଭଗବାନୀ ଦେବୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।

Ray Kurzweil
କୁର୍ଜୱିଲ୍ କିଏ ? ମଣିଷର ଅମରତ୍ୱ ସମ୍ପର୍କରେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ

ପୂର୍ବରୁ ସତ ହୋଇଛି କୁର୍ଜୱିଲଙ୍କ ଅନେକ ଆକଳନ । ଅତୀତରେ କଂପ୍ୟୁଟର ଓ ଟେକନୋଲୋଜି ସଂପର୍କିତ ସେ ଅନେକ ଭବିଷ୍ୟବାଣୀ କରିଥିଲେ ।

Ram Navami clash in West Bengal
ରାମନବମୀ ପରଠୁ ଅଶାନ୍ତ ପଶ୍ଚିମବଙ୍ଗ : ନାକେଦମ ମମତା ବାନାର୍ଜୀ ସରକାର

ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ତୀବ୍ର ଉତ୍ତେଜନା ।

 Artemis II Moon Mission
ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍ 

ଚନ୍ଦ୍ରର କକ୍ଷପଥରେ ଭ୍ରମଣ ପରେ ପୁଣି ଫେରିବେ ମହାକାଶଚାରୀ

twitter logo changed
ଟ୍ୱିଟର୍‌ରୁ ନୀଳ ପକ୍ଷୀ ଗାୟବ୍‌ ! 'ଡଗି'କୁ ନୂଆ ଲୋଗୋ କଲେ Elon Musk

ବିଳମ୍ବିତ ରାତିରେ ଟ୍ୱିଟରରେ ବଡ ପରିବର୍ତ୍ତନ । ଟ୍ୱିଟର ଆକାଉଣ୍ଟରେ ନୀଳ ପକ୍ଷୀ ବଦଳରେ ଏକ କୁକୁର (ଡଗି)କୁ ଦେଖିବାକୁ ମିଳିଥିଲା । ଏହା ଦେଖି ୟୁଜର୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Today Panchang
Today Panchang 4th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Humans Immortality
ମୃତ୍ୟୁକୁ ଟାଳିହେବ . . ୨୦୩୦ ବେଳକୁ ଅମର ପାଲଟିବ ମଣିଷ !!

ମୃତ୍ୟୁକୁ ମାତ୍‌ ଦେବ ମଣିଷ । ଆଉ ମାତ୍ର ୭ ବର୍ଷ ପରେ ମୃତ୍ୟୁକୁ ବି ଦେଇହେବ ମାତ୍ । ରେମଣ୍ଡ୍ କୁର୍ଜୱିଲଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ।

Trump indictment news
ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ଗିରଫ ହୋଇପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

Train Firemishap
ରାଗିଗଲେ ଟ୍ରେନ୍‌ ଯାତ୍ରୀ, ସହଯାତ୍ରୀଙ୍କ ଦେହରେ ଲଗାଇଦେଲେ ନିଆଁ ! ୩ ମୃତ

ନିଆଁ ଲାଗିବା ଯୋଗୁ ସେମାନେ ଭୟରେ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି ।

Social Media
ମୃତ ସ୍ୱାମୀଙ୍କ ଶ୍ରାଦ୍ଧ ଦେବାକୁ ପ୍ରସ୍ତୁତ ହେଉଥିଲେ ପତ୍ନୀ, TikTokରେ ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କୁ ଦେଖିଲେ

କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।

SBI Recruitment 2023
SBIରେ ବାହାରିଲା ନିଯୁକ୍ତି; ଏବେଠୁ କରିପାରିବେ ଆବେଦନ

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍‌ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।

Mobile
Viral News: ମା’ ମୋବାଇଲ୍‌ରେ ଝିଅ ଖେଳୁ ଖେଳୁ ଏମିତି ଜିନିଷ ଅର୍ଡର କଲା, ଶୁଣିଲେ ହେବେ ଆଶ୍ଚର୍ଯ୍ୟ...

ମାଆ ଚଲାଉଥିଲେ ଗାଡ଼ି, ଝିଅକୁ ଦେଇଥିଲେ ମୋବାଇଲ । ଝିଅ ଖେଳୁ ଖେଳୁ ଆମାଜନ୍‌ରୁ ଏମିତି କିଛି ଅର୍ଡର କଲା ଯେ, ମାଆଙ୍କର ଉଡ଼ିଗଲା ହୋସ୍‌ ।

COVID-19 Testing
ହୁ ହୁ ହୋଇ ମାତୁଛି କରୋନା; ସପ୍ତାହକ ମଧ୍ୟରେ ୨ ଗୁଣ ସଂକ୍ରମଣ

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Balaji Temple
ବୟଫ୍ରେଣ୍ଡଙ୍କ ଜନ୍ମଦିନ ପାଳିଲେ ଜାନ୍‌ଭୀ; ବାଲାଜୀ ମନ୍ଦିରରେ ଉଭୟ ନଜର ଆସିଲେ

