କାଲିଫର୍ଣ୍ଣିଆରେ ରହୁଥିଲେ ସତ କିନ୍ତୁ ଫ୍ଲୋରିଡାରେ ସ୍ୱାମୀଙ୍କ ଶ୍ରାଦ୍ଧ କରିବାକୁ ଯୋଜନା କରିଥିଲେ ।
ନମ୍ୱର ଓ୍ୱାନ୍ ଥିଲା ଗୁଗୁଲ୍। ହେଲେ ତାକୁ କାଟି ୧ ନମ୍ୱର ସ୍ଥାନରେ ପହଞ୍ଚିଛି ଟିକଟକ୍। ଖୁବ୍ କମ ଦିନ ଭିତରେ ଚୀନର ଏହି କ୍ଷୁଦ୍ର ଭିଡିଓ ଆପ୍ ସାରା ବିଶ୍ୱରେ ଏକ ନମ୍ୱର ହୋଇ ରେକର୍ଡ କରିଛି। ଜାଣନ୍ତୁ ଏହା ପଛରେ କିଏ?