ଆପଣ ଅନଲାଇନରେ ଜିନିଷ ମଗାଉଛନ୍ତି କି ? ଯଦି ମଗାଉଛନ୍ତି, ହୋଇଯାଆନ୍ତୁ ସାବଧାନ । କାରଣ ବେଳେ ବେଳେ ମଗାଇଥିବା ଜିନିଷ ଆସୁନାହିଁ, ତା ବଦଳରେ ଆସୁଛି ଆଉ କିଛି । ପଢ଼ନ୍ତୁ ଏହି ଖବର ।
ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି। ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି।
ଏକ ଘଟଣାକ୍ରମରେ ଟେନେସିର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟରୁ ତାଙ୍କର ରକ୍ତ ଓ ବିନ୍ସ ବାହାରିଥିଲା ।
ପୋଲିସ୍ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍’ରେ କୋହିନୂର ଗ୍ରୁପ୍ ନାମକ ଏକ ପେଜ୍ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ।
ମାଆ ଚଲାଉଥିଲେ ଗାଡ଼ି, ଝିଅକୁ ଦେଇଥିଲେ ମୋବାଇଲ । ଝିଅ ଖେଳୁ ଖେଳୁ ଆମାଜନ୍ରୁ ଏମିତି କିଛି ଅର୍ଡର କଲା ଯେ, ମାଆଙ୍କର ଉଡ଼ିଗଲା ହୋସ୍ ।
ସପିଂ ସାଇଟ୍ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍ ସାଇଟ୍ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।
ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଗ୍ରାହକ ଅର୍ଡର କରିଥିବା ପ୍ରଡକ୍ଟ ବଦଳରେ ଭୁଲ୍ରେ ଅନ୍ୟ ପ୍ରଡକ୍ଟ ଡେଲିଭରି ହୋଇଛି। ହେଲେ ଆପଣ କେବେ ଶୁଣିଛନ୍ତି, ଜାଣିଶୁଣି ଇ-କମର୍ସ ୱେବ୍ସାଇଟ୍ ଭୁଲ୍ ଜିନିଷ ଗ୍ରାହକଙ୍କୁ ଡେଲିଭରି କରିବା। ହୁଏତ ଏଭଳି କଥା ଶୁଣି ନଥିବେ।
ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍କାଟ୍ ଅଧିକ ଫି ଦାବି କରିବ।
ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ।
ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେବା ସହ ଅନ୍ଲାଇନ୍ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ।