'ନିକମ୍ମା'ରେ ନଜର ଆସିବେ ଶିଳ୍ପା ସେଟ୍ଟୀ। ନିଆରା ଢଙ୍ଗରେ ଦର୍ଶକଙ୍କୁ କରିବେ ମନିରଂଜନ। ତାଙ୍କୁ ଥଣ୍ଡର ୱିମେନ୍ ଓ ମଞ୍ଜୁଲିକା ଅବତାରରେ ଦେଖିବାକୁ ମିଳିବ।
‘ଆଶ୍ରମ ୩’ର ଟ୍ରେଲର୍ ରିଲିଜ୍ ହେବା ପରେ ଅଭିନେତ୍ରୀ ତ୍ରିଧା ଚୌଧରୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ହଟ୍ ଲୁକ୍ ଲୋକଙ୍କୁ ପାଗଳ କରୁଛି।
ସୋସିଆଲ ମିଡିଆରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଟାର୍ଗେଟ୍ କରିଛନ୍ତି ସୋନା ମହାପାତ୍ର। ସେ ଆଉ ଜ୍ୟାକ୍ଲିନ୍ଙ୍କ ନାଁ ସହିତ ଜଡିତ କୌଣସି ଦ୍ରବ୍ୟ କିଣିବେ ନାହିଁ ବୋଲି କହିଛନ୍ତି। ହେଲେ କାହିଁକି…
ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।
ସଲମାନ ତାଙ୍କର ନୂଆ ଫିଲ୍ମ 'କଭି ଇଦ୍ କଛି ଦିୱାଲୀ'ର ସୁଟିଂ ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଲୁକ୍ ଶେୟାର କରି ସଲମାନ ଖାନ ସୁଟିଂ ଆରମ୍ଭ ବିଷୟରେ ସୂଚନା ଦେଇଛନ୍ତି।
ନୂଆ ବିତର୍କର ସୂତ୍ରପାତ କରିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀଜର ମହଙ୍ଗା ଷ୍ଚାର
ମହେଶ ବାବୁଙ୍କ ଏକ ବିବାଦୀୟ ମତ ଏବେ ପୁଣି ଚର୍ଚ୍ଚାରେ ଥିବା ବେଳେ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ବଲିଉଡ ଏକ କମ୍ପାନୀ ନୁହେଁ ବୋଲି ସେ କହିଛନ୍ତି।
ବଲିଉଡ୍କୁ ଟାର୍ଗେଟ୍ କରିଛନ୍ତି ମହେଶ ବାବୁ। ଯେଉଁଠି ତାଙ୍କୁ ରୋଜଗାର ଦିଆଯାଇ ପାରିବ ନାହିଁ ସେ ସେପରି ଏକ ଶିଳ୍ପରେ କାମ କରି ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।
ସନ୍ତୁର ବାଦକ ତଥା ଭାରତୀୟ ସଂଗୀତଜ୍ଞ ପଣ୍ଡିତ ଶିବ କୁମାର ଶର୍ମାଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ଧରି କିଡ୍ନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ଡାଏଲିସିସରେ ଚିକିତ୍ସିତ ହେଉଥିଲେ।
ସୁନୀଲ ଶେଟ୍ଟୀଙ୍କୁ ଜଣେ ବ୍ୟକ୍ତି ଟାର୍ଗେଟ୍ କରିଛନ୍ତି। ତାଙ୍କୁ କହିଦେଇଛନ୍ତି ‘ଗୁଟ୍ଖା କିଙ୍ଗ୍’। ସୁନୀଲ ତାଙ୍କୁ ଚଷମା ବଦଳେଇବାକୁ କହିବା ପାରେ ସେ କ୍ଷମା ମାଗିଛନ୍ତି।
ସୋନାକ୍ଷୀ ସିହ୍ନାଙ୍କ ଫଟୋ ଇଣ୍ଟର୍ନେଟ୍ରେ ହଙ୍ଗାମା ସୃଷ୍ଟି କରିଛି। ସୋନାକ୍ଷୀ ଯେଉଁଭଳି ଭାବରେ ଏହି ଫଟୋଗୁଡିକୁ ଶେୟାର୍ କରିଛନ୍ତି ଓ କ୍ୟାପ୍ସନ୍ ଦେଇଛନ୍ତି ତାହା ହଇଚଇ ସୃଷ୍ଟି କରିଛି। ସେ ତାଙ୍କ ହାତରେ ଥିବା ମୁଦିକୁ ଦେଖେଇ ଜଣେ ଲୋକର ହାତ ଧରିଥିବା ଦେଖାଯାଏ।
'କାଶ୍ମୀର ଫାଇଲ୍ସ'କୁ ମିଳିଲାନି ଇଣ୍ଡଷ୍ଟ୍ରୀରୁ ସପୋର୍ଟ। ଯେଉଁମାନେ ଫିଲ୍ମର ପ୍ରଶଂସା କରୁଛନ୍ତି, ସେମାନେ ବାଧ୍ୟତାମୂଳକ ଭାବରେ ଏହା କରୁଛନ୍ତି। ଅକ୍ଷୟ କୁମାର ବି। ଏମିତି କାହିଁକି କହିଲେ ବିବେକ ଅଗ୍ନିହୋତ୍ରୀ।
‘ପୃଥିରାଜ୍’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ଟ୍ରେଲର ବହୁତ ଦମଦାର ହୋଇଛି। ପୃଥିରାଜ୍ଙ୍କ ଚରିତ୍ରରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହିଁ ହୃଦୟକୁ ଖୁସି କରିଦେବା ଭଳି। ଟ୍ରେଲରରେ ଯୁଦ୍ଧକ୍ଷେତ୍ରରେ ପୃଥିରାଜ୍ଙ୍କ ବୀରତ୍ୱ ଦେଖିବାକୁ ମିଳେ।
ଫିଲ୍ମ ହେଉ କି ରିୟଲ ଲାଇଫ୍ ମାଆଙ୍କ ବିନା ଯେପରି କିଛି ସମ୍ଭବ ନୁହେଁ । ମାଆ ଏପରି ଏକ ଶବ୍ଦ ଯାହାର ବର୍ଣ୍ଣନା କେହି କରିପାରିବେ ନାହିଁ । ମାଆ ବିନା ଦୁନିଆ ଅନ୍ଧାରମୟ ହୋଇଯାଏ । ଫିଲ୍ମ ଦୁନିଆରେ ଏପରି କିଛି ଅଭିନେତ୍ରୀ ଅଛନ୍ତି , ଯେଉଁମାନେ ମା ଚରିତ୍ରରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।
ଅବିକଳ ଶାହରୁଖ୍ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ ପରି ଦେଖାଯାଉଛନ୍ତି। ଖାଲି ସେତିକି ନୁହେଁ, ଏହା ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଯେ ସେ ମଧ୍ୟ ଅବିକଳ ରଜନୀକାନ୍ତଙ୍କ ପରି ଚାଲୁଛନ୍ତି।
ମନ୍ଦିରା ବେଦୀଙ୍କୁ ଛୁଇଁ ସାରିଲେଣି ୫୦ ବର୍ଷ। ଏ ବୟସରେ ବି ସେ ନିଜ ଫିଟ୍ନେସ୍, ଷ୍ଟାଇଲ୍ ଓ ଚଞ୍ଚଳତାରେ ସବୁ ଯୁବ ଅଭିନେତ୍ରୀଙ୍କୁ ବି ପଛରେ ପକେଇଦେବେ। ଆସନ୍ତୁ ନଜର ପକେଇନେବା ତାଙ୍କର ଏକ ଭିଡିଓ ଉପରେ।
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ସଲମାନ ଖାନଙ୍କ ସହ ଇନ୍ଷ୍ଟାଗ୍ରାମରେ ଇଦ୍ ପାର୍ଟିର କିଛି ଆଭ୍ୟନ୍ତରୀଣ ଫଟୋ ଶେୟାର କରିଛନ୍ତି। ୯୦ ଦଶକର ଏହି ସୁପର୍ହିଟ୍ ଯୋଡିଙ୍କୁ ପୁଣି ଥରେ ଫଟୋରେ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି।
ଘୋଷଣା ହୋଇଛି ଦାଦାସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡ । ଫର୍ହାନ୍ ଅଖ୍ତର୍ଙ୍କୁ ଫିଲ୍ମ ‘ତୁଫାନ’ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର, ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ।
‘ଗଙ୍ଗୁବାଇ କାଠିଆୱାଡି’ ହେଉଛି ଏକମାତ୍ର ସୁପର୍ହିଟ୍ ନାରୀ-କେନ୍ଦ୍ରିକ ଫିଲ୍ମ ଯାହାକି ଲକ୍ଡାଉନ୍ ପରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍ର ଜଗତ ପାଇଁ ସବୁଠାରୁ ବଡ ନନ୍ ହଲିଡେ’ ଓପେନିଙ୍ଗ୍ ଫିଲ୍ମ ହୋଇ ଯାଇଛି।
ଟାଇଗର ଶ୍ରଫ୍ଙ୍କ ‘ହିରୋପନ୍ତୀ ୨’ ପ୍ରତି ଦର୍ଶକଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଯେମିତି ଚର୍ଚ୍ଚାରେ ଥିଲା ରିଲିଜ୍ ପରେ ମଧ୍ୟ ଏହାର ରୋଜଗାର ହେତୁ ହେଡ୍ଲାଇନ୍ରେ ରହିଛି।
ଇରଫାନ୍ ଖାନ୍ଙ୍କ ମୃତ୍ୟୁର ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହା ସତ୍ତ୍ୱେ ତାଙ୍କ ଚରିତ୍ର ଓ ଚଳଚ୍ଚିତ୍ର ସବୁବେଳେ ତାଙ୍କ ଉପସ୍ଥିତିକୁ ଜାହିର ରଖିଛି। ତେବେ ବର୍ତ୍ତମାନ ଇର୍ଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଅଭିନେତାଙ୍କର ଏକ ଫିଲ୍ମ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି।
'ରନ୍ୱେ ୩୪' ଅପେକ୍ଷା 'ହିରୋପନ୍ତୀ ୨'କୁ ଭଲ ଓପେନିଂ ମିଳିବା ସହିତ ଏହା ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ଅଜୟ ଦେବଗନଙ୍କ ଫିଲ୍ମ ଅପେକ୍ଷା ଟାଇଗରଙ୍କ ଫିଲ୍ମ ବକ୍ସ ଅଫିସ୍ରେ ଦୁଇଗୁଣ ସଂଗ୍ରହ କରିବାରେ ସଫଳ ହୋଇଛି।
ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି।