ଏହି ଆଧୁନିକ ଯୁଗରେ ଯେଉଁଠାରେ ମୋବାଇଲ୍ ଆମ ଜୀବନର ଏକ ଅଂଶ ପାଲଟିଛି, ବାବା ଭେଙ୍ଗା ଦଶନ୍ଧି ପୂର୍ବରୁ ଚେତାବନୀ ଦେଇଥିଲେ ଯେ ଏହି ପ୍ରଯୁକ୍ତିବିଦ୍ୟା ମଣିଷର ମାନସିକ ଶାନ୍ତି ହରଣ କରିବ।
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୪ତାରିଖ ରବିବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୭ମୀ ପ୍ରାତଃ ୦୭.୧୯ ଗତେ ୮ମ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର ।
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶନିବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୬.୩୭ ଗତେ କର୍କଟ । ତିଥି- ୬ଷ୍ଠୀ ପ୍ରାତଃ ୦୭.୫୨ ଗତେ ୭ମୀ । ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୬.୩୭ ପର୍ଯ୍ୟନ୍ତ । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ- ୨ ପାଦ-କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୩୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ବୁଧବାର । ଚନ୍ଦ୍ର- ବୃଷ ରାତ୍ରି ୦୩.୧୫ ଗତେ ମିଥୁନ । ତିଥି-୩ୟା ଦିବା ୦୨.୧୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ବିଛା ରାଶିର ରାତ୍ରି ୦୩.୧୫ ଗତେ କନ୍ୟା ରାଶିର ।
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୩.୨୪ ଗତେ ମୀନ । ତିଥି- ୧୧ଶୀ ଦିବା ୦୨.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୦୩.୨୪ ଗତେ ଧନୁ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର ।
ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ଯତ୍ନବାନ୍ ହେବେ । ଅଫିସରେ ଜରୁରୀ କାମରେ କର୍ମଚାରୀଙ୍କଠାରୁ ସାହାଯ୍ୟ ପାଇବେ । ଔଷଧ ସମ୍ପନ୍ଧୀୟ ବ୍ୟବସାୟ, ଖଣିଜ ସମ୍ପଦ ବ୍ୟବସାୟରୁ ଲାଭବାନ୍ ହେବେ । ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ନକାରତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ ।
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ଧନୁ ସନ୍ଧ୍ୟା ୦୬.୦୪ ଗତେ ମକର । ତିଥି- ୭ମୀ ସନ୍ଧ୍ୟା ୦୭.୦୧ ଗତେ ୮ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୬.୦୪ ଗତେ ସିଂହ ରାଶିର । ଘାତବାର- ମେଷ ରାଶିର ।
ଜ୍ୟୋତିଷ ଶାସ୍ତ୍ର ଏବଂ ବ୍ୟକ୍ତିର ରାଶି ଆଧାରରେ ବ୍ୟକ୍ତିତ୍ୱ ଓ ବୃତ୍ତିଗତ ଜୀବନ ପ୍ରଭାବିତ ହୁଏ। ଆପଣଙ୍କ ରାଶି ଅନୁସାରେ କେଉଁ କ୍ୟାରିୟର୍ ଆପଣଙ୍କୁ ଜୀବନରେ ଅଧିକ ସଫଳତା ଦେବ, ଜାଣନ୍ତୁ ।
ବାସସ୍ଥାନ ବା ଯାନବାହନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । କୌଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କୌଣସି କାରଣରୁ ମନ ଭଲ ରହିବ ନାହିଁ ।
ଚାଷକୁ ଏ ବର୍ଷ ବଢ଼ିଆ ପାଗ । ଭଲ ଫସଲ ହେବ, ଅମଳ ବଢ଼ିବ । ହେଲେ ତା' ସାଙ୍ଗକୁ ମହାବନ୍ୟା ବିପତ୍ତି ବି ଅଛି । ପବିତ୍ର ପଣାସଂକ୍ରାନ୍ତିରେ ଆଜିଠୁ ପ୍ରଚଳିତ ନୂଆ ପଞ୍ଜିକା କିଛି ଏପରି କହୁଛି । ପାଞ୍ଜି ଗଣନାରୁ ଜ୍ୟୋତିର୍ବିଦଙ୍କ ମତରେ ରାଜ୍ୟ ରାଜନୈତିକ ସ୍ଥିତି ବି ବେଶ୍ ରୋଚକ ରହିବ । ଖାସ୍ କରି ବିରୋଧୀଦଳରୁ ବହୁ ନେତା ଦଳବଦଳ କରିବାର ସମ୍ଭାବନା ରହିଛି ।
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୭.୦୪ ଗତେ କନ୍ୟା । ତିଥି- ୧୩ଶୀ ରାତ୍ରି ୦୧.୦୧ ଗତେ ୧୪ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୭.୦୪ ଗତେ ବୃଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର ।
ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ । ରାଜନୀତିରେ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୧୧ ଗତେ ୩ୟା ନିଶାନ୍ତ ୦୫.୪୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ।
ଭାଗ୍ୟ ଉଦ୍ୟୋଗୀ ହେବା ସହିତ ବ୍ୟବସାୟ-ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୧୩ଶୀ ରାତ୍ରି ୧୧.୦୩ ଗତେ ୧୪ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଚନ୍ଦ୍ର- ମକର ଦିବା ୦୩.୧୩ ଗତେ କୁମ୍ଭ । ତିଥି- ୧୨ଶୀ ରାତ୍ରି ୦୧.୪୩ ଗତେ ୧୩ଶୀ । ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୧୩ ଗତେ ମିଥୁନ ଓ ମୀନ ରାଶିର । ଘାତବାର- କର୍କଟ ରାଶିର ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୩.୪୫ ଗତେ ୧୨ଶୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମକର ରାଶିର ।
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଚନ୍ଦ୍ର- ତୁଳା ଦିବା ୦୨.୦୬ ଗତେ ବିଛା । ତିଥି- ୫ମୀ ରାତ୍ରି ୧୨.୩୭ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- କର୍କଟ ରାଶିର ।
ଫୋଷ୍ଟରଙ୍କ ମତ ଅନୁସାରେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ସହରୀକରଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣଗୁଡ଼ିକ ମିଳିତ ଭାବରେ ୨୦୨୬ରେ ମାନବଜାତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ଗ୍ରିଷ୍ମା ଘରୁ ଫେରିବାର ୧୧ ଦିନ ପରେ ୨୩ ବର୍ଷୀୟ ଶେରୋନଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ସ୍ବାସ୍ଥ୍ୟରେ ଅବନତି କ୍ରମାଗତ ବଢ଼ିବାରେ ଲାଗିଥିଲା। ଶେରୋନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସେହି ବର୍ଷ ଅକ୍ଟୋବର ୨୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କ ଶରୀରର ଅନେକ ଅଙ୍ଗ ଅଚଳ ହୋଇଯାଇଥିଲା। ଡାକ୍ତରଖାନାରେ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା।
୨୦୨୫ ପାଇଁ ଏପରି ଭୟଙ୍କର ପୂର୍ବାନୁମାନ ସହ ଅନେକ ଭଲ କଥା ମଧ୍ୟ ନିକୋଲସ କହିଛନ୍ତି । ସେ କହିଛନ୍ତି, ଏହି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଧରଣର ପ୍ରଗତି ଆସିବ । ପରିବେଶକୁ ନେଇ ବିପଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖା ଦେବ । ତେବେ ନିକୋଲସ କ’ଣ ଭବିଷ୍ୟବାଣୀ କରିଛନ୍ତି, ଆସନ୍ତୁ ବିସ୍ତୃତ ତଥ୍ୟ ଜାଣିବା ।
ବାବା ଭେଙ୍ଗାଙ୍କ ୮୫ ପ୍ରତିଶତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାର ଉଦ୍ୟମକୁ ବାବା ଭେଙ୍ଗା ପୂର୍ବାନୁମାନ କରିଥିଲେ, ଯାହା ଏତେ ସତ୍ୟ ପ୍ରମାଣିତ ହୋଇଛି। ତେବେ ଆସନ୍ତୁ ୨୦୨୪ ଶେଷ ହେବା ପୂର୍ବରୁ ଏହି ମସିହାରେ ବାବା ଭେଙ୍ଗାଙ୍କର କେଉଁ ସବୁ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ତାହା ଜାଣିବା।
ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ଆଶା ଓ ଉନ୍ମାଦନା ଭିତରେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟତବାଣୀ କରିଛନ୍ତି ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ୍ ଆଡଲଫ୍ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ କରୋନା ମହାମାରୀ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟ ପ୍ରମାଣିତ ହୋଇଛି ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ଯେତିକି କୌତୁହଳପୂର୍ଣ୍ଣ ସେତିକି ଚମତ୍କାର ।
ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ । ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି ।