ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପିତାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ସ୍ପନ୍ଦନା । ଏପରିକି ଆତ୍ମହତ୍ୟା କରିବାକୁ ମଧ୍ୟ ମନ ବଳାଇଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ସମର୍ଥନ କାରଣରୁ ସେ ନିଜ ମନୋବଳକୁ ଦୃଢ଼ କରିପାରିଥିଲେ ।
କୋହଲିଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍କୁ ସେୟାର କରିଛନ୍ତି ।
ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଏହି ସମୟରେ ଘଟିଲା ଅଘଟଣ।
ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ମନ୍ଦିରରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ରୁ ଅଧିକ ଶ୍ରଦ୍ଧାଳୁ ଏହା ମଧ୍ୟକୁ ଖସି ପଡ଼ିଥିଲେ। ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ବଡ଼ ଅଘଟଣ ଘଟିଛି।
ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍ ପିନ୍ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବାସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା।
ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ୯ ବର୍ଷୀୟ ବାଳିକା। ବାପା ପାଠ ପଢ଼ିବା ପାଇଁ କହିବାରୁ ନାବାଳିକା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ ।
ଯୋଜନା ଅନୁସାରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇ-ନାମ ପ୍ଲାଟ୍ଫର୍ମରେ ୨୩୮୯ FPO ରହିଛି । ଏହି ଆର୍ଥିକ ରାଶିକୁ ସରକାର ୩ ବର୍ଷ ମଧ୍ୟରେ ପ୍ରଦାନ କରିବେ ।
ସୁନାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରେ ସୁନାକୁ ନେଇ ସାମାନ୍ୟ ଖୁସି ଖବର ଆସିଛି ।
ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର ୮୦୦ରୁ ଅଧିକ ଔଷଧର ମୂଲ୍ୟ ବଢ଼ାଇବାକୁ କମ୍ପାନିଙ୍କୁ ଅନୁମତି ଦେଇଛି ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି-NPPA ।
ମାର୍ଚ୍ଚ ୩୧ରେ ଆଇପିଏଲ୍ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍ କ୍ୟାପ୍ଟେନ୍ସିପ୍କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍ର ହେଡ୍ କୋଚ୍ ଚନ୍ଦ୍ରକାନ୍ତ ପଣ୍ତିତ ।
ଅଗସ୍ତ୍ୟ ନନ୍ଦା ଓ ସୁହାନା ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଡୁଛି। ଏକ ପାର୍ଟୀରେ ଅଗସ୍ତ୍ୟ ସୁହାନାଙ୍କୁ କିସ୍ ଦେଉଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହେଉଛି ଏହି ଭିଡିଓ।
ଇଞ୍ଜିନିୟର ଟ୍ରେନି ପଦବୀରେ ନିଯୁକ୍ତି ପାଇଁ PGCIL ବିଜ୍ଞପ୍ତି ଜାରି କରିଛି। ଯଦି ଆପଣ ଇଞ୍ଜିନିୟରିଂରେ ସ୍ନାତକ, ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ସୁଯୋଗ ଅଛି। ବିନା ପରୀକ୍ଷାରେ ଏହି ସୁଯୋଗ ନିଅନ୍ତୁ।
ଆଜି ବି ଅନେକ ଭାରତୀୟ ଅଭିବାଦନ ବେଳେ ରାମ-ରାମ କୁହନ୍ତି। ଏହାକୁ ୨ଥର କହିବାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ସେହି ରହସ୍ୟ କ’ଣ ଆସନ୍ତୁ ଜାଣିବା।
ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।
ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି କୁହାଯାଉଛି। ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ମଧ୍ୟ କହୁଛନ୍ତି। ଏ ନେଇ ଦୁହେଁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କକୁ ସବୁଜ ସଙ୍କେତ ଦେଇଛନ୍ତି ବୋଲି କୁହାଯାଉଛି।
ରୋଡ୍ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍। ମଙ୍ଗଳବାର ଦିନ ଏକ ରୋଡ୍ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା।
ଶାହରୁଖ ଖାନ ଆଜିକାଲି ‘ପଠାନ’ର ସଫଳତାକୁ ପାଳନ କରୁଛନ୍ତି। ସେ ଖୁବ ଖୁସି ଅଛନ୍ତି। ଅଭିନେତା ନିଜକୁ ଏକ ନୂଆ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ନୁହେଁ ବରଂ କେତେ କୋଟି ଟଙ୍କା। ଜାଣନ୍ତୁ…
ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍ ଖବର ପାଇ ପହଞ୍ଚିଗଲା ପୋଲିସ୍। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।
୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପିର ୧୧୯ ଜଣ ବିଧାୟକ ରହିଛନ୍ତି ।
ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିବ ବୋଲି କୁହାଯାଉଛି।