• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Union Budget

Baijayant Panda
ମୋଦି ସରକାରବେଳେ ଓଡ଼ିଶା ପାଇଛି ୪ ଲକ୍ଷ କୋଟିରୁ ଅଧିକ ଅର୍ଥ: ବୈଜୟନ୍ତ ପଣ୍ଡା

ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି।

Sports Budget
Budget 2024: ଖେଲୋ ଇଣ୍ଡିଆକୁ କ୍ରୀଡା ବଜେଟର ସିଂହଭାଗ ରାଶି

ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।

Railway Budget
ରେଳବାଇରେ ଓଡ଼ିଶାକୁ ୧୦ ହଜାର ୫୮୬ କୋଟିର ଅନୁଦାନ

କେନ୍ଦ୍ର ବଜେଟରେ ରେଳ ବିଭାଗକୁ ମିଳିଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି, ଶତ ପ୍ରତିଶତ ବିଦ୍ୟୁତ୍ କରଣ ହୋଇଯାଇଛି।

ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଶାଢୀ
ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଐତିହ୍ୟ ଶାଢୀ; ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ...

ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା ।

Gold Rate
ବଜେଟ୍ ଆଣିଲା ଖୁସି ଖବର; କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ

କିଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର ।

Budget 2024
Budget 2024: ଆୟକର ସ୍ଲାବରେ ହେଲା ପରିବର୍ତ୍ତନ; ଜାଣନ୍ତୁ କେତେ ଆୟ ପାଇଁ ଦେବାକୁ ପଡ଼ିବ କେତେ ଟିକସ...

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

 PM Awas Yojna
କେନ୍ଦ୍ର ବଜେଟ୍‌-୨୦୨୪; ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ିଲା

ପିଏମ୍‌ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର ।  ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Union Budget
ଖୋଲିଲା ନିର୍ମଳାଙ୍କ ବଜେଟ୍‌ ପେଡ଼ି; ୫ ବର୍ଷରେ ମିଳିବ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି...

ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍‌ । ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

Budget
କେନ୍ଦ୍ର ବଜେଟ୍‌-୨୦୨୪; ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ..ଦେଖନ୍ତୁ ଫଟୋରେ ଖବର

ଉପସ୍ଥାପିତ ହେଲା ବଜେଟ୍‌-୨୦୨୪। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମପୂର୍ଣ୍ଣାଙ୍ଗ ବଜେଟ୍। ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

Union Budget
Union Budget 2024 Live Updates: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍...କାହା ପାଇଁ ରହିଛି କ’ଣ...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ

Budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍; ନିର୍ମଳାଙ୍କ ପେଡ଼ି ଉପରେ ନଜର

ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।

Union Budget 2024
ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି।

Union Budget 2024
ଅସୁମାରୀ ଆଶାରେ ଶିଳ୍ପ ଜଗତ; ନିର୍ମଳାଙ୍କ ପେଡ଼ିରେ ଅଛି କ’ଣ, ବଢୁଛି ଉତ୍କଣ୍ଠା...

ଆସନ୍ତାକାଲି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ। ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। 

Union Budget
କେନ୍ଦ୍ର ବଜେଟ୍‌-୨୦୨୪: ଏହି ୫ଟି ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି ।

Budget Session
ଦିନକ ପରେ କେନ୍ଦ୍ର ବଜେଟ୍, ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ସରକାର

୨୩ ତାରିଖରେ ବଜେଟ୍ ଉପସ୍ଥାପନ ହେବ । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Union Budget
ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Union Budget
ଦିନକ ପରେ ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି, ହାଲୁକା ହେବ କି ଆୟକର ବୋଝ ?

ସଂସଦରେ ସର୍ବାଧିକ ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Parliament Budget Session
କାଲିଠୁ ସଂସଦର ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା ପ୍ରସ୍ତୁତ...

