ଜରୁରୀକାଳୀନ ସ୍ଥିତିରେ ଉପଯୋଗ କରାଯିବ ବୋଲି ଅନୁମୋଦନ ଦେଇଥିଲା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ-CDSCO ।
କରୋନାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବା ସମ୍ଭାବନା ! ପରିସ୍ଥିତି ଉଦବେଗଜନକ ବୋଲି ଆକଳନ କଲା ବ୍ରିଟେନର ହେଲ୍ଥ ଫାର୍ମ . .
ଯେଉଁମାନେ ବିଲ୍କୁଲ ବି ବୁଷ୍ଟର ଡୋଜ୍ ନେଇ ନାହାନ୍ତି, ସେମାନଙ୍କୁ ଏହି ନାସାଲ ଭ୍ୟାକ୍ସିନ୍ ରେକମେଣ୍ଡ କରାଯାଉଛି ବୋଲି କହିଛନ୍ତି ଡାକ୍ତର ଏନ୍କେ ଆରୋରା ।
୨୦୨୩ରେ ବିଶ୍ୱ ଭୋଗିବ ଆର୍ଥିକ ମାନ୍ଦାବସ୍ଥା !
ଆବଶ୍ୟକୀୟ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି ଏସସିବିର ପ୍ରାଶାସନିକ ଅଧିକାରୀ।
ବ୍ୟବସ୍ଥା ନାଚାର୍, ଝେଜିଆଙ୍ଗ ପ୍ରଦେଶରେ ଦୈନିକ ୧୦ ଲକ୍ଷ ସଂକ୍ରମଣ
କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲରେ ବ୍ୟବସ୍ଥା କରାଯାଇଛି।
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।
ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ
ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।
ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ ଗାଇଡ୍ଲାଇନ୍
ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ।
କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ।
ବଢିଲା ଚିନ୍ତା। ଓଡିଶାକୁ ଆସିଲା କରୋନାର ନୂଆ ଭାରିଏଣ୍ଟ...ବଡ ଖତରନାକ୍ ଏହି ଭାରିଏଣ୍ଟ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।
ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।
ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।
କଟକଣା କୋହଳ ପରେ ସଂକ୍ରମଣ ବଢୁଛି