• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heritage Corridor

Srimandir
ଉତ୍ସବମୁଖର ଶ୍ରୀକ୍ଷେତ୍ର; ଆଜି ମହାଯଜ୍ଞର ଦ୍ୱିତୀୟ ଦିନ

ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।

Srimandir Heritage Corridor
ପରିକ୍ରମା ପ୍ରକଳ୍ପ ବିସ୍ଥାପିତଙ୍କୁ ଭୁଲିଗଲେ କି ସରକାର ? ଏଯାଏଁ ମିଳିନି ପରିଚୟପତ୍ର, ଉତ୍ସବକୁ କରାଯାଇନି ନିମନ୍ତ୍ରଣ

ପରିବାରଙ୍କ ଅଭିଯୋଗ, ଯେଉଁ ପରିକ୍ରମା ପ୍ରକଳ୍ପ ପାଇଁ ଆମେ ବାସହରା ହେଲୁ ସେହି ପ୍ରକଳ୍ପରେ କେଉଁଠି ବି ଆମ ନାଁ ନାହିଁ । ସବୁ ବିସ୍ଥାପିତଙ୍କୁ ପରିଚୟପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ବି ମିଳିଲାନି ।

Supreme Court
କାଲି କ୍ଷୀର ଆଉ ପାଣି ଅଲଗା ହୋଇଯିବ !

ପରିକ୍ରମା ନିର୍ମାଣ ଆଇନ ସମ୍ମତ ନା ବେଆଇନ୍?

Heritage Corridor Row
ଫସି ଯାଇଛନ୍ତି ରାଜ୍ୟ ସରକାର: ଅପରାଜିତା

ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ?

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି
'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବ୍ଲୁ-ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖ'

ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ ହେଉ। 

Sankaracharjya on Heritage Corridor
ପୁରୀରେ ବିକାଶ ନାଁରେ ବିଲୁପ୍ତ ମାର୍ଗ ପ୍ରଶସ୍ତ ହେଉଛି: ଶଙ୍କରାଚାର୍ଯ୍ୟ

ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି।

Heritage Corridor
ଚାଲୁ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ: ସେବାୟତ ଆବାସ ପାଇଁ ୬ ଏକର ଚିହ୍ନଟ

 ଆଦର୍ଶ ଗୁରୁକୁଳ ପାଇଁ ସୋସାଇଟି ଗଠନ ନେଇ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି।  

puri
ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣାଧୀନ କୋଠାକୁ ନେଇ ନୂଆ କେଁ, ନୂଆ ବିବାଦ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।

Srimandir Parikrama Project row
ସେବାୟତଙ୍କ ଚେତାବନୀ- ମରିବୁ ପଛେ ଆଉ ଜାଗା ଛାଡ଼ିବୁନି

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।

Shree Mandir Heritage Corrider
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: କେନ୍ଦ୍ର, ରାଜ୍ୟକୁ ନୋଟିସ୍ ଜାରି କଲେ କୋର୍ଟ

ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Srimandir Corridor Project
ଅପରାଜିତାଙ୍କୁ ପୁରୀ ବିଧାୟକଙ୍କ ସମର୍ଥନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

Sri Mandir
ଥମୁନି ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର। 

New Barricade
ଶ୍ରୀମନ୍ଦିର ଐତିହ୍ୟ କରିଡରରେ ନିର୍ମାଣ ହେବ ଆଉ ଏକ ପ୍ରାଚୀର? 

ଉତ୍କଳୀୟ କାରୁକାର୍ଯ୍ୟର ଝଲକ ଏହି ବ୍ୟାରିକେଡ୍‌ରେ ଦେଖିବାକୁ ମିଳିବ।

Heritage Corridor
ସତ ଲୁଚାଇବାକୁ ପ୍ରୟାସ: ସେବେ ଖୋଳିଲେ ଏବେ ପୋତିଲେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ୩ଟି ପ୍ରସଙ୍ଗରେ ୧୭ ତାରିଖ ସୁଦ୍ଧା ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Maha Yagyan Performed For Launch Of Puri Jagannath Temple Heritage Corridor Project Work
ବେଦପାଠରେ କମ୍ପୁଛି ଶ୍ରୀମନ୍ଦିର ପରିବେଶ

ପରିକ୍ରମା ମାର୍ଗ ପାଇଁ ଶ୍ରୀମନ୍ଦିରରେ ଚାଲିଛି 3 ଦିନିଆ ମହାଯ଼ଜ୍ଞ ଆଜି ଏବଂ ଗତକାଲି କଣ ସବୁ କାର୍ଯ୍ୟକ୍ରମ ରହିଛି ଶୁଣନ୍ତୁ..

Maha Yagyan For Srimandir Heritage Corridor Begins In Puri
ଶ୍ରୀକ୍ଷେତ୍ରରେ ମହାଯଜ୍ଞରେ ପୂର୍ଣ୍ଣାହୁତି

ଦୀପ ପ୍ରଜ୍ୱଳନରେ ଆଲୋକିତ ହେଉଛି ଶ୍ରୀମନ୍ଦିର। ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠ କମ୍ପୁଛି ପରିବେଶ । ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ

Srimandir Lights Of For Maha Yagyan For Heritage Corridor
ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ଶ୍ରୀମନ୍ଦିର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟମାରମ୍ଭ । ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ। ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ପରିବେଶ। ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ।