• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Violence

Manipur Violence
ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।

  Haryana communal clashes
ମନୁ ମାନେସର୍ କିଏ ? ନୁହ ହିଂସାର ଭିଲେନ୍‌ କୁହାଯାଉଥିବା ଚେହେରା

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?

Haryana's Nuh violence
ହରିୟାଣାରେ ହିଂସାର ନିଆଁ : ନୁହରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

Manipur Violence
Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

West Bengal Political Violence
ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

Riots in France
ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।

4 killed in fresh violence in Manipur
ପୁଣି ମଣିପୁରରେ ବହିଲା ରକ୍ତ ନଦୀ: ୩ ଜଣଙ୍କୁ ଗୁଳି କଲେ, ଜଣଙ୍କ ମୁଣ୍ଡ କାଟିଦେଲେ

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି।  ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି। 

Manipur Violence
ମୁଣ୍ଡ ନେଉଛି ମଣିପୁର ହିଂସା : ଗୁଳିମାଡ଼ରେ ୯ ମୃତ, ଅନେକ ଆହତ

ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରୟାସ ଜାରି ରହିଥିବା ବେଳେ ପୁଣି ହିଂସାକାଣ୍ଡ ଘଟି ୯ ଜଣଙ୍କ ଜୀବନ ଚାଲିଯାଇଛି ।

Manipur Violence
ପୁଣି ହିଂସାରେ ଜଳିଲା ମଣିପୁର : ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା

ମଣିପୁରରେ ଥମୁନି ସୁରକ୍ଷାକର୍ମୀ-ଉଗ୍ରବାଦୀ ସଂଘର୍ଷ । ୩ଦିନିଆ ମଣିପୁର ଗସ୍ତରେ ଯିବେ ଗୃହମନ୍ତ୍ରୀ ଶାହା । ସ୍ଥିତି ପରଖିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

Manipur violence
ମଣିପୁରରେ କାହିଁକି ବଢୁଛି ହିଂସା ? ମେଇତି, ନାଗା ଓ କୁକି ସମ୍ପ୍ରଦାୟ ମୁହାଁମୁହିଁ

ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା

Jharsuguda Violence
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ?

ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।

Sambalpur Violence
ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍

କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ

Violence
ହୃଦୟବିଦାରକ !! ବିଚ୍‌ ରାସ୍ତାରେ ଟାୟାର୍‌ରେ ନିଆଁ ଲଗାଇ ୧୩ ଜଣଙ୍କୁ ଜାଳିଦେଲେ

ଏମିତି ଏକ ଦେଶ ଯେଉଁଠି ପ୍ରତିଦିନ ଘଟୁଛି ହିଂସାକାଣ୍ତ । ଶହ ଶହ ସଂଖ୍ୟାରେ ଯାଉଛି ଲୋକଙ୍କ ଜୀବନ । ପୋଲିସ୍‌ ଆଗରେ ଲୋକଙ୍କୁ ଜିଅନ୍ତା ଜାଳିଦେଉଛନ୍ତି । ଜାଣନ୍ତୁ କେଉଁଠି..

Sambalpur Violence
ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ ।

VHP Protest In 14 Districts
୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।

Sambalpur violence: Internet services suspended for another 24 hrs
ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଗୋଟିଏପଟେ ସମ୍ବଲପୁର ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। 

Sambalpur violence
ସମ୍ବଲପୁରରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ।

Hanuman Jayanti Violence, 10 police injured
ସମ୍ବଲପୁରରେ ହିଂସା: ୧୦ ପୋଲିସ ଆହତ

ଦୋକାନ ଜାଳିବା ସହ କାର୍, ବାଇକ ଭାଙ୍ଗିଛନ୍ତି ଲୋକେ। 

West Bengal violence
ହୁଗୁଳି ହିଂସା ପାଇଁ ଦାୟୀ କିଏ? ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।

Ram Navami clash in West Bengal
ରାମନବମୀ ପରଠୁ ଅଶାନ୍ତ ପଶ୍ଚିମବଙ୍ଗ : ନାକେଦମ ମମତା ବାନାର୍ଜୀ ସରକାର

ନିୟନ୍ତ୍ରଣକୁ ଆସୁନି ଉତ୍ତେଜନାପୂର୍ଣ୍ଣ ସ୍ଥିତି । ହାଓଡା ପରେ ହୁଗୁଳି ଜିଲ୍ଲାରେ ତୀବ୍ର ଉତ୍ତେଜନା ।

Municipalty Meeting
‘ବିଧାୟକଙ୍କ କଥା ବଡ଼ ହେଲେ କାମ..’

ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ ।

Nepal vs Bangladesh Match
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି।

Group Clash
ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ; ୨୨ ଆହତ, ୯ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Pakistan
ପାକିସ୍ତାନରେ ବିଗୁଡୁଛି ସ୍ଥିତି; ପୁଣି ନିର୍ବାଚନ କରିବାକୁ ଇମ୍ରାନ୍‌ଙ୍କ ଦାବି

ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍‌ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।