ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସ୍ତୁତ ପବିତ୍ର ଲଡୁ ପ୍ରସାଦରେ ପଶୁ ଚର୍ବିର ଘିଅ । ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ଟିଡିପି ନେତୃତ୍ୱାଧୀନ ସରକାର ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏବେ ସାରା ଦେଶରେ ଏ ବିବାଦକୁ ନେଇ ଚର୍ଚ୍ଚା ।
ଜାନଭୀଙ୍କ ଭଉଣୀ ଖୁସି କପୁର ମଧ୍ୟ ସେମାନଙ୍କ ସହ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଜାନ୍ଭୀ ଏକ ଗୋଲାପୀ ଏବଂ ସବୁଜ ଲେହେଙ୍ଗା ପିନ୍ଧିଥିବାବେଳେ ଶିଖର ପହରିଆଙ୍କୁ ଧଳା ଧୋତି ଏବଂ ଗୋଲାପୀ ରଙ୍ଗର ସାଲରେ ଦେଖିବାକୁ ମିଳିଥିଲା ।