• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Twitter

ମେଟାରୁ ହଟିବ ଫ୍ୟାକ୍ଟ ଚେକିଂ
Meta's Fact Checking: ‘ଏକ୍ସ’କୁ ଅନୁସରଣ କରିବ ମେଟା: ‘ଫ୍ୟାକ୍ଟ ଚେକିଂ’ ବଦଳରେ ଆଣିବ ‘କମ୍ୟୁନିଟି ନୋଟ୍ସ’

ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।

x formerly twitter
ସାରା ବିଶ୍ୱରେ କାମ କରୁନି ‘ଏକ୍ସ’; ପୋଷ୍ଟ ହୋଇପାରୁନି ଭିଡ଼ିଓ, ଫଟୋ...

ପୋଷ୍ଟ ହୋଇପାରୁନି ଭିଡ଼ିଓ, ଫଟୋ । ‘ଏକ୍ସ’ ବ୍ୟବହାର କରୁଥିବା ଅନେକ ଇଣ୍ଟରନେଟ ୟୁଜର୍ସ ଅଭିଯୋଗ କରିଛନ୍ତି । 

Elon Musk
ଖୁବଶୀଘ୍ର X ରେ ଦେଖିବାକୁ ମିଳିବ ‘ଆଡଲ୍ଟ କଣ୍ଟେଣ୍ଟ’ !

ଟ୍ୱିଟର୍‌ର ମାଲିକାନା ନେବା ପରେ ଏଲନ୍‌ ମସ୍କ ଏହାକୁ ଏକ୍ସ ବୋଲି ନାଁ ଦେଲେ। ତା’ପରେ ଏକ୍ସ ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।

Twitter Down
'ଏକ୍ସ' ଡାଉନ, ଅସୁବିଧାରେ ପଡ଼ିଛନ୍ତି ୟୁଜର୍ସ

ସୋସିଆଲ ମିଡ଼ିଆ 'ଏକ୍ସ' ର ସର୍ଭର ଡାଉନ । ସାରା ବିଶ୍ବରେ 'ଏକ୍ସ'ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି । ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖି ପାରୁନାହାନ୍ତି ବ୍ୟବହାରକାରୀ । ସର୍ଭର ଡାଉନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି ।

Elon Musk
ହ୍ୱାଟ୍ସଆପ୍‌କୁ ଟକ୍କର ଦେବ କି ଏଲନ୍‌ଙ୍କ ‘X’...

ଏହି ସେବା ପାଇଁ ୟୁଜର୍ସଙ୍କୁ ଫୋନ୍ ନମ୍ବର ଦରକାର ପଡିବନି। ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ। 

X Elon Musk
‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍

ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।

tweet button
ଲୋଗୋ ପରେ ବଦଳିଯିବ ‘ଟ୍ୱିଟ୍‌’ର ନାଁ ! ୟୁଜର୍ସଙ୍କ ପ୍ରଶ୍ନର ସିଧା ଉତ୍ତର ଦେଲେ ଏଲନ୍‌

ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।

Twitter, Elon Musk
ଆହୁରି ଅନେକ କିଛି ବଦଳିବ ! ଏବେ କେବଳ ଡାର୍କ ମୋଡ୍‌ରେ ଆସିବ ‘X’

ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।

Elon Musk
'X' ଅକ୍ଷର ପ୍ରତି ମସ୍କଙ୍କ ଅହେତୁକ ଦୁର୍ବଳତା : ଖାଲି କଂପାନୀ ନୁହେଁ, ପିଲାଙ୍କ ନାଁରେ ବି ରହିଛି 'ଏକ୍ସ'

ଟ୍ୱିଟରକୁ 'ଏକ୍ସ' ଭାବେ ନାମିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। 'ଏକ୍ସ' ଲେଟର୍ ପ୍ରତି ଏଲନ ମସ୍କଙ୍କ ଅହେତୁକ ଦୁର୍ବଳତା ରହିଛି । ଏଲନ ମସ୍କଙ୍କର ଅନେକ କଂପାନୀର ନାଁରେ ଯୋଡ଼ି ହୋଇଛି 'ଏକ୍ସ' ।

Twitter
ଆଜିଠୁ ବଦଳିଯିବ ଟ୍ୱିଟରର ନାଁ ଓ ଠିକଣା

ୱେବସାଇରେ ଏକ୍ସ ଡଟ କମ୍‌ ଟାଇପ କଲେ ଏବେ ଟ୍ୱିଟର ପେଜ୍ ଖୋଲୁଛି ।

Mark Zuckerberg returns to Twitter after 11 years
୧୧ ବର୍ଷ ପରେ ଟ୍ୱିଟରକୁ ଫେରିଲେ ଜୁକରବର୍ଗ, ଟ୍ୱିଟ କରି ଏଲନ ମସ୍କଙ୍କୁ କଲେ ଟ୍ରୋଲ୍

୧୧ ବର୍ଷ ଧରି ଟ୍ୱିଟରରେ ନିଷ୍କ୍ରିୟ ଥିବା ଜୁକରବର୍ଗ ଥ୍ରେଡ୍ ଆପ୍ ଲଞ୍ଚିଂ ପରେ ଟ୍ୱିଟ୍ କରିଛନ୍ତି। ହେଲେ ଦୀର୍ଘ ବର୍ଷ ଧରି ସେ କାହିଁକି ଆକ୍ଟିଭ୍ ନଥିଲେ ?

Will Zuckerberg's Threads Beat Musk's Twitter?
ବଜାରକୁ ଆସିଲା ନୂଆ ଆପ୍ 'Threads': ଲଞ୍ଚ ହେବାର ୭ ଘଣ୍ଟାରେ ୧ କୋଟି ୟୁଜର୍ସ

ଟ୍ୱିଟରରେ ଯେଭଳି ମାଇକ୍ରୋ ବ୍ଲଗିଂ କରାଯାଉଛି, ଅନେକ ସୂଚନା ଟ୍ୱିଟରରେ ତତକ୍ଷଣାତ୍ ଦିଆଯାଇପାରୁଛି, ଥ୍ରେଡ୍ସରେ ମଧ୍ୟ ସେଭଳି ସୁବିଧା ରହିଛି। ଲେଖା ମାଧ୍ୟମରେ ଏହା ଏକ କନଭରସେସନ ଆପ୍ ଅଟେ। ଅର୍ଥାତ ଲେଖା ମାଧ୍ୟମରେ ଆପଣ କଥାବାର୍ତ୍ତା କରିପାରିବେ ଏହି ଆପ୍ ଜରିଆରେ।

Twitter
ଟ୍ୱିଟର ଲଗାଇଲା କଟକଣା ! ଏଣିକ ଆଉ ମନ ଇଚ୍ଛା କରିହେବନି ସ୍କ୍ରଲ

ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।

Twitter
ଟ୍ୱିଟରକୁ କୋର୍ଟଙ୍କ ଜବରଦସ୍ତ ଝଟ୍‌କା, ଆବେଦନ ଖାରଜ ସହ ୫୦ ଲକ୍ଷ ଜରିମାନା

ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟ୍ୱିଟର । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା। 

Dorsey
ପୂର୍ବତନ Twitter CEOଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଉତ୍ତର, ‘ଡୋର୍ସି ଯାହା କହୁଛନ୍ତି ସବୁ ମିଛ’

ଡୋର୍ସି ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍‌ ଅନୁସାରେ ଚାଲିବାକୁ ବାଧ୍ୟ ।

Linda Yaccarino
ଲିଣ୍ଡାଙ୍କ ହାତକୁ ଗଲା ଟ୍ୱିଟର କମାଣ, ନୂଆ CEOଙ୍କୁ ସ୍ୱାଗତ କଲେ ଏଲନ୍‌

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ମିଳିଲେ ନୂଆ CEO

Who Is Linda Yaccarino? Executive Who May Replace Elon Musk As Twitter CEO
ଟ୍ୱିଟରର ନୂଆ CEO ହେବାକୁ ଯାଉଥିବା ଲିଣ୍ଡାଙ୍କ କ’ଣ ରହିଛି ପରିଚୟ ? ଜାଣନ୍ତୁ...

ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

Elon Musk found new Twitter CEO
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା...

ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ଏଲନ ମସ୍କ ଘୋଷଣା କରିଛନ୍ତି ।

Twitter To Allow Calls Soon
ଟ୍ୱିଟର ୟୁଜର୍ସଙ୍କ ପାଇଁ ଖୁସି ଖବର: ଖୁବ୍‌ଶୀଘ୍ର କଲ୍‌ ସହ ଭିଡିଓ ଚାଟ୍‌ ମଧ୍ୟ କରିପାରିବେ...

ଖୁବ୍‌ଶୀଘ୍ର ଟ୍ୱିଟରରେ ନୁଆ ଫିଚର ସାମିଲ ହେବାକୁ ଯାଉଛି। ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟ୍ୱିଟରର ସିଇଓ ତଥା ବିଜ୍‌ନେସ୍‌ମ୍ୟାନ୍‌ ଏଲନ ମସ୍କ ଏନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

Twitter to roll out per-article
ଟ୍ୱିଟ୍ କରି ୨ ହଜାର ସମସ୍ୟାର ସମାଧାନ କଲେ ଯୁବକ

କେବଳ ଟ୍ୱିଟ୍ କରି ୨ ହଜାର ସମସ୍ୟାର ସମାଧାନ କରିଦେଲେ ଯୁବ । ସ୍ଥାନୀୟ ଅଞ୍ଚଳରେ ଟ୍ବିଟର ବୟ ନାଁରେ କରିଛନ୍ତି ପ୍ରିସିଦ୍ଧି ଲାଭ ।

Puri's Twitter boy resolves over 2000 issues..
କେବଳ ଟ୍ୱିଟ୍‌ କରି ୨ ହଜାର ସମସ୍ୟାର କରିଦେଲେ ସମାଧାନ : ଲୋକେ ଡାକିଲେ, ଟ୍ୱିଟର ବୟ

ବନ୍ଧୁଙ୍କ ପ୍ରେରଣା ପାଇବା ପରେ ଏମିତି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରଦ୍ୟୁମ୍ନ । କରୋନା ସମୟରେ ସ୍ଲଟ ବୁକିଙ୍ଗ ଦେଖୁ ଦେଖୁ ଲୋକଙ୍କ ସମସ୍ୟାକୁ ଟ୍ୱିଟ୍‌ ମାଧ୍ୟମରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲେ

Twitter
ଏଣିକି ଟ୍ୱିଟରରେ ଆର୍ଟିକଲ୍ ପଢ଼ିଲେ ଦେବାକୁ ପଡ଼ିବ ଟଙ୍କା

ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍‌ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍‌ ଓ ପବ୍ଲିକ୍‌ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍‌ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍‌ ଅପ୍‌ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।

Twitter locks news agency ANI account
ନ୍ୟୁଜ୍‌ ଏଜେନ୍ସି ANIର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ବ୍ଲକ୍‌ ! ନାବାଳକ ଦର୍ଶାଇ କାର୍ଯ୍ୟାନୁଷ୍ଠାନ

ଏଲନ୍‌ଙ୍କର ଏ କି ପାଗଳାମୀ । ନ୍ୟୁଜ୍‌ ଏଜେନ୍ସି ANIକୁ ନାବାଳକ ଦର୍ଶାଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Amitabh Bachchan Tweet To Twitter Owner Elon Musk
ଏଲନ୍‌ଙ୍କ ନୂଆ ଘୋଷଣା ପରେ ଅମିତାଭ କହିଲେ ମୋ ଟଙ୍କା ଫେରାଇ ଦିଅ

ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।

Twitter
ଏଲନ୍‌ ମସ୍କଙ୍କ ୟୁ ଟର୍ଣ୍ଣ ! ୧୦ ଲକ୍ଷ ଫଲୋଅର୍ସ ଥିବା ୟୁଜରଙ୍କୁ ବିନା ପେମେଣ୍ଟରେ ବ୍ଲୁ ଟିକ୍‌

ବିନା ମୂଲ୍ୟରେ ବ୍ଲୁ ଟିକ୍‌ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...