ବଜେଟ୍ ଅଧିବେଶନ ପୂର୍ବରୁ ବସିସାରିଛି ସର୍ବଦଳୀୟ ବୈଠକ। କାଲି ଉପସ୍ଥାପନ ହେବ ଇକୋନୋମିକ ସର୍ଭେ ରିପୋର୍ଟ-୨୦୨୪। 

Narendra Modi
ବଜେଟ୍‌ ପୂର୍ବରୁ ମୋଦିଙ୍କ ବଡ଼ ବୈଠକ, ଅର୍ଥନୀତି ବିଶାରଦଙ୍କ ସହ କଲେ ଆଲୋଚନା

ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ବଜେଟ ପ୍ରସଙ୍ଗରେ ବୈଠକ କରିଛନ୍ତି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ ।

Union Budget 2024
କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର; ଶେଷ ଦରମାର ୫୦ ପ୍ରତିଶତ ମିଳିବ ପେନ୍‌ସନ୍‌ !

NPS ଅନୁସାରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ଶେଷ ଦରମାର ୫୦ ପ୍ରତିଶତ ଅର୍ଥ ପେନସନ ଆକାରରେ ମିଳିବ। 

Union Budget
ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ଚଳିତ ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ବଜେଟ୍ ଅଧିବେଶନ ବିଷୟରେ ସୂଚନା ଦେଇଛନ୍ତି ।

Budget 2024 Who was India's first budget maker
Budget 2024: ଭାରତର ପ୍ରଥମ ଆର୍ଥିକ ବଜେଟ୍‌ର ପ୍ରସ୍ତୁତ କରିଥିଲେ ଜଣେ ଟୋପି ନିର୍ମାତା

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ?

Budget 2024 Budget definition meaning and type
Budget 2024: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

ବଜେଟ୍ ଉପସ୍ଥାପନା ପୂର୍ବରୁ, ଲୋକଙ୍କ ମନରେ ବଜେଟ୍ ସହିତ ଜଡିତ ଅନେକ ପ୍ରକାରର ପ୍ରଶ୍ନ ଉଙ୍କିମାରେ। ଯେପରିକି ବଜେଟ୍ କ’ଣ, ବଜେଟର ଅର୍ଥ କ’ଣ, ବଜେଟ୍ କେତେ ପ୍ରକାରର ଇତ୍ୟାଦି? ଆପଣ ଯଦି ଏ ବିଷରେ ଜାଣିବାକୁ ଇଚ୍ଛୁକ ତେବେ ଆସନ୍ତୁ ବଜେଟ୍ ସହିତ ଜଡିତ ସମ୍ପୂର୍ଣ୍ଣ ସୂଚନା ଜାଣିନେବା

Budget in 12 Points
କିପରି ଆରମ୍ଭ ହେଲା ବଜେଟ...କିଏ ପ୍ରଥମେ ଆଗତ କରିଥିଲେ...ଜାଣନ୍ତୁ ୧୨ଟି ରୋଚକ ତଥ୍ୟ

ମୋରାଜୀ ଦେଶାଇ ସର୍ବାଧିକ ସଂଖ୍ୟକ ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି। ୧୯୬୨-୬୯ମଧ୍ୟରେ ମୋଟ ୧୦ଟି ବଜେଟ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ୮ଟି ପୂର୍ଣ୍ଣ ବଜେଟ୍ ଏବଂ ଦୁଇଟି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଥିଲା।

BUDGET 2024
ଦିନକ ପରେ କାମଚଳା ବଜେଟ୍

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଣେ ଦିନକ ପରେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ଏହା ହେବ କାମଚଳା ବଜେଟ୍। ତେଣୁ ନିର୍ମଳାଙ୍କ ପାଇଁ ଏ ବଜେଟ ପ୍ରସ୍ତୁତ କରିବା ନିଶ୍ଚୟ ଚ୍ୟାଲେଜିଂ ରହିବ। କାରଣ ସାଧାରଣ ଲୋକ ଓ ଯୁବଗୋଷ୍ଠୀ ତାଙ୍କଠାରୁ ଅନେକ ଆଶା ରଖିଛନ୍ତି।