• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rape
ଲଜ୍ଜା !! ଦୃଷ୍ଟିବାଧିତ ସ୍ୱାମୀ ସାମ୍ନାରେ ଦୃଷ୍ଟିବାଧିତ ସ୍ତ୍ରୀଙ୍କୁ ଦୁଷ୍କର୍ମ

ଅସହାୟଙ୍କୁ ସାହାଯ୍ୟ କରିବା ବଦଳରେ ଇଜ୍ଜତ୍‌ ସହ ଖେଳ । ଦିନକୁ ଦିନ ଯେପରି ଦୁନିଆରୁ ମାନବିକତା ମରି ମରି ଯାଉଛି । ଧୀରେ ଧୀରେ ଦାନବ ପାଲଟି ଯାଉଛି ମଣିଷ ।

Inspiration
Trending News: ୨୬ ବର୍ଷ ବୟସରେ ଲକ୍ଷାଧିକ ଟଙ୍କା ରୋଜଗାର, ଅଧାରୁ ଛାଡ଼ିଥିଲେ ପାଠପଢ଼ା

ନିର୍ମାଣ ଶ୍ରମିକ ଭାବେ କାମ କରୁଥିବାରୁ ଯୁବତୀଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଇଛି । କିନ୍ତୁ ସେ ହାର ନ ମାନି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥିଲେ । ଆଉ ଏବେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Woman kills husband with lover's help
ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଶବରେ ଲୁଣ ଢାଳିଲେ...

ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ।

Nine year old girl found dead from water tank in maharashtra
୨ ଦିନ ହେଲା ନିଖୋଜ ଥିଲା ୯ ବର୍ଷର ଶିଶୁ, ହଠାତ୍‌ ପାଣି ଟାଙ୍କିରୁ ମିଳିଲା...

ଘର ନିକଟ ଛାତ ଉପରେ ଥିବା ପାଣି ଟାଙ୍କିରୁ ୯ ବର୍ଷ ଶିଶୁର ପଚା ଶବ ଉଦ୍ଧାର କରାଯାଇଛି। ନିଖୋଜର ୨ ଦିନ ପରେ ପାଣି ଟାଙ୍କି ଭିତରୁ ମିଳିଲା ମୃତଦେହ।

Air Hostess
ଏୟାରହୋଷ୍ଟେସ୍‌ କହିଲେ ଦୁଃଖ ! ବଖାଣିଲେ ଏୟାରଲାଇନ୍ସର କଳା ରହସ୍ୟ, ଜାଣନ୍ତୁ...

ବିଳାଶପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ଦେଖି ଲୋକେ ଭାବୁଥିବେ ଏହା ଗ୍ଲାମର, କିନ୍ତୁ ଏୟାର ଟ୍ରାଭେଲ ଦୁନିଆର ସତ ଜାଣିବା ପରେ ଲୋକଙ୍କ ମନରୁ ଏସବୁ ଭ୍ରାନ୍ତ ଧାରଣା ଦୂର ହୋଇଯିବ ।

Viral Video
Viral Video: ବାହାଘର ଭୋଜିରେ ମସଗୁଲ ଥିଲେ ଲୋକ, ଅଚାନକ ପଶିଆସିଲା ଷଣ୍ଢ ! ତାପରେ...

ଏହି ଭିଡିଓ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିପାରିବ ନାହିଁ ।

Gold Price Today
Gold Price Today 7th April 2023: ସୁନା କିଣିବାକୁ ଯାଉଛନ୍ତି କି? ନଜର ପକାନ୍ତୁ ଆଜି କେତେ ରହିଛି ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୭୦ ଟଙ୍କା ହୋଇଛି।

Today Panchang
Today Panchang 7th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ କ୍ରୟ କରନ୍ତୁ ନୂତନ ଦ୍ରବ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Good Friday
Good Friday 2023: କାହିଁକି ପାଳନ କରାଯାଏ ଗୁଡ୍‌ ଫ୍ରାଇଡେ ? କ’ଣ କହୁଛି ଇତିହାସ ?

କୁହାଯାଏ ଏହି କାରଣରୁ ଚର୍ଚ୍ଚରେ ଅପରାହ୍ନ ୩ଟା ବେଳେ ସମସ୍ତେ ଏକାଠି ହୋଇ ପ୍ରାର୍ଥନା କରିଥାନ୍ତି । କିନ୍ତୁ କୌଣସି ପ୍ରକାର ଉତ୍ସବ ପାଳନ କରାଯାଇନଥାଏ ।

why we celebrate world health day
World Health Day: ସମଗ୍ର ବିଶ୍ୱକୁ ସୁରକ୍ଷିତ ରଖିବା ଆଜି ଦିନର ଆହ୍ୱାନ ହେବା ଆବଶ୍ୟକ…

WHO ଅନୁଯାୟୀ ସ୍ୱାସ୍ଥ୍ୟର ଅର୍ଥ କେବଳ ସୁଷମ ଖାଦ୍ୟ ଖାଇବା ନୁହେଁ, ଏହା ମଧ୍ୟ ନିଶ୍ଚିତ କରିବା ଆବଶ୍ୟକ ଯେ ସମସ୍ତେ କିପରି ଏକାଠି ହୋଇ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରିବା।

Real Hero
ରେକର୍ଡ ! ହାତରେ ପକାଇଲେ ହାତକଡ଼ି, ପହଁରିଲେ ୧୧ କିଲୋମିଟରରୁ ଅଧିକ...

ସନ୍ତରଣରେ ହାତର ବ୍ୟବହାର ନକରି ସେ ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ସନ୍ତରଣ କରି ସାରା ବିଶ୍ୱକୁ ଚକିତ କରିବା ସହ ନୂଆ ରେକର୍ଡ କରିଛନ୍ତି ।

Earth 2.0
ମହାକାଶରୁ ବୈଜ୍ଞାନିକଙ୍କୁ ଆସିଲା ସଙ୍କେତ, ୧୨ ଆଲୋକ ବର୍ଷ ଦୂରରେ ରହିଛି ପୃଥିବୀ ଭଳି ଆଉ ଏକ ଗ୍ରହ !

ଏହି ଖବର ପ୍ରଚାରିତ ହେବା ପରଠାରୁ ଏବେ ସାରା ବିଶ୍ୱରେ ପୃଥିବୀ ୨.୦ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

A.K Antony
ହାତ ଛାଡି ପଦ୍ମ ଧରିଲେ ଏ.କେ.ଆଣ୍ଟୋନୀଙ୍କ ପୁଅ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।

Brother Sister Quarrel
ଭାଇ-ଭଉଣୀ ଏମିତି କଳି ଲାଗିଲେ ଯେ, ରାଗିକି ମୋବାଇଲ ଗିଳିଦେଲା ଝିଅ ! ଚିନ୍ତାରେ ପଡ଼ିଗଲା ପରିବାର...

ପିଲାଙ୍କ ଉପରେ ନଜର ରଖନ୍ତୁ ବାପା-ମାଆ, ନଚେତ୍‌ କେତେବେଳେ କିଛି ବି ହୋଇପାରେ ।

Marriage
ଚାରି ପୁଅକୁ ଗୋଟିଏ ଝିଅ; ଲଟେରୀ ବାଛିବ ବର...

ପଞ୍ଚାୟତର ନିଆରା ନିଷ୍ପତ୍ତି..ଲଟେରୀ ପଡ଼ିବ, ଝିଅ ପାଇଁ ବର ବଛାଯିବ । ଜାଣନ୍ତୁ ପୂରା ଘଟଣା..

Rahul Gandhi
ରାହୁଲ ଗାନ୍ଧିଙ୍କୁ ଆଧୁନିକ ଭାରତର ମହାତ୍ମା ଗାନ୍ଧି ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ..?

ହଠାତ୍‌ ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କାହିଁକି କରାଗଲା ତୁଳନା ? କ’ଣ ରହିଛି ରହସ୍ୟ ?

Man Kills Sister-In-Law In Pune And Her 2 kids
ଅନ୍ୟ ପୁରୁଷ ସହ ଭାଉଜର ସମ୍ପର୍କକୁ ସହିପାରିଲାନି ଦିଅର, ହତ୍ୟା ପରେ ଜାଳିଦେଲା ଶବ...

ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରକ୍ତ ଚାଉଳ ଚୋବାଉ ଥିଲା ଦିଅର। ଶେଷରେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ୩୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ଭାଉଜ ଓ ତାଙ୍କର ୨ ପିଲାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ।

Delhi Police
ୟାଙ୍କ ଗୀତ ଥରେ ଶୁଣିଲେ ଅରିଜିତ୍‌ ସିଂଙ୍କୁ ଭୁଲି ଯିବେ..!

ଥରେ ତାଙ୍କ ଗୀତ ଶୁଣିଲେ ଆପଣ ବି କହିବେ, ତାଙ୍କ ସ୍ୱର ଅରିଜିତ୍‌ ସିଂଙ୍କଠୁ ବି କମ୍‌ ନୁହେଁ ।

hanuman ji
ସଙ୍କଟମୋଚକଙ୍କ ଆଖିରେ ଲୁହ !! ଖବର ଶୁଣିବା ପରେ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ପୋଲିସ୍‌ ବଖାଣିଲା ଅସଲ ରହସ୍ୟ !! ସତରେ କାନ୍ଦିଲେ କି ହନୁମାନ୍‌ ?

Delhi Metro Viral Videos
ବିକିନୀ, ପେପର ସ୍ପ୍ରେ ଓ କପଲ୍‌ କିସ୍‌...ଦିଲ୍ଲୀ ମେଟ୍ରୋର ଏହି ୫ ଭିଡିଓ ଏବେ ଚର୍ଚ୍ଚାରେ

ମେଟ୍ରୋ ଟ୍ରେନ୍‌ରେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ଯାତ୍ରା ଭିଡିଓ ଭାଇରାଲ୍‌ ଘଟଣା ପରଠୁ ଦିଲ୍ଲୀ ମେଟ୍ରୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି ଅଜବ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

train
Video : ଟ୍ରେନ୍‌ ଉପରକୁ ଚଢ଼ି ଧରିଦେଲେ ବିଦ୍ୟୁତ ତାର, ଭୟଙ୍କର ବିସ୍ପୋରଣରେ ଜଳିଗଲେ ଯାତ୍ରୀ

ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Gold Price Today
Gold Price Today 6th April 2023: ସୁନା ଦର ଆକାଶ ଛୁଆଁ, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୮୦ ଟଙ୍କା ହୋଇଛି।

Flight Emergency Landing
ପାଇଲଟ୍‌ଙ୍କ ସିଟ୍‌ ତଳେ ଲୁଚିଥିଲା ବିଷଧର ସାପ..ତା’ପରେ..

ପାଇଲଟ୍‌ ଦେଖାଇଲେ ସାହସିକତା । ବିମାନକୁ ଜରୁରୀ ଅବତରଣ କରାଇ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ ।

RBI keeps repo rate unchanged
ରେପୋ ରେଟ୍‌ ଅପରିବର୍ତ୍ତିତ, ଜାଣନ୍ତୁ ଜନତାଙ୍କୁ କ’ଣ ମିଳିବ ଫାଇଦା...

ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ରେପୋ ରେଟ୍‌ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।