ବାଜୁଛି ଘଣ୍ଟଘଣ୍ଟା, ଶଙ୍ଖ । ଗିନି ସାଙ୍ଗକୁ ଝାଞ୍ଜ ମୃଦଙ୍ଗ ବି ବାଜୁଛି । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ଢୋଲ ମୃଦଙ୍ଗ ତାଳେ ତାଳେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବିବାହ ପାଇଁ ପହଞ୍ଚିଲେ ବର । ଜଣେ ଯୁବ ସମାଜସେବୀଙ୍କ ଏପରି ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଆମ ଦେଶରେ ଅନେକ ଗାଁ ଅଛି, ଯେଉଁଠି ଥରେ ନୁହେଁ ଦୁଇ ଥର ବାହା ହୁଅନ୍ତି ସବୁ ପୁରୁଷ। ଗାଁର ପ୍ରତ୍ୟେକ ପୁରୁଷ ୨ଟି ସ୍ତ୍ରୀ ରଖିବାକୁ ବାଧ୍ୟ ହୋଇଥାନ୍ତି। ଏବେ ଜାଣନ୍ତୁ, ସେହି ଅଜବ ଗାଁର ଭିନ୍ନ ପରମ୍ପରା ଓ ରୀତିନୀତି ସଂପର୍କରେ…
ଏଠାରେ ହେଉଛି କ୍ଷଣସ୍ଥାୟୀ ବିବାହ। ୧୫ ଦିନ ପାଇଁ ମିଳୁଛି ସ୍ତ୍ରୀ। ଏହାକୁ କୁହାଯାଉଛି ଆନନ୍ଦ ବିବାହ। ପର୍ଯ୍ୟଟକମାନେ ନେଉଛନ୍ତି ଲାଭ। ପାଲଟିଛି ଲାଭଜନକ ଶିଳ୍ପ।
ଗୋଟିଏ ବେଦୀରେ ପଡ଼ିଲା ୨ଟି ହାତଗଣ୍ଠି । ଜଣେ ପୁରୁଷ ଗୋଟିଏ ବେଦୀରେ ଦୁଇଜଣ ମହିଳାଙ୍କୁ ସିନ୍ଦୁର ପିନ୍ଧାଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ ।
ସ୍ତ୍ରୀର ବିବାହ ଆୟୋଜନ କଲା ସ୍ୱାମୀ । ବୟଫ୍ରେଣ୍ଡ ଆସିଲା ସ୍ତ୍ରୀ ମଥାରେ ସିନ୍ଦୁର ଭରିଲା। ସ୍ୱାମୀ ସେମାନଙ୍କୁ ଆଶୀର୍ବାଦ ଦେଲା ଓ କହିଲା ୨ ଛୁଆକୁ ମୁଁ ରଖିଦେବି, ତୁମେ ତମ ନୂଆ ସ୍ୱାମୀ ସହ ଖୁସିରେ ରୁହ ।
ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।
ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକର ଦିବ୍ୟାଙ୍ଗ ନବଦମ୍ପତି ।
ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।
ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।
ଓଠ ନୁହେଁ, ହୃଦୟ ଏଠି କଥାକୁହେ, ଠାର ବି ଆପଣାର କରିପାରେ, ମନର ମଣିଷକୁ। କାନ ନୁହେଁ ମନ ଶୁଣେ ମନର ଭାଷାକୁ। କିଛି କିଛି ଅକ୍ଷର କେବଳ ଠାରରେ ଠାରରେ ଜୀବନ୍ତ ହୁଅନ୍ତି। ହସରେ ହସରେ ଜୀବନ ବଞ୍ଚିବାର ବାଟ କଢେଇ ନିଅନ୍ତି।
ଗରିବୀକୁ ମାତ୍ ଦେଇଛି ବଦାନ୍ୟ ବ୍ୟକ୍ତିଙ୍କ ଉଦାରତା... କୁହାଯାଏ ଦୁଃଖ ଯେତେବେଳେ ଆସେ ଯେମିତି ବନ୍ଧୁବାନ୍ଧବ ଓ ପରିବାର ସହ ଆସେ... କନ୍ୟାପିତା ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାବେଳେ ଦୀର୍ଘ ୧୦ ବର୍ଷ ହେଲା ରୋଗାଗ୍ରସ୍ତ...ଏଣେ ଘରେ ବଢ଼ିଲା ଝିଅ ।
ଅନ୍ତେବାସୀ ଥିଲେ, ବନ୍ଧୁ ହେଲେ । ଆଉ ଏବେ ପତିପତ୍ନୀା ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇଛନ୍ତିା
ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।
କୌଣସି ଦାମୀ କାର୍ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି।
ମା’ବାପା ଝିଅର ବାହାଘର କରାଉଥିବା କଥା ସମସ୍ତେ ଶୁଣିଥିବେ, ହେଲେ ଜଣେ ଝିଅ ଏବେ ନିଜ ମା’ର ବିବାହ କରାଇ ଚର୍ଚ୍ଚାରେ ।
ନିଆରା ପରମ୍ପରା। ରଜ ଉତ୍ସବରେ ଏଇଠି ଝିଅକୁ ବାହା ହୁଏ ଝିଅ। ବରଯାତ୍ରୀ ରୋସଣି କରି ଆସେ, କନିଆଁ ଘରେ ଭୋଜି ଭାତର ଆସର ଜମେ। ପୂରା ଧୁମଧାମ୍ରେ ହୁଏ ବାହାଘର। ଛୁଆ ବରକୁ ଛୁଆ କନିଆର ବାହାଘର ପାଇଁ ଲୋକଙ୍କ ଜମେ ଭିଡ଼
ନା ଥିଲା ଦାମୀ କାର୍, ନା ଫୁଲରେ ସଜ୍ଜା ହୋଇଥିଲା ଗାଡ଼ି...ବରଂ ସାଇକେଲ୍ ଚଢି ବର ବେଶରେ ବରଯାତ୍ରୀ ଧରି ବିବାହ ମଣ୍ଡପକୁ ଯାଇଥିଲେ ଏହି ଯୁବକ।
ଯେଉଁଠି ବାହାଘର ଲାଗୁଥିଲା ଭାଙ୍ଗି ଯାଉଥିଲା। କାହିଁକି ନା ଏମାନଙ୍କ ଉଚ୍ଚତା ଥିଲା କମ୍। ଏତେ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ଥିଲେ ପରିବାର। ଅନେକ ଖୋଜାଖୋଜି ପରେ ମୁନ୍ନାକୁ ମିଳିଯାଇଥିଲା ମମତା। ନିମନ୍ତ୍ରଣ ନଥାଇ ଏହି ଯୋଡ଼ିଙ୍କ ବିବାହ ଦେଖିବା ପାଇଁ ଭିଡ଼ ଲାଗିଥିଲା...
ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ
ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି।
ଜୀବନରେ ବିବାହ ଏକ ସୁନ୍ଦର ମୁହୂର୍ତ୍ତ। ଏହି ଦିନକୁ ସ୍ମରଣୀୟ କରିବାକୁ ଚାହିଁଥାନ୍ତି ଦମ୍ପତି। ଏମିତିକି ବର-କନ୍ୟାଙ୍କ ପରିବାର ଲୋକକେ ଅନେକ ସାଜସଜ୍ଜା କରି ସେଲିବ୍ରେଟ କରିଥାନ୍ତି। ବେଳେ ବେଳେ ବିବାହ ଉତ୍ସବରେ ଦେଖିବାକୁ ମିଳେ କିଛି ଅଲଗା
ଆପଣ ଅନେକ ବାହାଘର ଦେଖିଥିବେ। ଏହି ଏମିତି ବାହାଘର କେବେ ହେଲେ କେଉଁଠି ବି ଦେଖି ନଥିଲେ। ଜେସିବି ଉପରେ ଏମିତି କଲେ ନବ ଦମ୍ପତି। ଯାହାକୁ କେବେ ହେଲେ ଦେଖି ନଥିଲା ପାକିସ୍ତାନ...
ଶେରିଲ ଏବଂ କୁରାନଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଉପଭୋକ୍ତା ମାନେ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି। କିନ୍ତୁ ଏସବୁ ତାଙ୍କ ବୈବାହିକ ଜୀବନରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦମ୍ପତିଙ୍କ ପକ୍ଷରୁ କୁହାଯାଇଛି।