• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Violence

ସମ୍ଭଲ ହିଂସା...ଗୁଜବ ଲଗାଇଲା ନିଆଁ
Sambhal Violence: ୧୬ଟି ସାଂପ୍ରଦାୟିକ ଦଙ୍ଗାରେ ଲହୁଲୁହାଣ ସମ୍ଭଲ: କେବେ ଶୁଖିବ ଲୁହ ?

୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।

Triple Talaq
Triple Talaq: ମହଙ୍ଗା ପଡ଼ିଲା ପୋଲିସକୁ ପ୍ରଶଂସା; ମହିଳାଙ୍କୁ ତିନି ତଲାକ୍ ଦେଇଦେଲେ ସ୍ୱାମୀ

ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ‌ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

Sambhal Violence
Supreme Court on Sambhal Case: ଜାମା ମସଜିଦ ସର୍ଭେ ସ୍ଥଗିତ; ମୁସଲିମ ପକ୍ଷଙ୍କୁ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Schools closed internet snapped in Sambhal
Sambhal Violence: ଉତ୍ତରପ୍ରଦେଶରେ ଭୟଙ୍କର ହିଂସା: ବନ୍ଦ ହେଲା ସ୍କୁଲ୍‌-ଇଣ୍ଟରନେଟ୍ ସେବା, ୪ ମୃତ 

ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।

Violence Erupts In Biraja Market
Violence Erupts In Biraja Market: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...

ଯାଜପୁର ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ ବିପକ୍ଷବାଦୀ। ସ୍ଥିତି ବିଗିଡ଼ିବା ପରେ ସାମୟିକ ସ୍ଥଗିତ ରହିଲା ବିରଜା ହାଟ। ଯାଜପୁର ବିରଜା ହାଟକୁ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ। 

Bhadrak Curfew
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ! ଲାଗିଲା ଧାରା ୧୬୩

ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ ।

Bangladesh Violence
ପୁଣି ଜଳିଲା ବାଂଲାଦେଶ; ବହୁ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ମୃତ...

ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ। ବହୁ ପୋଲିସ କର୍ମଚାରୀଙ୍କ ସମେତ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି। 

Bangladesh voilence
ବାଂଲାଦେଶ ହିଂସାକାଣ୍ଡ: ସ୍ୱଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ପ୍ରାୟ ୧ ହଜାର ଭାରତୀୟ ଛାତ୍ରଛାତ୍ରୀ

Odisha Election
ଭୋଟ୍ ବେଳେ ହିଂସା ଓ ବିଶୃଙ୍ଖଳା

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ। ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି। କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି।

General Elections 2024
ହାରିବା ଭୟରେ ଟଙ୍କା ବାଣ୍ଟୁଛି କି ବିଜେଡି ! ସ୍ଵଚ୍ଛ ଶାସନରେ ନୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଲା କିଏ ?

ରାତି ପାହିଲେ ତୃତୀୟ ପାଳି ଭୋଟ୍। ତା ଆଗରୁ କିନ୍ତୁ ଘୁରିବୁଲୁଛି ମାଳ ମାଳ ନୋଟ୍। କେଉଁଠି ଘରେ ପଶି ଦସ୍ତଖତ ପରେ ବଣ୍ଟାଯାଉଛି ତ ଆଉ କେଉଁଠି ମନ୍ଦିରରେ ରାଣ ନିୟମ କରାଇ SHGଙ୍କୁ ଟଙ୍କା ଦିଆଯାଉଛି।

Manipur Violence
ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।

  Haryana communal clashes
ମନୁ ମାନେସର୍ କିଏ ? ନୁହ ହିଂସାର ଭିଲେନ୍‌ କୁହାଯାଉଥିବା ଚେହେରା

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?

Haryana's Nuh violence
ହରିୟାଣାରେ ହିଂସାର ନିଆଁ : ନୁହରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

Manipur Violence
Manipur violence: ଦୁଇ ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣା, CBI କରିବ ତଦନ୍ତ

ରାଜ୍ୟ ବାହାରେ ହୋଇପାରେ ମାମଲାର ଶୁଣାଣି । ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ କେନ୍ଦ୍ର ସରକାର ।

West Bengal Political Violence
ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

Riots in France
ଭଙ୍ଗାରୁଜା... ପୋଡ଼ାଜଳା... ଲୁଟପାଟ୍, ୭ ଦିନ ହେଲା ଦାଉଦାଉ ଜଳୁଛି ଫ୍ରାନ୍ସ

ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।

4 killed in fresh violence in Manipur
ପୁଣି ମଣିପୁରରେ ବହିଲା ରକ୍ତ ନଦୀ: ୩ ଜଣଙ୍କୁ ଗୁଳି କଲେ, ଜଣଙ୍କ ମୁଣ୍ଡ କାଟିଦେଲେ

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି।  ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି। 

Manipur Violence
ମୁଣ୍ଡ ନେଉଛି ମଣିପୁର ହିଂସା : ଗୁଳିମାଡ଼ରେ ୯ ମୃତ, ଅନେକ ଆହତ

ହିଂସା ପ୍ରଭାବିତ ମଣିପୁରରେ ଶାନ୍ତି ପ୍ରୟାସ ଜାରି ରହିଥିବା ବେଳେ ପୁଣି ହିଂସାକାଣ୍ଡ ଘଟି ୯ ଜଣଙ୍କ ଜୀବନ ଚାଲିଯାଇଛି ।

Manipur Violence
ପୁଣି ହିଂସାରେ ଜଳିଲା ମଣିପୁର : ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା

ମଣିପୁରରେ ଥମୁନି ସୁରକ୍ଷାକର୍ମୀ-ଉଗ୍ରବାଦୀ ସଂଘର୍ଷ । ୩ଦିନିଆ ମଣିପୁର ଗସ୍ତରେ ଯିବେ ଗୃହମନ୍ତ୍ରୀ ଶାହା । ସ୍ଥିତି ପରଖିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

Manipur violence
ମଣିପୁରରେ କାହିଁକି ବଢୁଛି ହିଂସା ? ମେଇତି, ନାଗା ଓ କୁକି ସମ୍ପ୍ରଦାୟ ମୁହାଁମୁହିଁ

ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା

Jharsuguda Violence
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ?

ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।

Sambalpur Violence
ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍

କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ

Violence
ହୃଦୟବିଦାରକ !! ବିଚ୍‌ ରାସ୍ତାରେ ଟାୟାର୍‌ରେ ନିଆଁ ଲଗାଇ ୧୩ ଜଣଙ୍କୁ ଜାଳିଦେଲେ

ଏମିତି ଏକ ଦେଶ ଯେଉଁଠି ପ୍ରତିଦିନ ଘଟୁଛି ହିଂସାକାଣ୍ତ । ଶହ ଶହ ସଂଖ୍ୟାରେ ଯାଉଛି ଲୋକଙ୍କ ଜୀବନ । ପୋଲିସ୍‌ ଆଗରେ ଲୋକଙ୍କୁ ଜିଅନ୍ତା ଜାଳିଦେଉଛନ୍ତି । ଜାଣନ୍ତୁ କେଉଁଠି..

Sambalpur Violence
ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ ।