• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Janhvi Kapoor

Janhvi Kapoor gives a glimpse of her Mumbai home
Janhvi Kapoor: ଦେଖିଛନ୍ତି କି ଜାହ୍ନବୀ କପୁରଙ୍କ ଘର… ଦେଖିଲେ ଆଖି ଟେରା ହୋଇଯିବ

ଜାହ୍ନବୀ କପୁର ତାଙ୍କ ମୁମ୍ବାଇ ଘରର ଏକ ଝଲକ ଦେଖାଇଛନ୍ତି। ତାଙ୍କ ଘର ବହୁତ ବିଳାସପୂର୍ଣ୍ଣ ଏବଂ ଚମତ୍କାର। ଘର ବୁଲି ଦେଖିବା ସମୟରେ ସେ ତାଙ୍କ ମା’ଙ୍କୁ ମଧ୍ୟ ମନେପକାଇଛନ୍ତି। ଆପଣ ମଧ୍ୟ ଜାହ୍ନବୀଙ୍କ ଏହି ବିଳାସପୂର୍ଣ୍ଣ ଘରର ଏକ ଝଲକ ଦେଖିପାରିବେ।

Janhvi Kapoor flaunts her boss lady look in cannes 2025
Janhvi Kapoor: କାନ୍ସରେ ଜାହ୍ନବୀ କପୁରଙ୍କ ବସ୍ ଲେଡି ଲୁକ୍ ଦେଖି ସମସ୍ତେ ତାଜୁବ୍

ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି କାନ୍ସରେ ନିଜର ଆକର୍ଷଣ ବିସ୍ତାର କରୁଛନ୍ତି। କାନ୍ସ ୨୦୨୫ର ଶେଷ ଦିନରେ ମଧ୍ୟ ଜାହ୍ନବୀ ତାଙ୍କର ଗ୍ଲାମରସ୍ ଅବତାରରେ ଶୋ’ ଚୋରି କରିଛନ୍ତି। ଅଭିନେତ୍ରୀଙ୍କ ବସ୍ ଲେଡି ଲୁକ୍ ଦେଖି ସମସ୍ତେ ତାଜୁବ୍ ହୋଇଯାଇଛନ୍ତି। ଏହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଆପଣ ବି ନଜର ପକାନ୍ତୁ।

In Cannes 2025 Janhvi Kapoor debut with channelling
Janhvi Kapoor: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଜଲ୍‌ୱା ଦେଖାଇଲେ ଜାହ୍ନବୀ କପୁର

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଜାହ୍ନବୀ କପୁରଙ୍କ ଡେବ୍ୟୁ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ଅଭିନେତ୍ରୀ ରେଡ୍‌ କାର୍ପେଟରେ ଚାଲିଛନ୍ତି ଏବଂ ତାଙ୍କର ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ସେ ତାଙ୍କର ଡେବ୍ୟୁ ସହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କ ପୋଷାକ ବହୁତ ସୁନ୍ଦର ହୋଇଛି।

Janhvi Kapoor stunning inspirational dresses for date night
Janhvi Kapoor Date Night Looks:ଡେଟ୍ ନାଇଟ୍‌ରେ ପିନ୍ଧନ୍ତୁ ଏମିତି ଡ୍ରେସ୍; ଆପଣଙ୍କ ପାର୍ଟନର୍ ଚାହିଁ ରହିବେ

ଜାହ୍ନବୀ କପୁରଙ୍କ ନାଁ ବଲିଉଡ୍‌ର ଫ୍ୟାଶନ୍ ଆଇକନ୍ ମଧ୍ୟରେ ଗଣାଯାଏ। ଏହି ଅଭିନେତ୍ରୀ ଜଣକ ନିଜ ଲୁକ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କ ଷ୍ଟାଇଲିସ୍ ପୋଷାକ ଦ୍ୱାରା ଅନୁପ୍ରାଣିତ ହୋଇ, ଆପଣ ଆପଣଙ୍କ ଡେଟ୍ ନାଇଟ୍‌ରେ ଅତ୍ୟନ୍ତ ଚମତ୍କାର ଦେଖାଯାଇପାରିବେ।

