• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଦିବା ୦୪.୦୫ ଗତେ କନ୍ୟା,ତିଥି – ୧୩ଶୀ ଦିବା ୦୮.୦୫ ଗତେ ୧୪ଶୀ ,ଘାତ ଚନ୍ଦ୍ର – କର୍କଟ, ମକର ଦିବା ୦୪.୦୫ ଗତେ ବୃଷ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ୦୯.୩୫ ଗତେ ୨ପାଦ ।

ଶୁଭ ସମୟ:

ଦିବା ୦୮.୪୫ ରୁ ୧୦.୩୬

ଦିବା ୦୧.୦୩ ରୁ ୦୧.୨୧

ଦିବା ୦୪.୨୫ ରୁ ୦୫.୦୮

ସନ୍ଧ୍ୟା ୦୫.୫୭ ରୁ ୦୬.୪୪

ରାତ୍ରି ୦୧.୪୬ ରୁ ୦୩.୨୦

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୩ ରୁ ୦୪.୨୫

କାଳବେଳା – ଦିବା ୦୧.୨୧ ରୁ ୦୨.୫୩

ବାରବେଳା – ପ୍ରାତଃ ୦୭.୧୩ ରୁ ୦୮.୪୫

କାଳରାତ୍ରି – ସନ୍ଧ୍ୟା ୦୭.୨୫ ରୁ ୦୮.୫୩

OTV is now on Whatsapp

Join and get latest news update delivered to you via whatsapp

Join Now