ରାଜଧାନୀରେ କୁକୁରଙ୍କ ସଂଖ୍ୟା କମାଇବାକୁ ବିଏମ୍ ସିର ଗୁରୁତ୍ବ। ସେମାନଙ୍କ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସହ ସଂଖ୍ୟା କମାଇବାକୁ ଯୋଜନା କରୁଛି ବିଏମସି। ଦିନକୁ ଦିନ ବୃଦ୍ଧି ପାଉଥିବା କୁକୁର ମଣିଷ ଲଢେଇରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରିଛି ବିଏମସି।
ଶହ ଶହ ମଦ ବୋତଲ ପାଣିରେ ଭାସୁଥିବା ମତ୍ସଜୀବୀ ଦେଖିବାକୁ ପାଇଥିଲେ। ଏହାଦେଖି ମତ୍ସଜୀବୀ ମାଛ ଧରିବା ଛାଡ଼ି ମଦ ବୋତଲ ଗୋଟାଇବା ଆରମ୍ଭ କରି ଦେଇଥିଲେ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।
ଅନ୍ୟର ହାଇ ଦେଖି ଆପଣଙ୍କୁ ବି ହାଇ ଆସେ ନା! ଏମିତି କାହିଁକି ହୁଏ? ଏହା ପଛରେ ରହିଛି ଏକ ବିଜ୍ଞାନ କାରଣ। ଆପଣ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ପଢି ନିଅନ୍ତୁ।
ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା
ରାନୀ ମୁଖାର୍ଜୀ କହିଛନ୍ତି ଯେ ସେ ଚାହୁଁଛନ୍ତି ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି।
ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ ।
ଜଣେ ୩୦ ବଷିୟ ମହିଳା ରଞ୍ଜୁ । ଯିଏ କି ଗର୍ଭବତୀ ଥିଲେ । ତାଙ୍କ ପଡ଼ିଶା ଘରେ ରାତି ପ୍ରାୟ ୧୨ଟା ପରେ ହେବ ଡିଜେ ବାଜୁଥିଲା । ଫଳରେ ଅନ୍ୟମାନେ ବିରକ୍ତ ହେଉଥିଲେ ।
ଗୋଟିଏ ସମୟରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କ ଯୋଡି ଥିଲା ହିଟ୍। ଉଭୟ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। କିନ୍ତୁ ଏମିତି କ’ଣ ହେଲା ଯେ ଅମିତାଭଙ୍କ ସହ କାମ ନ କରିବାକୁ ଶ୍ରୀଦେବୀ ମନସ୍ଥ କରିନେଲେ? ଆସନ୍ତୁ ଜାଣିବା…
ସାନ ଭାଇର ଭୁଲ ପାଇଁ ବଡ଼ ଭାଇକୁ ଜୀଅନ୍ତା ଜାଳିଦେଲେ । ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାରେ ।
ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍କାପିଣ୍ଡ । ୫ଟି ଉଲ୍କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍କାପିଣ୍ଡ ପୃଥିବୀର ନିକଟତର ହେବ । ଏନେଇ ସୂଚନା ଜାରି କରିଛି ନାସା।
ଯଦି ଗୁଗୁଲ ଫ୍ଲାଇଟ୍ସ ଆପଣଙ୍କ ବୁକିଂ ଦର ଅଧିକ ନେଇଥାଏ, ଆଉ ଏନେଇ ଯଦି ଆପଣ କ୍ଲେମ୍ କରନ୍ତି ତେବେ ଗୁଗୁଲ ଆପଣଙ୍କଠାରୁ ଯେତିକି ଟଙ୍କା ଅଧିକ ନେଇଥିବ ତାକୁ ଫେରାଇବାର ବ୍ୟବସ୍ଥା ମଧ୍ୟ ରଖିଛି ।
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଦିନକୁ ଦିନ ଚାପଗ୍ରସ୍ତ ଜୀବନ ଓ କାର୍ଯ୍ୟଭାର ବୃଦ୍ଧି ପାଉଛି । ସେଥିପାଇଁ ଆମ ଶରୀରରକୁ ସୁସ୍ଥ ଓ ଚାପମୁକ୍ତ କରିବା ପାଇଁ ମେଡିଟେସନ୍ ବା ଧ୍ୟାନ ନିତ୍ୟାନ୍ତ ଜରୁରୀ । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ମେଡିଟେସନ୍ ବା ଧ୍ୟାନ ବିଷୟରେ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ଭଲ ନିଦ୍ରା ଦେଇଥାଏ ।
ହ୍ରିତିକ୍ ରୋଶନ୍ଙ୍କ ଏକ ଫଟୋ ଭଇରାଲ୍ ହେବାରେ ଲାଗିଛି। ଏକ କାର୍ଯ୍ୟକ୍ରମକୁ ସେ ତାଙ୍କ ପ୍ରେମିକା ସବା ଆଜାଦଙ୍କ ସହ ଯାଇଥିଲେ। ଏଠାରେ ସେ ସବାଙ୍କ ଜୋତା ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଲୋକେ…
ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।
"ଯଦି ରିଷଭ ପନ୍ତ ସୁସ୍ଥ ଅନୁଭବ କରନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ଅନୁମତି ପ୍ରଦାନ କରେ ତେବେ ଆମେ ତାଙ୍କୁ ପଡ଼ିଆକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆମେ ତାଙ୍କର ସମସ୍ତ ପ୍ରକାର ଦାୟିତ୍ୱ ନେବୁ । ତାଙ୍କୁ ଘର ଆଣିବା ଠାରୁ ପୁଣି ଘରେ ଛାଡ଼ିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବୁ ।" ଏହା କହିଛନ୍ତି DDCA ନିର୍ଦ୍ଦେଶକ ।
ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି ।
ଏ କେମିତିକା ପ୍ରେମ । ଯେତେବେଳେ ମା’ର ମମତା ବି ପ୍ରେମ ଆଗରେ ଫିକା ପଡ଼ିଯାଏ ।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଚତୁର୍ଥ ରାଶି ହେଉଛି କର୍କଟ । ତେବେ ଆଜି ଆମେ ଜାଣିବା କର୍କଟ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବୈବାହିକ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ଭାରତ ସମେତ ୨୨ଟି ଦେଶରେ ଓମିକ୍ରନର ଏହି ଭାରିଆଣ୍ଟ୍ର ସଂକ୍ରମଣ ରହିଛି । ତେବେ ଏହା ସଂକ୍ରାମକ କିନ୍ତୁ ମାରାତ୍ମକ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ତାଲିକାରେ ଦୁଇଟି ଜମି, ଦୁଇଟି ବାସସ୍ଥାନ, ୫ଟି ପର୍ବତ ଶୃଙ୍ଖ ଓ ଦୁଇଟି ନଦୀ । ଚୀନ ପ୍ରଥମଥର ପାଇଁ ଏଭଳି ଧୃଷ୍ଟତା କରୁନାହିଁ । ଆଗରୁ ବି...
ବିଦ୍ୟାଳୟର ନାଁ ହେଉଛି ଗୋପାଳପୁର ମୁଖକେଶୀ ବିଦ୍ୟାଳୟ। । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏଠାରେ ଏହି ବିଦ୍ୟାଳୟ ରହିଛି । ସେବେଠାରୁ ଏଠାରେ ରବିବାର ଦିନ ସ୍କୁଲ ଖୋଲା ରହୁଥିବା ବେଳେ ସପ୍ତାହର ପ୍ରତ୍ୟେକ ସୋମବାର ଏଠାରେ ସ୍କୁଲ ବନ୍ଦ ରହିଆସୁଛି ।