ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା ।
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଜାଣନ୍ତୁ କ’ଣ ହେଲା ଶସ୍ତା ? କଣ ହେଲା ମହଙ୍ଗା ?
ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ । ସେପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।
ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଆଉ ଟଙ୍କା ନଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ନିଜେ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଛନ୍ତି ।
ନିର୍ମଳା କଂଗ୍ରେସକୁ କାଉଣ୍ଟର କରି କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଅର୍ଥନୈତିକ ଅବ୍ୟବସ୍ଥା ଓ ବ୍ୟାପକ ଦୁର୍ନୀତି ପଛରେ ମୂଳ ହେଉଛି ନେତୃତ୍ୱ। ସୋନିଆ ଗାନ୍ଧି ନିଜକୁ ସୁପର୍ ପ୍ରାଇମ୍ ମିନିଷ୍ଟର ମନେ କରୁଥିଲେ।
ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ସହଜ ଏବଂ ସରଳ କରାଯିବା ସହ ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ।
ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଥିବା ଏବଂ ସବ୍କା ସାଥ୍, ସବକା ବିକାଶ ଓ ସବ୍କା ପ୍ରୟାସ ଚାଲୁ ରହିଥିବା କହିଛନ୍ତି ନିର୍ମଳା ସୀତାରମଣ।
ନିର୍ମଳାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ତେଲେଙ୍ଗାନାର କାମାରେଡି ଜିଲ୍ଲା ମାଜିଷ୍ଟ୍ରେଟ ଜିତେଶ ପାଟିଲ । ଏପରିକି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଜିଲ୍ଲାପାଳ ଦେଇ ନ ପାରିବାରୁ ରାଗିଗଲେ ସୀତାରମଣ।
ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ଡିଜିଟାଲ୍ ମୁଦ୍ରା । ଡିଜିଟାଲ ମୁଦ୍ରା ଆରମ୍ଭ କରିବା ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୦୨୩ ସୁଦ୍ଧା ଡିଜିଟାଲ ମୁଦ୍ରା ପ୍ରଚଳନ କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଅନେକ ଜିନିଷରୁ ଜିଏସ୍ଟି ହ୍ରାସ କରାଯାଇଛି। ଅନେକ ଜିନିଷ ଉପରେ ଜିଏସ୍ଟି ବଢିଛି।
କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳ ପରୋକ୍ଷରେ କହିଛନ୍ତି।