• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Press Meet

BJP
BJDର ପୁଳାପୁଳା ନୂଆ ଯୋଜନାକୁ ନେଇ ବର୍ଷିଲା BJP; ରାଜ୍ୟ ସରକାରଙ୍କୁ ପଚାରିଲା ପ୍ରଶ୍ନ

ଯୁବକ ଯୁବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା “ସ୍ୱୟଂ” ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ “କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ” ଯୋଜନାର କପି ପେଷ୍ଟ । ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ମାତ୍ର ୧୫% ଅର୍ଥ ଦେଇ ରାଜ୍ୟ ସରକାର ଏହାକୁ ନିଜର ନୂଆ ଯୋଜନା ବୋଲି କହୁଥିବା ସେ ଅଭିଯୋଗ ଆଣିଛନ୍ତି ।

SP Press Meet
୧.୪୦ ଲକ୍ଷ ଟଙ୍କାରେ ଭାଇକୁ ମାରିଦେଲେ...ଜମି ପାଇଁ ସାନଭାଇକୁ ହତ୍ୟା କଲା ବଡ଼ଭାଇ-ଭାଉଜ

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।

LoP JayNayaran Mishra
ଖଣି ଦୁର୍ନୀତିରେ ସିଧାସଳଖ ମୁଖ୍ୟମନ୍ତ୍ରୀ ସଂପୃକ୍ତ: ଜୟନାରାୟଣ

୭୫ଟି ଲୁହା ପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଖଣିଜ ଉତ୍ତୋଳନ କରାଯାଇଛି । ୯୫ଟି ଖଣି ନଦୀ ନାଳକୁ ପ୍ରଭାବିତ କରିଛି । ଏହା ସହିତ ଆଦିବାସୀ ଓ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି ।

Chiranjib Biswal
ମୁହଁ ଖୋଲିଲେ ଚିରଞ୍ଜୀବ; କହିଲେ, ମୋ ରକ୍ତରେ ବେଇମାନି ନାହିଁ

ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ ।

Press Meet
ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା: ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ହେବ

ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ ଘୋଷଣା କରିଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର BSNL ମୁଖ୍ୟ କାର୍ଯ୍ୟଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

Crime Branch ADG Sanjeeb Panda Press Meet On Chittaranjan Palai Murder Case
ପୁରୀରେ କ୍ରାଇମବ୍ରାଞ୍ଚ ଏଡିଜି

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ...।