ହୀରାକୁଦ ଡ୍ୟାମରେ ବୁଡି ଚାଲିଗଲା ଆଉ ଜଣେ ଭିସୁଟ୍ ଛାତ୍ରୀଙ୍କ ଜୀବନ । ସାଙ୍ଗମାନଙ୍କ ସହ ମିଶି ଭୋଜି କରିବାକୁ ଯାଇଥିବାବେଳେ ବୁଡିଗଲେ । ପଢନ୍ତୁ ପୁରା ଖବର
କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି ମୃତ ଛାତ୍ରଙ୍କ ବାପା । ସେ କହିଛନ୍ତି, ମୋ ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ସେମାନଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଛି। କୌଣସି ଅଘଟଣ ଘଟିଛି, ହେଲେ ପୁଅ ଆତ୍ମହତ୍ୟା କରିନି ବୋଲି ବାପା ଜଗଦୀଶ ମୁଖାର୍ଜୀ କହିଛନ୍ତି ।
କିଟ୍ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦେଢ଼ ମାସ ପୂରି ନଥିବାବେଳେ ସେହି ଅନୁଷ୍ଠାନର ପୁଣି ଜଣେ ଛାତ୍ରଙ୍କର ଘଟିଛି ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ମିଳିଥିବା ମୃତ ଛାତ୍ର ଜଣକ ବି-ଟେକ୍ ପଢୁଥିଲେ ।
ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର । ମୃତ ଛାତ୍ରଙ୍କ ନାଁ ତାପସ ରଞ୍ଜନ ନାୟକ। ତେବେ ଛାତ୍ରଙ୍କ କେମିତି ମୃତ୍ୟୁ ହେଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
ମାଟ୍ରିକ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?
ଖ୍ରୀଷ୍ଟ କଲେଜ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କେହି ହତ୍ୟା କରି ପୋଡି ଦେଇଥିବା ବଡ ଅଭିଯୋଗ ଆଣିଲେ ମୃତକଙ୍କ ବାପା ।
୨୦୨୧ରୁ ୨୦୨୫ ମଧ୍ୟରେ ଗଲାଣି ଚାରି ଚାରି ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ୪ ବର୍ଷ ଭିତରେ କାହାର ଛାତରୁ ପଡ଼ି ମୃତ୍ୟୁ ହୋଇଛି ତ ପୁଣି କିଏ ଝୁଲି ପଡ଼ିଛି ।
କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର । କମିଟି ରିପୋର୍ଟ ଆଧାରରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏଥିସହ ସାଇନ ଡାଏ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ ।
କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ବରର ଏମ୍ସରେ ବ୍ୟବଚ୍ଛେଦ କରାଯିବ ।
ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।
ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।
ଯେଉଁ ବାପ, ପୁଅକୁ ମଣିଷ କରିବାର ସ୍ୱପ୍ନ ଦେଖୁଥିଲା, ସେହି ବାପର ଆଜି ଚୁରମାର ହୋଇଯାଇଛି ସ୍ୱପ୍ନ, ଭାଙ୍ଗିଯାଇଛି ଧୈର୍ଯ୍ୟର ବନ୍ଧ। ଯେଉଁ ପୁଅ ପରିବାରର କୂଳ ରକ୍ଷା କରିଥାନ୍ତା, ଆଜି କଅଁଳ ବୟସରେ ଆଖି ବୁଜିଦେଇଛି ସେହି କୁଳନନ୍ଦନ।
ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ। ବଲାଙ୍ଗିର ବିଶ୍ୱତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଭିତରେ ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି।
ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍ । ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର ।
ଶୁଭଲକ୍ଷ୍ମୀ ସାହୁ ସନ୍ଦେହଜନକ ମୃତ୍ୟୁ ମାମଲାରେ NHRC ନୋଟିସ୍....୮ ସପ୍ତାହ ଭିତରେ ମାମଲାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ....
ଦିନ ଦିପହରରେ ଘରେ ପଶି ନବମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ ହୋଇଛି । ଯେଉଁଥିରେ ନାବାଳକର ମୃତ୍ୟୁ ହୋଇଛି ।
ଖେଳ ଛୁଟି ପରେ ବିଦ୍ୟାଳୟର ଅଫିସ୍ କୋଠରୀରେ ଦଶମ ଶ୍ରେଣୀର ଛାତ୍ର ସୁମନ କୁମାର ଦାସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ସୁମନ ଓ ଶିକ୍ଷକ ମନୋରଂଜନଙ୍କ ପୁତୁରା ସୂର୍ଯ୍ୟକାନ୍ତଙ୍କ ସହ ଗଣ୍ଡଗୋଳ ହୋଇଥିଲା ।
ବାଲେଶ୍ୱର ସୋର ଥାନା ଗୁଡ଼ ଅଞ୍ଚଳର ଘଟଣା । ମୃତକ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।
କଲେଜ୍ର ୮ ମହଲାରୁ ଡେଇଁ ଜୀବନ ହାରିଲେ ବିଟେକ୍ ଛାତ୍ର । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି ।
ପ୍ରତିଦିନର ନିର୍ଯାତନାକୁ ସହିପାରିଲେନି ତେଜସ୍ । ଶେଷରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଲେ ।
ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସମ୍ମୁଖରେ ହେବାକୁ ପଡ଼ିଲା ଅସମ୍ମାନିତ। ପ୍ରାର୍ଥନା ସଭାର ମାଡ଼ଗାଳି ସହ ମିଳିଲା ଲାଞ୍ଝନା।
କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର। କାଲିଠୁ ଖୋଜାଖୋଜି ପରେ ଆଜି ସକାଳୁ ଆଉ ୨ ମୃତଦେହ ଉଦ୍ଧାର ହୋଇଛି।
କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।