/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738584938.jpg)
NTPC Recruitment 2025
ଆପଣ ନ୍ୟାସ୍ନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ଲିମିଟେଡ୍ରେ ଚାକିରି କରିବାକୁ ଚାହୁଁଛନ୍ତି କି? ଏହି ସୁଯୋଗ ହାତ ଛଡା କରନ୍ତୁ ନାହିଁ। NTPC ରେ ଇଞ୍ଜିନିୟର ହେବାର ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
Advertisment
ଏହି ନିଯୁକ୍ତି ମାଧ୍ୟମରେ NTPC ରେ ଇଞ୍ଜିନିୟରିଂ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ।
ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍
Advertisment
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NTPC ର ଅଫିସିଆଲ୍ ୱେବ୍ସାଇଟ୍ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NTPC Recruitment 2025 apply for 475 post Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୧୩ ଫେବୃଆରୀ ୨୦୨୫
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ଇଲେକ୍ଟ୍ରୀକାଲ୍ – ୧୩୫ଟି ପୋଷ୍ଟ୍
- ମେକାନିକାଲ୍ – ୧୮୦ଟି ପୋଷ୍ଟ୍
- ଇଲେକ୍ଟ୍ରୋନିକ୍ସ୍ – ୮୫ଟି ପୋଷ୍ଟ୍
- ସିଭିଲ୍ – ୫୦ଟି ପୋଷ୍ଟ୍
- ମାଇନିଂ – ୨୫ଟି ପୋଷ୍ଟ୍
- ମୋଟ ପଦବୀ – ୪୭୫ଟି ପୋଷ୍ଟ୍
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ସମ୍ବନ୍ଧୀୟ ଇଞ୍ଜିନିୟରିଂ ବିଷୟରେ ସ୍ନାତକ (B.E./B.Tech।) ଡିଗ୍ରୀ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ
ବୟସ ସୀମା:
- ସର୍ବନିମ୍ନ ବୟସ – ବିଜ୍ଞପ୍ତି ଦେଖନ୍ତୁ
- ସର୍ବାଧିକ ବୟସ – ୨୭ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ସର୍ବନିମ୍ନ ଦରମା –୪୦, ୦୦୦ ଟଙ୍କା
- ସର୍ବାଧିକ ଦରମା –୧,୪୦, ୦୦୦ ଟଙ୍କା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/ OBC/ EWS – ୩୦୦ଟଙ୍କା
- SC/ST/ PwBD/ XSM – ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- GATE-2024 ସ୍କୋର୍
- ବ୍ୟକ୍ତିଗତ ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)