Janhvi Kapoor says some men trivialize women period pain
Janhvi Kapoor: ଯଦି ପୁରୁଷମାନଙ୍କର ମାସିକ ଧର୍ମ ହେଉଥାନ୍ତା, ତେବେ ପରମାଣୁ ଯୁଦ୍ଧ ହୋଇଥାନ୍ତା: ଜାହ୍ନବୀ କପୁର

ମହିଳାମାନଙ୍କ ଋତୁସ୍ରାବ ଯନ୍ତ୍ରଣାକୁ ଅଣଦେଖା କରୁଥିବା ପୁରୁଷମାନଙ୍କୁ ଅଭିନେତ୍ରୀ ଜାହ୍ନବୀ କପୁର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ପୁରୁଷମାନଙ୍କର ଋତୁସ୍ରାବ ହେଉଥାନ୍ତା ତେବେ ସେମାନେ ଏହି ଯନ୍ତ୍ରଣା ଏବଂ ମନୋଭାବକୁ ଗୋଟିଏ ମିନିଟ୍ ପାଇଁ ମଧ୍ୟ ସହିପାରି ନଥାନ୍ତେ।

Kareena kapoor janhvi kapoor disha patani glamorous look
Glamorous Look: ଫ୍ରଣ୍ଟକଟ୍ ଗାଉନ୍‌ରେ ଜଳୁଥିଲେ ଜାହ୍ନଭୀ, କରୀନାଙ୍କ ଉପରେ ସମସ୍ତଙ୍କ ନଜର

ବଲିଉଡ ତାରକାମାନେ ପ୍ରତିଦିନ କିଛି ନ କିଛି ଇଭେଣ୍ଟରେ ନଜର ଆସିଥାନ୍ତି। ମଙ୍ଗଳବାର ବି-ଟାଉନ୍‌ର ଅନେକ ସୁନ୍ଦରୀ ଏକ ଇଭେଣ୍ଟରେ ନଜର ଆସିଥିଲେ। ସମସ୍ତେ ପାପାରାଜିଙ୍କ ନଜରରେ ପଡିଥିଲେ। ସେମାନଙ୍କ ଗ୍ଲାମରସ୍ ଲୁକ୍ ଏବେ ଭାଇରାଲ୍ ହେଉଛି। ଦେଖନ୍ତୁ କିଏ କେଉଁ ଲୁକରେ ନଜର ଆସିଛନ୍ତି।

Janhvi Kapoor red color gown pics in award function
Janhvi Kapoor: ରେଡ୍‌ କାର୍ପେଟରେ ଜାହ୍ନଭୀ କପୁରଙ୍କ ଘାତକ ଲୁକ୍‌; ଲୋକେ ପାଗଳ

ଜାହ୍ନଭୀ କପୁର ବଲିଉଡର ଯୁବ ପିଢିର ଜଣେ ଦକ୍ଷ ଅଭିନେତ୍ରୀ। ସେ ନିଜ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଇଁ ମଧ୍ୟ ଜଣାଶୁଣା ଏବଂ ଅନେକ ସମୟରେ ତାଙ୍କ ଡ୍ରେସିଂ ସେନ୍ସ ପାଇଁ ଲୋକେ ଖୁବ୍ ପ୍ରଶଂସା କରନ୍ତି। ଅଭିନେତ୍ରୀ ନିକଟରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ଜାହ୍ନଭୀ କପୁର ତାଙ୍କ ଚମତ୍କାର ଲୁକ୍ ସହିତ ସମଗ୍ର ସମାବେଶକୁ ଆକର୍ଷଣ କରୁଥିବା ନଜର ଆସିଥିଲେ।

Janhvi kapoor look gorgeous in latest pics see her stunning poses
Janhvi Kapoor: ସୋସିଆଲ୍ ମିଡିଆରେ ଜାହ୍ନଭୀ କପୁରଙ୍କ କରାମତି; ଦେଖେଇଲେ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ ଆଉ ହଟ୍ ଲୁକ୍‌ରେ ପ୍ରଶଂସକଙ୍କ ନିଦ ହଜାନ୍ତି। ତାଙ୍କତ ଫଟୋ ପୋଷ୍ଟ ହେଉ ହେଉ ଭାଇରାଲ୍ ହୁଏ। ତାଙ୍କ ଘାତକ ଅବତାର ଇଣ୍ଟରନେଟରେ ଟ୍ରେଣ୍ଡ କରିବା ଆରମ୍ଭ କରେ।

Jahnvi kapoor look beautiful in bodycon dress
Jahnvi Kapoor: ଗ୍ଲାମରସ୍‌ ଲୁକ୍‌ରେ ପ୍ରଶଂସକଙ୍କ ମନ ମୋହିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ନିଜର ଗ୍ଲାମରସ୍ ଏବଂ ହଟ୍‌ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ବି-ଟାଉନ୍‌ର ଏହି ସୁନ୍ଦରୀ ଅଭିନେତ୍ରୀ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଚମତ୍କାର ଫଟୋ ଶେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଷ୍ଟାଇଲ୍ ଭାଇରାଲ୍ ହେବାକୁ ଲାଗେ।

This year these seven actresses have the best saree looks
Year Ender 2024: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।

Janhvi Kapoor look gorgeous in latest bodycon dress
Janhvi Kapoor: ଜାହ୍ନବୀ କପୁରଙ୍କ ବଡିକନ୍ ଅବତାର: ଦେଖନ୍ତୁ ତାଙ୍କର ଏହି ୭ଟି ପୋଜ୍

ବି-ଟାଉନର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଅପେକ୍ଷା ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଗର ପାଇଁ ଖବରରେ ଥିବା ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ୍‌ କରୁଛନ୍ତି। ଯେତେବେଳେ ସେ ସୋସିଆଲ୍ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି, ଇଣ୍ଟରନେଟର ତାପମାତ୍ରାକୁ ଉପରକୁ ନେଇଯାଆନ୍ତି।

Janhvi kapoor shines bright like a diamond in a holographic shimmery saree
Janhvi Kapoor: ଶିମିରି ଶାଢିରେ ମନ ମୋହିଲେ ଜାହ୍ନଭୀ କପୁର; ଦେଖନ୍ତୁ ତାଙ୍କର ଏହିସବୁ ଷ୍ଟାଇଲିସ୍ ସେନ୍ସ

ବିବାହ ଋତୁ ଚାଲିଛି। ଫଳରେ ଚାରିଆଡେ ଫଙ୍କ୍‌ସନ୍ ଚାଲିଛି। ଏଭଳି ପରିସ୍ଥିତିରେ ମହିଳାମାନେ ପ୍ରତ୍ୟେକ ଫଙ୍କ୍‌ସନ୍‌ରେ କିପରି ଭିନ୍ନ ଦେଖାଯିବେ ସେ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ରୁହନ୍ତି। ଅନେକ ଥର ମହିଳାମାନେ ଏକ ପାର୍ଟୀକୁ ଯିବା ପାଇଁ କ’ଣ ପିନ୍ଧିବେ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଆପଣ ଯଦି ଏମିତି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାହ୍ନଭୀ କପୁରଙ୍କ ଏହି ଶାଢୀ ଲୁକ୍‌କୁ ଥରେ ଦେଖନ୍ତୁ।

Janhvi kapoor said she wore kasata instead of eating some
Janhvi Kapoor: କିଛି କସାଟା ଖାଇବାକୁ ମନ ହେଲା, କିନ୍ତୁ ମୁଁ ଏହାକୁ ପିନ୍ଧିଦେଲି: ଜାହ୍ନଭୀ କପୁର

ଜାହ୍ନଭୀ କପୁର ଅନେକ କଥାକୁ ନେଇ ବେଶ ଜଣାଶୁଣା। ଅଭିନୟ ଅପେକ୍ଷା ଅଭିନେତ୍ରୀ ନିଜର ଷ୍ଟାଇଲ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ତାଙ୍କର ଶାଢି ଲୁକ୍ ଶୀର୍ଷ ତାଲିକାରେ ଅଛି। ଜାହ୍ନଭୀ କପୁର ତାଙ୍କ ଚମତ୍କାର ଆଉଟ୍‌ଫିଟ୍‌କୁ "କସାଟା" ଆଇସ୍କ୍ରିମ ବୋଲି ବର୍ଣ୍ଣନା କରି କ୍ୟାପ୍‌ସନ୍‌ ଖେଳ ଖେଳିଛନ୍ତି।

Devara part 1 streaming on OTT Know 5 Things Before You Watch
Devara OTT Release: ଅପେକ୍ଷାର ଅନ୍ତ ଘଟିଲା; OTT ପ୍ଲାଟଫର୍ମରେ ରିଲିଜ୍ ହେଲା ‘ଦେବରା ପାର୍ଟ ୧’

