• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp Padyatra Enters Second Day

COVID-19 Testing
ହୁ ହୁ ହୋଇ ମାତୁଛି କରୋନା; ସପ୍ତାହକ ମଧ୍ୟରେ ୨ ଗୁଣ ସଂକ୍ରମଣ

ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

special story
୨୪ ନିର୍ବାଚନ ପାଇଁ ୨୩ରେ ଆହ୍ୱାନ : ସବୁ ଦଳ ଲାଗି ନିଜକୁ ସଜାଡ଼ିବାର ଶେଷ ବର୍ଷ

ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା

Naveen Patnaik Is Dhritarashtra & Dibya Shankar Is Dushasan, Says BJP’s Pradip Purohit
‘ଏମିତି କଣ ଘଟିଲା ଯେ ମମିତାର ବାପା-ମା’ ଖୁସି ଅଛନ୍ତି ?’

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ.. ହେଲେ ପଦୁଟିଏ ବି ମମିତାଙ୍କ କଥା କହିଲେନି.. ଏନେଇ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ

Narendra Modi
ମହିଳା ପୋଲିସ କର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହିଳା ପୋଲିସଙ୍କୁ ପ୍ରଶଂସା କରିଛନ୍ତି। ଦେଶର ବିକାଶରେ ସେମାନଙ୍କ ଭୂମିକା ଅନେକ ଓ ଦେଶର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେମାନେ ଆଦର୍ଶ ବୋଲି ମୋଦି କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରି ମୋଦି ଆହୁରି କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ୧୦୦ କୋଟି ଡୋଜ୍ ଟିକାକରଣ ସଂପନ୍ନ ହୋଇପାରିଛି

Narendra Modi
୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି: ମୋଦି

ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି

Rakul Preet Singh
ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ

ଡ୍ରଗ୍ସ ମାମଲାରେ ଜେରା ହେଲେ ଅଭିନେତ୍ରୀ ରକୁଲପ୍ରୀତ। ୨୦୧୭ ହାଇପ୍ରୋଫାଇଲ୍ ଡ୍ରଗ୍ସ ଓ ମନି ଲଣ୍ଡରିଂ ମାମଲା। ହାଇଦ୍ରାବାଦ୍ ଇଡି ଅଫିସରେ ହେଲେ ହାଜର। ନାରକୋଟିକ୍ସ ତଦନ୍ତ ବ୍ୟୁରୋ ଦ୍ୱାରା ପଚରାଉଚରା।