ଜାନଭୀଙ୍କ ଭଉଣୀ ଖୁସି କପୁର ମଧ୍ୟ ସେମାନଙ୍କ ସହ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଜାନ୍‌ଭୀ ଏକ ଗୋଲାପୀ ଏବଂ ସବୁଜ ଲେହେଙ୍ଗା ପିନ୍ଧିଥିବାବେଳେ ଶିଖର ପହରିଆଙ୍କୁ ଧଳା ଧୋତି ଏବଂ ଗୋଲାପୀ ରଙ୍ଗର ସାଲରେ ଦେଖିବାକୁ ମିଳିଥିଲା ।

Daulat Ka Chaat
ଏତେ ଧନୀ ! ଭୋଜିରେ ଟିସୁ ପେପର ନୁହେଁ ୫୦୦ ଟଙ୍କିଆ ନୋଟରେ ପୋଛିବେ ହାତ...!

ଆଇସ୍‌କ୍ରିମ୍‌ ଖାଇ ସାରି ଟିସୁରେ ନୁହେଁ, ୫୦୦ ଟଙ୍କିଆ ନୋଟରେ ପୋଛନ୍ତୁ ହାତ ! ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି

Kashmir Man Kills 8-Year-Old Daughter
ଆତ୍ମହତ୍ୟା କରିବାକୁ ଯାଉଥିଲେ, ଅଟକାଇବାରୁ ଝିଅର ତଣ୍ଟି କାଟିଦେଲା ବାପା...

ଜଣେ ୮ ବର୍ଷର ଝିଅକୁ ଛୁରୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ସୂଚନା ଅନୁଯାୟୀ, ଇକବାଲ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସେ ଗାଡ଼ି ଚଳାଇବାକୁ ଯାଇ ଘରକୁ ଫେରନ୍ତି । ଅଭାବ ଅନାଟନ ଭିତରେ ଇକବାଲଙ୍କ ତେଲଲୁଣ ସଂସାର ଚଳେ । ପରିବାର କହିଲେ ଇକବାଲ, ତାଙ୍କ ପତ୍ନୀ ଓ ୮ ବର୍ଷର ଝିଅ ।

Umran Malik
ପୁଣି ଚମକିଲେ ଜମ୍ମୁ ଏକ୍ସପ୍ରେସ୍‌; ତୋଫାନ ଭଳି ଉଡ଼ାଇନେଲେ ପାଡିକଲ୍‌ଙ୍କ ୱିକେଟ୍‌

ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍‌ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍‌। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍‌ରେ ଖେଳିବେ ନା ବ୍ୟାକ୍‌ ଫୁଟ୍‌ରେ ଖେଳିବେ ।

Rahul Gandhi
ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି : ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଅବଧି ବୃଦ୍ଧି

ମାମଲାରେ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ କୋର୍ଟ । ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।

Businessman
ସମାଜ ପାଇଁ ସୁନ୍ଦର ବାର୍ତ୍ତା; କୋଟିପତି ପୁଅର ଟଙ୍କିକିଆ ବାହାଘର !

ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।

congress
ରାହୁଲଙ୍କ ପାଇଁ ଚାଲିଥିଲା ରାଲି : ମଞ୍ଚ ଭୁଶୁଡ଼ି ଦୁଇ ବିଧାୟକ ଓ ନେତା ଆହତ

ମଞ୍ଚ ଉପରେ ଖଚାଖଚ୍‌ ଭିଡ଼ ଜମିଥିଲା. . .ଓଜନ ବଢ଼ିଯିବାରୁ ସବୁ ତଳେ ଦୁଲଦାଲ୍‌

Driver Became A Millionaire In Madhya Pradesh
ମ୍ୟାଚ୍‌ ବଦଳାଇ ଦେଲା ଭାଗ୍ୟ, ମାତ୍ର ୪୯ ଟଙ୍କା କରିଦେଲା କୋଟିପତି...

ଭଡ଼ା ଘରେ ରହୁଥିବା ଜଣେ ଡ୍ରାଇଭର ରାତାରାତି କୋଟିପତି ହୋଇଯାଇଛନ୍ତି। କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ ଗେମିଂ ଆପ୍‌ ଯୁବକଙ୍କୁ କୋଟିପତି କରାଇ ଦେଇଛି। ଆଉ ଏବେ ତାଙ୍କର ଖୁସି କହିଲେ ନସରେ। 

Organ Donation
ମୃତ୍ୟୁ ପରେ ବି ଅମର; ଅଙ୍ଗଦାନ କରି ବଞ୍ଚାଇଦେଲେ ୩ ମୂଲ୍ୟବାନ ଜୀବନ

ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।

IIT Madras Student Dies By Suicide
‘Sorry, ମୁଁ ସେତେଟା ଭଲ ନୁହେଁ’... ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଛାତ୍ର ଜଣକ ଏକ ଷ୍ଟାଟସ୍‌ ପୋଷ୍ଟ କରିଥିଲେ। ଏହି ଷ୍ଟାଟସ୍‌ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍‌ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।