‘ଦେବରା ପାର୍ଟ ୧’ ବର୍ତ୍ତମାନ OTT ରେ ରିଲିଜ୍ ହୋଇଛି। Jr NTR ଏବଂ ଜାହ୍ନଭୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏହା ରିଲିଜ୍ ହୋଇଛି।

Janhvi kapoor shared latest look from iifa award 2024 see her sizzling poses
IIFA 2024 ପୁରସ୍କାର ଉତ୍ସବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ତାଙ୍କ ଚମତ୍କାର ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍‌ରେ ରହିଥା’ନ୍ତି। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍‌ରେ ପଡିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଆଜିକାଲି ଆବୁଧାବିରେ IIFA 2024 ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଛନ୍ତି। ଏଠାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜାହ୍ନଭୀ।

Jr ntr devara part 1 advance booking
'ଦେବରା' ରିଲିଜ୍ ହେବାକୁ ଆଉ ୨ ଦିନ ବାକି; ରୋଜଗାର କଲାଣି ୫୦ କୋଟି ଟଙ୍କା

ଜୁନିଅର ଏନ୍‌ଟିଆର ତାଙ୍କର ଆଗାମୀ ଫିଲ୍ମ 'ଦେବରା' କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଜୁନିଅର ଏନ୍‌ଟିଆର୍‌ ଏବଂ ଜାହ୍ନଭୀ କପୁରଙ୍କ ରୋମାଣ୍ଟିକ ଯୋଡି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।

Janhvi kapoor sizzles in desi avatar shares stunning photos
ଦେଶି ଅବତାରରେ ଜାହ୍ନଭୀ କପୁର, ଫଟୋ ଦେଖି ପ୍ରଶଂସକ ଦିବାନା

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ଚମତ୍କାର ଚେହେରା ପାଇଁ ବେଶ ପରିଚିତ। ତାଙ୍କ ରୂପ ଆଉ ସୌନ୍ଦର୍ଯ୍ୟରେ ସମସ୍ତେ ପାଗଳ। ସେ ସୋସିଆଲ୍ ମିଡିଆରେ ତାଙ୍କର ଫଟୋ-ଭିଡିଓ ଶେୟାର୍ କରୁ କରୁ ଭାଇରାଲ୍ ହୁଏ। ନିକଟରେ ଜାହ୍ନଭୀ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି।

Janhvi kapoor shared latest look in pink saree
ଶାଢିରେ ଜାହ୍ନଭୀ ଦେଲେ ମନଲୋଭା ପୋଜ୍, ଲୋକେ କହିଲେ ‘ଠୁ ମଚ୍‌ ହଟ୍’

ବଲିଉଡ୍‌ ଅଭିନେତ୍ରୀ ଜାହ୍ନଭୀ କପୁର ପ୍ରତିଦିନ ନିଜର ବୋଲ୍ଡ ଏବଂ ଗ୍ଲାମରସ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି। ଯେତେବେଳେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋ ଦେଖି ଦିବାନା ହୁଅନ୍ତି।

Mr india director boney kapoor says I can still do it again
'ମିଷ୍ଟର୍ ଇଣ୍ଡିଆ ୨' ଆସିବା ନେଇ ସୂଚନା; ଜାହ୍ନବୀ ନେବେ କି ଶ୍ରୀଦେବୀଙ୍କ ସ୍ଥାନ…

ବୋନି କପୁର ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ 'ମିଷ୍ଟର୍ ଇଣ୍ଡିଆ'ର ଏକ ପୁରୁଣା ପୋଷ୍ଟର ରିଲିଜ୍‌ କରିଛନ୍ତି, କିନ୍ତୁ ଏହାର କ୍ୟାପ୍‌ସନ୍‌ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି କରିଛି।

janhvi kapoor jr ntr sizzling chemistry in dheere dheere from devara
ଗୀତରେ ଜୁନିୟର୍ ଏନ୍‌ଟିଆର୍‌ଙ୍କ ସହ ରୋମାନ୍ସ କଲେ ଜାହ୍ନବୀ; ଜମୁଛି ଯୋଡି

ଜାହ୍ନବୀ କପୁର ପ୍ରାୟ ସମୟରେ ତାଙ୍କ ଆକର୍ଷଣୀୟ ଚେହେରାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବା ନେଇ ଅନେକ ସମୟରେ ତାଙ୍କ ସୋସିଆଲ୍ ମିଡିଆରେ ଦମଦାର ଫଟୋ ଶେୟାର କରନ୍ତି। ଜାହ୍ନବୀ କିନ୍ତୁ ବର୍ତ୍ତମାନ ତାଙ୍କ ଫିଲ୍ମ 'ଦେବରା'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି।

Ulajh makers organised fan screenings before release
ରିଲିଜ୍ ପୂର୍ବରୁ ଚର୍ଚ୍ଚା; ସସ୍‌ପେନ୍ସରେ ଭରା ଜାହ୍ନବୀ କପୁରଙ୍କ ଏହି ଫିଲ୍ମ

ଜାହ୍ନବୀ କପୁରଙ୍କ 'ଉଲଝ୍' ଅଫିସିଆଲ୍ ରିଲିଜ୍ ପୂର୍ବରୁ ଫିଲ୍ମ ଟିମ୍ ଅନେକ ସହରରେ ସ୍ୱତନ୍ତ୍ର ପ୍ରିଭ୍ୟୁ ସ୍କ୍ରିନିଂ ଘୋଷଣା କରିଛି, ଯାହାର ଟିକେଟ୍ ମାତ୍ର ୩୦ ମିନିଟ୍‌ରେ ବିକ୍ରି ହୋଇଯାଇଛି। ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜାହ୍ନବୀ ଚାରିଆଡେ ଛାଇଗଲେଣି।

Janhvi kapoor talks about marriage plans with shikhar pahariya
ଏହି ଯୁବକଙ୍କ ସହ ଚାଲିଛି ଜାହ୍ନବୀ କପୁରଙ୍କ ରୋମାନ୍ସ; ବିବାହକୁ ନେଇ କହିଲେ ଏମିତି

ଶିଖର ପାହାଡିୟାଙ୍କ ସହ ଜାହ୍ନବୀ କପୁରଙ୍କ ରୋମାନ୍ସ ପ୍ରାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ ସେମାନଙ୍କ ପ୍ରେମକୁ ପ୍ରକାଶ କରିବାକୁ କେବେ ବି ପଛାନ୍ତି ନାହିଁ। ବର୍ତ୍ତମାନ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଲଳନା କେବେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।

Boney janhvi kapoor will earn huge amount from late sridevi bungalow
ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରୁ ଏବେ ଲକ୍ଷ ଲକ୍ଷ କମେଇବେ ବୋନି-ଜାହ୍ନବୀ

ଚେନ୍ନାଇରେ ଥିବା ଦିବଂଗତ ଶ୍ରୀଦେବୀଙ୍କ ଘରେ ବର୍ତ୍ତମାନ ଯିଏ ଚାହିଁବ ସିଏ ରହିପାରିବ। ଭାରତ ଏବଂ ବିଦେଶରୁ ଚେନ୍ନାଇ ଆସୁଥିବା ଯେକେହି ବି ଏହି ବଙ୍ଗଳାରେ ଅତିଥି ଭାବରେ ରହିପାରିବେ। ସେମାନେ ଏଠାରେ ହୋମ୍-ଷ୍ଟେ କରିପାରିବେ।

Who will play goddess sita in nitesh tiwari Ramayana
ରଣବୀରଙ୍କ 'ରାମାୟଣ'ରେ କିଏ ହେବ ସୀତା… ସାଇ ପଲ୍ଲଭୀ ନା ଜାହ୍ନବୀ କପୁର

ରଣବୀରଙ୍କ 'ରାମାୟଣ'ରେ ସାଇ ପଲ୍ଲଭୀ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ନିକଟରେ ଆଉ ଏକ ଖବର ଆସିଥିଲା ଯେ ନିର୍ମାତା ସାଇ ପାଲ୍ଲଭୀଙ୍କୁ ରିପ୍ଲେସ୍ କରି ଜାହ୍ନବୀ କପୁରଙ୍କୁ ମାତା ସୀତାଙ୍କ ଭୂମିକା ପାଇଁ ଚୟନ କରିଛନ୍ତି। ଦର୍ଶକ ଦ୍ୱନ୍ଦ୍ୱରେ ଥିବାବେଳେ ଏମିତି ଆସିଲା ଖବର…