ସରକାରଙ୍କ ବିଭିନ୍ନ ବିଭାଗରେ ମଲ୍ଟି-ଟାସ୍କିଂ (ଅଣ-ବୈଷୟିକ) କର୍ମଚାରୀ ଏବଂ ହାବିଲଦାର (ସିବିଆଇସି ଏବଂ ସିବିଏନ୍) ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସ୍.ସି.ସି) ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।
BSPHCL ଜୁନିଅର କ୍ଲର୍କ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ୍ କରିଛି। ଯୋଗ୍ୟ ପ୍ରାର୍ଥୀମାନେ bsphcl.co.in ରେ BSPHCL ର ଅଫିସିଆଲ୍ ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ଏପ୍ରିଲ ୧୮ ପର୍ଯ୍ୟନ୍ତ ରହିଛି। ଏହି ନିଯୁକ୍ତିରେ ୧୮୫ ଟି ପଦ ପୂରଣ ହେବ।
ଆପଣ ଗ୍ରାଜୁଏସନ୍ କରିଛନ୍ତି କି ? ଗ୍ରାଜୁଏସନ ପାସ କରି ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । CG Vyapam ତଥା ଛତିଶଗଡ଼ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ପକ୍ଷରୁ ଫୁଡ଼ ଇନ୍ସପେକ୍ଟରର ୮୪ଟି ପଦ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ଆପଣ ପୋଲିସ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ୩୦୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତୁ କରନ୍ତୁ ଆବେଦନ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍ ପଦବୀ ସହିତ ଅନ୍ୟାନ ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।
ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲମିଟେଡ ପକ୍ଷରୁ ମେଡିକାଲ ପ୍ରଫେସନାଲ ଇ ୨ ଗ୍ରେଡରେ ସ୍ପେଶାଲିଷ୍ଟସ୍ ପଦ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ ସାଇଟ୍କୁ ଯାଇ ତୁରନ୍ତ ଆବେଦନ କରନ୍ତୁ।
ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।