ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିଲେ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ ଏବଂ ସମସ୍ତ ଖାଲି ପଦବୀ ପୂରଣ ହେବ। ଯାହା ସ୍ୱଚ୍ଛ ଓ ନିରପେକ୍ଷ ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ।
ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଜଣେ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବେ।
୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି ।
CISF ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ କନଷ୍ଟେବଳ ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
Indian Coast Guard Recruitment: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ କରିପାରିବେ ଆବେଦନ ।
ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ । ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ କର୍ମଚାରୀ । ଏଭଳି କଥା କହି ଖାଲି ସୋସିଆଲ ମିଡ଼ିଆ ନୁହେଁ ବରଂ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
AIESL ପକ୍ଷରୁ ୨୦୯ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ସୁପରଭାଇଜର୍ ପୋଷ୍ଟ ପାଇଁ ୨୦୯ ପୋଷ୍ଟ ଖାଲି ରହିଛି ।
NESTS ପକ୍ଷରୁ EMRS ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯେଉଁ କାମ ପାଇଁ ପୂର୍ବରୂ ୧୦ ଜଣ ଲୋଡ଼ା ପଡ଼ୁଥିଲେ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ସେହି କାମକୁ ଦୁଇ ଜଣ ତୁଲାଇ ପାରିବେ । ତେଣୁ ଏଠାରେ ୮ ଜଣଙ୍କ ଚାକିରି ଯିବା ନିଶ୍ଚିତ ।
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।
ଆପଣ ମିମ୍ସ କରିବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଦରମା ମାସକୁ ୧ ଲକ୍ଷ ଟଙ୍କା।
ସରକାରଙ୍କ ବିଭିନ୍ନ ବିଭାଗରେ ମଲ୍ଟି-ଟାସ୍କିଂ (ଅଣ-ବୈଷୟିକ) କର୍ମଚାରୀ ଏବଂ ହାବିଲଦାର (ସିବିଆଇସି ଏବଂ ସିବିଏନ୍) ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସ୍.ସି.ସି) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।
BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।
ଆପଣ ଗ୍ରାଜୁଏସନ୍ କରିଛନ୍ତି କି ? ଗ୍ରାଜୁଏସନ ପାସ କରି ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । CG Vyapam ତଥା ଛତିଶଗଡ଼ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ପକ୍ଷରୁ ଫୁଡ଼ ଇନ୍ସପେକ୍ଟରର ୮୪ଟି ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ଆପଣ ପୋଲିସ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ୩୦୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତୁ କରନ୍ତୁ ଆବେଦନ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍ ପଦବୀ ସହିତ ଅନ୍ୟାନ ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।
ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲମିଟେଡ ପକ୍ଷରୁ ମେଡିକାଲ ପ୍ରଫେସନାଲ ଇ ୨ ଗ୍ରେଡରେ ସ୍ପେଶାଲିଷ୍ଟସ୍ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ ସାଇଟ୍କୁ ଯାଇ ତୁରନ୍ତ ଆବେଦନ କରନ୍ତୁ।
ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।