• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Lord Jagannath
ଅଶାଳୀନ ପୋଷାକ ପରେ ଶ୍ରୀମନ୍ଦିରକୁ ପାନ-ଗୁଟ୍‌ଖା ବି ବ୍ୟାନ୍ ! ସେବାୟତଙ୍କ ପାଇଁ ମଧ୍ୟ ଲାଗୁ...

​​​​​​​ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି ।

Corporators Protest At CMC Office
ଅର୍ବାନ ହାଟ ପିଣ୍ଡି ବଣ୍ଟନରେ ଅନିୟମିତତା ଅଭିଯୋଗ, କାଲିଠୁ ଜାରି ରହିଛି କର୍ପୋରେଟରଙ୍କ ଧାରଣା

ଆଜି ଧାରଣରତ କର୍ପୋରେଟରଙ୍କୁ ଭେଟି ଆଲୋଚନା କରିଛନ୍ତି ବିଧାୟକ ମହମ୍ମଦ ମୋକିମ। ଏ ବିବାଦର ଶୀଘ୍ର ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଆଜି ସିଏମସି ଅଫିସକୁ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି ।

Chota jaga on Taranga plus OTT
ଜଗନ୍ନାଥଙ୍କ ଶକ୍ତି ନେଇ ଆସିଲା ଛୋଟ ଜଗା, ଦେଖନ୍ତୁ ତରଙ୍ଗ ପ୍ଲସ ଓଟିଟି ପ୍ଲାଟଫର୍ମରେ

ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ ।

Fraud
ଜିମ୍‌ ମେଟ୍‌ ଲଗାଇଲା ଚୂନ, ବ୍ୟବସାୟ ନାଁରେ ଯୁବ ଡାକ୍ତରଙ୍କଠୁ ଠକିନେଲା ୧୪ ଲକ୍ଷ

ଟଙ୍କା ଫେରାଇବାକୁ କହିବାରୁ ମାତ୍ର ୪ଲକ୍ଷ ଟଙ୍କା ଦେଇଥିବା ବେଳେ, ବଳକା ଟଙ୍କା ଦେଇ ନ ଥିଲା । ଏପରକି ଅଭିଯୋଗକାରୀ ଡାକ୍ତରଙ୍କ ଅନ୍ୟ ସାଙ୍ଗମାନଙ୍କ ଠାରୁ ମଧ୍ୟ ସେ ଠକେଇ କରିଥିବା ଅଭିଯୋଗ ହୋଇଛି ।

BJP Protest Infront of BMC Office
ବିଏମସି ଅଫିସ ଆଗରେ ଅଳିଆ ଢାଳି ବିଜେପିର ପ୍ରତିବାଦ

ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି ।

Odisha politics developemt only in advertisement
ଅବ୍ୟବସ୍ଥା ହିଁ କିଶୋରଙ୍କ ମଧ୍ୟରେ ବିକାଶର ଭ୍ରମ ସୃଷ୍ଟି କରିପାରେ!

ରାଜ୍ୟବାସୀ ସରକାରଙ୍କ ଏହି ‘ନିରନ୍ତର ବିକାଶ’ର ବିଜ୍ଞାପନ ଗତ କେଇମାସ ଧରି ନିଇତି ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସବୁ ପ୍ରକଳ୍ପ ଓ ଯୋଜନା ବିଷୟରେ ଲେଖାଥିବା ବଡ ବଡ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦି ସହର-ବଜାର, ଗାଁ-ଗଳି ଆଦି ବିଭିନ୍ନ ସ୍ଥାନରେ ଶୋଭାପାଉଥିବା ପରିଲକ୍ଷିତ ହୁଏ। ଏହାର ପରିଭାଷା କ’ଣ…

Khordha Death
ସ୍ୱାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ

ଗୋକୁଳଙ୍କ ଅନ୍ତିମ ସଂସ୍କାର ପରେ ସ୍ତ୍ରୀ ଅନନ୍ଦିତା ସୁବୁଦ୍ଧି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ହୋଇ ଅନନ୍ଦିତା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Why Shreyas Iyer is important to Team India
Sports: ଟିମ୍ ଇଣ୍ଡିଆ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶ୍ରେୟସ ଆୟର

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍‌ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍‌ଶାହ, ତାଙ୍କ ବିନା ଟିମ୍‌ର ବ୍ୟାଟିଂ ଲାଇନ୍‌ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ।

Loot
ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ, କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଲୁଟ୍‌ପାଟ୍‌

ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏକାଧିକ ଦୁର୍ବୃତ୍ତ ଏହି ଲୁଟ୍‌ରେ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି।

Zilla Swasthya Samiti Recruitment
Zilla Swasthya Samiti Recruitment: ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ଚାକିରି; ଦରମା ୫୮ ହଜାର ଟଙ୍କା

ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ନିକଟରେ ୱାକ୍-ଇନ୍-ଇଣ୍ଟରଭ୍ୟୁ ମୋଡ୍‌ମରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମେଡିକାଲ୍ ଅଫିସର ପଦବୀ ପୂରଣ ହେବ।

Gutkha ban in the Sri Mandir
ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ, ଗୁଟଖା; ଜାନୁଆରୀ ୧ ରୁ ଲାଗୁ ହେବ ନିୟମ

ମନ୍ଦିରରେ ବି ଥୁ ଥୁ କରୁଥିଲେ । କିନ୍ତୁ ଆସନ୍ତାବର୍ଷରୁ ଆଉ କରି ପାରିବେନି । ବ୍ୟାନ ହୋଇଗଲା ପାନ ଓ ଗୁଟଖା ।

Low Pressure likely to Form
କାଲିଠୁ ଆରମ୍ଭ ହୋଇଯିବ ବର୍ଷା, ୧୬ରେ ଘନୀଭୂତ ହେବା ସମ୍ଭାବନା

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Odisha Assembly Deputy Speaker election
ନଭେମ୍ବର ୨୧ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ

୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ

BJP stage protest; dump garbage infront of BMC office in Bhubaneswar
ବିଜେପିର ଅଭିନବ ପ୍ରତିବାଦ, ବିଏମସି ଅଫିସ ଆଗରେ ଢାଳିଲା ଅଳିଆ

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।

Fire Mishap at Puri Station Coaching Depot
ପୁରୀ ଷ୍ଟେସନ କୋଚିଂ ଡିପୋରେ ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗର ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରହିଛି ।

AIIMS Bhubaneswar
ଭୁବନେଶ୍ୱର AIIMSରେ ଖୋଲିଲା ପ୍ରଥମ ଟ୍ରାଭେଲ ହେଲ୍ଥ କ୍ଲିନିକ୍

ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।

80-year old woman falls into deep borewell
ପାଞ୍ଚ ଘଣ୍ଟାର ଅପରେସନ୍‌ ବିଫଳ, ବୋରୱେଲରୁ ଉଦ୍ଧାର ବୃଦ୍ଧା ମୃତ

ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବାହାରିଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିଲେ ।

woman falls into an abandoned borewell
ପରିତ୍ୟକ୍ତ ବୋରୱେଲରେ ଖସିପଡ଼ିଲେ ବୃଦ୍ଧା, ଉଦ୍ଧାର ପାଇଁ ଚାଲିଛି ଅପରେସନ

ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଅଘଟଣ ...୨୦ ଫୁଟ୍ ଗାତରେ ଫସି ଯାଇଛନ୍ତି ବୃଦ୍ଧା..

Today Panchang
Panchang Today 14th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ତୁଳା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪  ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର, ତିଥି-  ପ୍ରତିପଦ ଦିବା ୦୨.୩୬ ଗତେ ୨ୟା, ଘାତଚନ୍ଦ୍ର- ନାସ୍ତି, ଘାତବାର- ମକର  ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୩୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

low pressure
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବା ସମ୍ଭାବନା

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି...୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବା ସମ୍ଭାବନା...ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହେବ...

Children's Day
କୁନି ସଂଗ୍ରାମୀଙ୍କ କରୁଣ କାହାଣୀ, ଦାୟିତ୍ୱର ବୋଝ ତଳେ ନଇଁ ଯାଉଛି କଅଁଳ କାନ୍ଧ

ଆଜି ଶିଶୁ ଦିବସ ....ଶିଶୁଙ୍କ ଭବିଷ୍ୟତ ଉନ୍ନତି ପାଇଁ ଅନେକ ଯୋଜନା ...ତଥାପି କଅଁଳ କାନ୍ଧରେ ଅନେକ ଦାୟିତ୍ୱ...ଶିଶୁଙ୍କ ପାଠ ପଢ଼ାରେ ଲାଗିଛି ଶିକୁଳି

Forest officials, veterinary team arrive in Keojhar for treatment of baby elephant
ପଶୁ ଭୁଲେନି ସମ୍ପର୍କ: ଆହତ ଛୁଆକୁ ଜଗିଛନ୍ତି ଦୁଇ ହାତୀ,ଆଗରେ ପଛରେ କର୍ଡନ୍ କରି ଦେଉଛନ୍ତି ସୁରକ୍ଷା

କେନ୍ଦୁଝର ମଇଦାନକେଲ ଜଙ୍ଗଲରେ ୧୨ଟିକିଆ ହାତୀଙ୍କ ମଧ୍ୟରେ ଛଅ ମାସର ଛୁଆ ଆହତ, ଚିକିତ୍ସା ପାଇଁ ଲାଗିଛି ବନ ବିଭାଗ....

Low pressure likely to form over BoB today
ଆଜି ଲଘୁଚାପ, କାଲି ବର୍ଷା! ୧୬ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ .....୧୬ ତାରିଖରେ ଅବପାତର ରୂପ ନେଇପାରେ ....୧୫ ଓ ୧୬ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ...

tragic story
ୠଣ ଶୁଝି ନପାରିବାରୁ ଘରୁ ବାହାର କରିଦେଲେ ପଡ଼ୋଶୀ, ୪ ଦିନ ହେଲା ଶୀତ କାକରରେ ପରିବାର

ମରିଗଲା ମାନବିକତା... ୠଣ ଶୁଝି ନପାରିବାରୁ ଜୋରଜବରଦସ୍ତ ଘରୁ କାଢ଼ିଦେଲେ ପଡ଼ୋଶୀ, କିଛି ବର୍ଷ ତଳର କରଜକୁ ନେଇ ବାଲେଶ୍ୱର ଭୋଗରାଇ ବରବରିଆ ଗାଁରେ ଅଭାବନୀୟ ପରିସ୍ଥିତି, ୪ ଦିନ ହେଲା ଶୀତ କାକରରେ ପକ୍ଷାଘାତ ଆକ୍ରାନ୍ତ ନିଜ ପରିବାର ଧରି ରାସ୍ତାରେ ବସିଛନ୍ତି...ପୋଲିସ୍ ପହଞ୍ଚି ଥିଲେ ବି କରିପାରୁନି ସମାଧାନ